ପୁଣି ଜଣେ ବିଧାୟକ ମମତାଙ୍କ ହାତ ଛାଡ଼ିଲେ, ୪ରେ ପହଞ୍ଚିଲା ସଂଖ୍ୟା

କୋଲକାତା: ଜଣଙ୍କ ପରେ ଜଣେ ବିଧାୟକ ମମତା ବାନାର୍ଜୀଙ୍କ ଟିଏମସିରୁ ଇସ୍ତଫା ଦେବାରେ ଲାଗିଛନ୍ତି। ପୂର୍ବରୁ ୩ ଜଣ ବିଧାୟକ ଟିଏମସିରୁ ଇସ୍ତଫା ଦେଇଥିବା ବେଳେ ଏବେ ଆଉ ଜଣେ ବିଧାୟକ ସମାନ ପଦକ୍ଷେପ ନେଇଛନ୍ତି। ଉତ୍ତର କାନ୍ତିର ବିଧାୟକ ବନସାରୀ ମୈତି ଆଜି ଟିଏମସର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳର ସୁପ୍ରିମୋ ମମତା ବାନାର୍ଜୀଙ୍କ ପାଖକୁ ପଠାଇ ଦେଇଛନ୍ତି। ଏହାପୂର୍ବରୁ ଆଜି ଆଜି ସକାଳେ ବିଧାୟକ […]

fs

fs

Hemant Lenka
  • Published: Friday, 18 December 2020
  • Updated: 18 December 2020, 10:11 PM IST

Sports

Latest News

କୋଲକାତା: ଜଣଙ୍କ ପରେ ଜଣେ ବିଧାୟକ ମମତା ବାନାର୍ଜୀଙ୍କ ଟିଏମସିରୁ ଇସ୍ତଫା ଦେବାରେ ଲାଗିଛନ୍ତି। ପୂର୍ବରୁ ୩ ଜଣ ବିଧାୟକ ଟିଏମସିରୁ ଇସ୍ତଫା ଦେଇଥିବା ବେଳେ ଏବେ ଆଉ ଜଣେ ବିଧାୟକ ସମାନ ପଦକ୍ଷେପ ନେଇଛନ୍ତି। ଉତ୍ତର କାନ୍ତିର ବିଧାୟକ ବନସାରୀ ମୈତି ଆଜି ଟିଏମସର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳର ସୁପ୍ରିମୋ ମମତା ବାନାର୍ଜୀଙ୍କ ପାଖକୁ ପଠାଇ ଦେଇଛନ୍ତି।

ଏହାପୂର୍ବରୁ ଆଜି ଆଜି ସକାଳେ ବିଧାୟକ ଶିଲଭଦ୍ରା ଦତ୍ତ ଟିଏମସରୁ ଇସ୍ତଫା ଦେଇଥିଲେ। ଏହାର କିଛି ଘଣ୍ଟା ପରେ ଦଳର ସଂଖ୍ୟାଲଘୁ ସେଲ୍‌ର ନେତା କବିରଉଲ ଇସଲାମ ଦଳକୁ ବାଏବାଏ କହିଥିଲେ। ସନ୍ଧ୍ୟାରେ ବନସାରୀ ଦଳ ଛାଡ଼ିଛନ୍ତି। ସେହିପରି ଗତକାଲି ବିଧାୟକ ଶୁଭେନ୍ଦୁ ଅଧିକାରୀ ଓ ଜିତେନ୍ଦ୍ର ତିୱାରୀ ଟିଏମସି ସହ ସବୁ ସମ୍ପର୍କଚ୍ଛିନ୍ନ କରିଥିଲେ।

ଖାଲି ସେତିକି ନୁହେଁ, ଦୀପତାଂଶୁ ଚୌଧୁରୀ ମଧ୍ୟ ଦକ୍ଷିଣ ବେଙ୍ଗଲ ରାଜ୍ୟ ପରିବହନ କର୍ପୋରେସନ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଛନ୍ତି। ତୃଣମୂଳ ସ୍ତରରେ ମଧ୍ୟ ଅନେକ ନେତା ଟିଏମସିର ହାତ ଛାଡ଼ିବା ଆରମ୍ଭ କରିଛନ୍ତି।

କୁହାଯାଉଛି, ଟିଏମସି ଛାଡ଼ିଥିବା ନେତା ଓ ବିଧାୟକମାନେ ବିଜେପିରେ ସାମିଲ ହେବେ। ଆସନ୍ତାକାଲି ଅମିତ ଶାହ ପଶ୍ଚିମବଙ୍ଗ ଗସ୍ତରେ ଆସୁଛନ୍ତି। ଏହି ସମୟରେ ଟିଏମସିର ବିଦ୍ରୋହୀ ନେତାମାନେ ବିଜେପିରେ ସାମିଲ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story