ଅଜଗର ଓଗାଳିଲା ବାଘର ବାଟ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ: ଅନେକ ସମୟରେ ଆପଣ ଦେଖିଥିବେ ବାଘ ବିଭିନ୍ନ ପଶୁ ପକ୍ଷୀଙ୍କୁ ମାରି ଖାଇଥାଏ। ଆପଣ ଏମିତି କିଛି ଭିଡିଓ ଦେଖିଥିବେ ଯେଉଁଥିରେ ବାଘ ଓ ଅଜଗର ସାପର ଲଢ଼େଇ ହୋଇଥାଏ।

କିନ୍ତୁ ଏବେ ଏପରି ଏକ ଭିଡିଓ ଟ୍ୱିଟରରେ ଭାଇରାଲ ହୋଇଛି, ଯେଉଁଥିରେ କି ଗୋଟିଏ ଅଜଗରକୁ ଦେଖି ବାଘଟିଏ ବିଚଳିତ ହୋଇପଡ଼ୁଛି। ଖାଲି ସେତିକି ନୁହେଁ, ସେ ଜାଣିଶୁଣି ବିପଦ ଠାରୁ ଦୂରେଇ ଯାଉଥିବା ଦେଖିବାକୁ ମିଳିଛି। ଏପରି ଏକ ଭିଡିଓକୁ  ଭାରତୀୟ ଫରେଷ୍ଟ ସର୍ଭିସ (ଆଇଏଫଏସ)ର ଅଧିକାରୀ ସୁଶାନ୍ତ ନନ୍ଦ ଟ୍ୱିଟରରେଶେୟାର କରିଛନ୍ତି। ସେ ଏହାର କ୍ୟାପସନରେ ଲେଖିଛନ୍ତି ଯେ ବାଘ ଅଜଗରକୁ ଯିବାପାଇଁ ବାଟ ଛାଡ଼ିଛି।

ଭିଡିଓଟିରେ ବାଘଟି ବାଟରେ ଯାଉଥିବା ସମୟରେ ଗୋଟିଏ ଅଜଗର ସେ ବାଟକୁ ଅତିକ୍ରମ କରୁଥିଲା। ବାଘଟି ଜାଣିଶୁଣି ତା ସହିତ ଲାଗିନଥିଲା। କେବଳ ଅଜଗର କେତେବେଳେ ବାଟ ଅତିକ୍ରମ କରିବ, ସେଥିପାଇଁ ବାଘଟି ତା ଚାରିପାଖରେ ଘୁରି ବୁଲିଥିଲା।

ଆହୁରି ପଢ଼ନ୍ତୁ

ସୁପର କିଙ୍ଗସ୍ ବିପକ୍ଷ ମ୍ୟାଚ୍ ଖେଳିବେନି ବଟଲର୍

ବିଗତ ଚାରି ବର୍ଷରେ କେତେ ଜଣଙ୍କୁ ଭାରତର ନାଗରିକତ୍ୱ ଦିଆଯାଇଛି?

ଦେହଜୀବୀଙ୍କୁ ସହଯୋଗ କରିବା ପାଇଁ ରାଜ୍ୟକୁ ପରାମର୍ଶ ଦେଲେ ସୁପ୍ରିମକୋର୍ଟ

ନୌସେନାର ହେଲିକପ୍ଟର ବିଭାଗରେ ଦୁଇ ମହିଳା ଅଧିକାରୀ ସାମିଲ୍

ତବଲିଗି ଜମାତ ପାଇଁ କରୋନା ସଂକ୍ରମଣ ବ୍ୟାପିଛି: ଗୃହ ମନ୍ତ୍ରାଳୟ

ଆଜି ଚ୍ୟାଲେଞ୍ଜର୍ସ ସହ ରାଇଜର୍ସ ଟକ୍କର

ମୁମ୍ୱାଇ ଏନସିବି ବିଲ୍ଡିଂରେ ଅଗ୍ନିକାଣ୍ଡ

ଡ୍ରଗ୍ସ ଲିଙ୍କ୍: ଏନସିବି ରାଡାରରେ ଆଉ ଜଣେ ବଲିଉଡ ଅଭିନେତ୍ରୀ

ଲାଲୁ ଜେଲରେ ଥାଇ ପ୍ରତିଦିନ ଫୋନରେ କଥା ହେଉଛନ୍ତି: ଆରଜେଡି ନେତା

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ତାଜମହଲ

ସୁପର୍‌ ଓଭରରେ ବାଜି ମାରିନେଲା ଦିଲ୍ଲୀ କ୍ୟାପିଟାଲ୍ସ

ଆଜିଠୁ ଏହି ସବୁ ରାଜ୍ୟରେ ଖୋଲିବ ସ୍କୁଲ; ନିଜ ଇଚ୍ଛାରେ ଆସିବେ ପିଲା