ତିହାର ଜେଲ୍‌ରେ କଏଦୀଙ୍କୁ ପଢା ହେଲା ମହାଭାରତ ପାଠ

ନୂଆଦିଲ୍ଲୀ: ପବିତ୍ର ଭାରତୀୟ ଧର୍ମଗ୍ରନ୍ଥ ମହାଭାରତ ଉର୍ଦ୍ଦୁରେ ପାଠ କରାଯାଇଛି। ହିନ୍ଦୁ-ମୁସିଲିମ୍‌ ଭାଇଚାର ଦେଶରେ ସବୁ ସମ୍ପ୍ରଦାୟ ମଧ୍ୟରେ ଏକତା ରଖିବା ଦିଗରେ ଏହା ଏକ ଭଲ ପଦକ୍ଷେପ ବୋଲି ଚର୍ଚ୍ଚା ହେଉଛି। ନିକଟରେ ତିହାର ଜେଲ୍‌ କର୍ତ୍ତୃପକ୍ଷ ଏଭଳି ମହାଭାରତ ପାଠୋତ୍ସବର ଆୟୋଜନ କରିଥିଲେ। ମେହମୁଦ୍‌ ଫାରୁକିଙ୍କ ଦ୍ୱାରା ଆୟୋଜିତ “ଦାସ୍ତାନେ କରନ୍‌” ଉତ୍ସବ ଅବସରରେ କଏଦୀମାନଙ୍କୁ ଉର୍ଦ୍ଦୁରେ ମହାଭାରତ ପଠନ କରି ଶୁଣାଯାଇଛି। ସେମାନଙ୍କ ମନ ପରିବର୍ତ୍ତନ ଦିଗରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା […]

mahabharat

mahabharat

Rakesh Mallick
  • Published: Wednesday, 14 March 2018
  • Updated: 14 March 2018, 08:17 AM IST

Sports

Latest News

ନୂଆଦିଲ୍ଲୀ: ପବିତ୍ର ଭାରତୀୟ ଧର୍ମଗ୍ରନ୍ଥ ମହାଭାରତ ଉର୍ଦ୍ଦୁରେ ପାଠ କରାଯାଇଛି। ହିନ୍ଦୁ-ମୁସିଲିମ୍‌ ଭାଇଚାର ଦେଶରେ ସବୁ ସମ୍ପ୍ରଦାୟ ମଧ୍ୟରେ ଏକତା ରଖିବା ଦିଗରେ ଏହା ଏକ ଭଲ ପଦକ୍ଷେପ ବୋଲି ଚର୍ଚ୍ଚା ହେଉଛି। ନିକଟରେ ତିହାର ଜେଲ୍‌ କର୍ତ୍ତୃପକ୍ଷ ଏଭଳି ମହାଭାରତ ପାଠୋତ୍ସବର ଆୟୋଜନ କରିଥିଲେ। ମେହମୁଦ୍‌ ଫାରୁକିଙ୍କ ଦ୍ୱାରା ଆୟୋଜିତ “ଦାସ୍ତାନେ କରନ୍‌” ଉତ୍ସବ ଅବସରରେ କଏଦୀମାନଙ୍କୁ ଉର୍ଦ୍ଦୁରେ ମହାଭାରତ ପଠନ କରି ଶୁଣାଯାଇଛି। ସେମାନଙ୍କ ମନ ପରିବର୍ତ୍ତନ ଦିଗରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ବୋଲି କୁହାଯାଇଛି।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ କହିଥିଲେ ଯେ, ଏହି ଜେଲ୍‌ରେ ଦଣ୍ଡ ଭୋଗୁଥିବା କଏଦୀମାନଙ୍କ ଭବିଷ୍ୟତ ଯେପରି ଶୃଙ୍ଖଳିତ ହେବ ଓ ସେମାନେ ଏକ ଭଲ ଜୀବନ ଅତିବାହିତ କରିବେ ସେଥିପାଇଁ ଗୁରୁତ୍ୱ ଦିଆଯାଉଛି। ଆଧ୍ୟାତ୍ମିକତା ହିଁ ଗୋଟିଏ ମାର୍ଗ ଯାହା ସେମାନଙ୍କୁ ଉଚିତ୍‌ ବାଟରେ ନେଇପାରିବ। ସେଥିପାଇଁ ସେମାନେ ବୁଝିପାରିଲା ଭଳି କାର୍ଯ୍ୟକ୍ରମ ସବୁ ଆୟୋଜନ କରାଯାଉଛି। ସଂସ୍କୃତରେ ରଚିତ ମହାଭାରତକୁ ସରଳ କରି ସେମାନଙ୍କୁ ଏହାର ଭାବ ବୁଝାଇବାକୁ ଉର୍ଦ୍ଦୁରେ ଏହାର ଅନୁବାଦ କରି ଶୁଣାଯାଇଛି ବୋଲି କହିଛନ୍ତି ଡିଜି (ପ୍ରିଜିନର) ଅଜୟ କଷ୍ୟପ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story