ତିହାର ଜେଲ୍‌ରେ ନିର୍ଭୟା ଗଣବଳାତ୍କାର ଅଭିଯୁକ୍ତ ବିନୟଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ନିର୍ଭୟା ଗଣବଳାତ୍କାର ମାମଲାର ଅଭିଯୁକ୍ତ ବିନୟ ଶର୍ମା ତିହାର୍‌ ଜେଲ୍‌ରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି।  ବିନୟ ପ୍ରଥମେ କିଛି ଔଷଧ ଖାଇବା ପରେ ଗଳାରେ ଗାମୁଚ୍ଛା ବାନ୍ଧି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବିନୟଙ୍କୁ ଗୁରୁତର ଅବସ୍ଥାରେ ଦୀନ ଦୟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ତିହାର୍‌ ଜେଲ୍‌ର ୮-ନମ୍ୱର ସେଲ୍‌ରେ ରହୁଛନ୍ତି। ସୂଚନାଯୋଗ୍ୟ, ୧୬ ଡିସେମ୍ୱର ୨୦୧୨ରେ ଦେଶରେ ଚହଳ ପକାଇଥିବା ଏହି ଗଣ ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ରାମ ସିଂହ ତିହାର୍‌ […]

tihar

tihar

Rakesh Mallick
  • Published: Thursday, 25 August 2016
  • Updated: 25 August 2016, 04:25 PM IST

Sports

Latest News

ନୂଆଦିଲ୍ଲୀ: ନିର୍ଭୟା ଗଣବଳାତ୍କାର ମାମଲାର ଅଭିଯୁକ୍ତ ବିନୟ ଶର୍ମା ତିହାର୍‌ ଜେଲ୍‌ରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି।  ବିନୟ ପ୍ରଥମେ କିଛି ଔଷଧ ଖାଇବା ପରେ ଗଳାରେ ଗାମୁଚ୍ଛା ବାନ୍ଧି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବିନୟଙ୍କୁ ଗୁରୁତର ଅବସ୍ଥାରେ ଦୀନ ଦୟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ତିହାର୍‌ ଜେଲ୍‌ର ୮-ନମ୍ୱର ସେଲ୍‌ରେ ରହୁଛନ୍ତି।

ସୂଚନାଯୋଗ୍ୟ, ୧୬ ଡିସେମ୍ୱର ୨୦୧୨ରେ ଦେଶରେ ଚହଳ ପକାଇଥିବା ଏହି ଗଣ ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ରାମ ସିଂହ ତିହାର୍‌ ଜେଲ୍‌ରେ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ପରେ କଏଦୀଙ୍କ ସୁରକ୍ଷାକୁ ନେଇ ଜେଲ୍‌ ପ୍ରଶାସନର ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏବେ ପୁଣି ଥରେ ବିନୟଙ୍କ ଆତ୍ମହତ୍ୟା ଉଦ୍ୟମ ଜେଲ୍‌ ପ୍ରଶାସନର ସୁରକ୍ଷା ବ୍ୟବସ୍ଥାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

ଏହି ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ରାମ ସିଂହଙ୍କ ମୃତ୍ୟୁ ପରେ ଏହି ମାମଲାରେ ୫ ଜଣ ଅଭିଯୁକ୍ତ ଥିଲେ। ଏହି ୫ ଅଭିଯୁକ୍ତଙ୍କ ମଧ୍ୟରୁ  ଜଣେ ନାବାଳକକୁ ଛାଡ଼ିଦେଲେ ଆଉ ଚାରି ଜଣ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା।  ଆଇନ ଅନୁସାରେ ନାବାଳକକୁ ୩ ବର୍ଷ ବାଳ ସୁଧାର ଗୃହରେ ରଖା ଯାଇଥିଲା। ଏହାପରେ ଗତ ବର୍ଷ ଡିସେମ୍ୱରରେ  ତାକୁ ଛଡ଼ା ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story