ମମତାଙ୍କ ପାଇଁ ପଶ୍ଚିମବଙ୍ଗର ୫ ବରିଷ୍ଠ ଅଧିକାରୀ ଦଣ୍ଡପାଇବେ!

ନୂଆଦିଲ୍ଲୀ: ସିବିଆଇ ଓ କେନ୍ଦ୍ର ବିରୋଧରେ ଯୁଦ୍ଧ ଘୋଷଣା କରି ଧାରଣା କରୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଏବେ ରାଜ୍ୟର ୫ ବରିଷ୍ଠ ଅଧିକାରୀଙ୍କୁ ଦଣ୍ଡମଳିବ। କେନ୍ଦ୍ର ସରକାର ଏହି ୫ ବରିଷ୍ଠ ଅଧିକାରୀ ମମତାଙ୍କ ଧାରଣାରେ ସାମିଲ ହୋଇଥିବାରୁ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିନ୍ତା କରୁଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ଡିଜିପି ବୀରେନ୍ଦ୍ର କୁମାର ମଧ୍ୟ ରହିଛନ୍ତି। କାର୍ଯ୍ୟାନୁଷ୍ଠାନ ସ୍ୱରୂପ କେନ୍ଦ୍ର ସରକାର ଏହି ୫ ଅଧିକାରୀଙ୍କୁ ମିଳିଥିବା […]

g

g

Hemant Lenka
  • Published: Thursday, 07 February 2019
  • Updated: 07 February 2019, 06:24 PM IST

Sports

Latest News

ନୂଆଦିଲ୍ଲୀ: ସିବିଆଇ ଓ କେନ୍ଦ୍ର ବିରୋଧରେ ଯୁଦ୍ଧ ଘୋଷଣା କରି ଧାରଣା କରୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଏବେ ରାଜ୍ୟର ୫ ବରିଷ୍ଠ ଅଧିକାରୀଙ୍କୁ ଦଣ୍ଡମଳିବ। କେନ୍ଦ୍ର ସରକାର ଏହି ୫ ବରିଷ୍ଠ ଅଧିକାରୀ ମମତାଙ୍କ ଧାରଣାରେ ସାମିଲ ହୋଇଥିବାରୁ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିନ୍ତା କରୁଥିବା ଜଣାପଡ଼ିଛି।

ଏମାନଙ୍କ ମଧ୍ୟରେ ଡିଜିପି ବୀରେନ୍ଦ୍ର କୁମାର ମଧ୍ୟ ରହିଛନ୍ତି। କାର୍ଯ୍ୟାନୁଷ୍ଠାନ ସ୍ୱରୂପ କେନ୍ଦ୍ର ସରକାର ଏହି ୫ ଅଧିକାରୀଙ୍କୁ ମିଳିଥିବା ସମ୍ମାନ ପ୍ରତ୍ୟାହାର କରିବେ ଏବଂ ବରିଷ୍ଠତା ତାଲିକାରୁ ଏମାନଙ୍କୁ ବାଦ ଦେବେ।

ଏଭଳି ସମାନ କାର୍ଯ୍ୟାନୁଷ୍ଠାନ କୋଲକାତା ପୁଲିସ୍‌ କମିଶନର ରାଜୀବ କୁମାରଙ୍କ ବିରୋଧରେ ମଧ୍ୟ ଗ୍ରହଣ କରିବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିଲେ। ମମତା ବାନାର୍ଜୀଙ୍କ ଧାରଣା ଦେବା ସମୟରେ ରାଜୀବ କୁମାର, ବୀରେନ୍ଦ୍ର କୁମାର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହାକୁ ସମର୍ଥନ କରିଥିଲେ। ଏପରି କି ଏମାନେ ମଧ୍ୟ ଧାରଣାରେ ବସିଥିଲେ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, “ଖାକି ବର୍ଦ୍ଦିରେ ଥିବା କାର୍ଯ୍ୟରତ ଅଫିସରମାନେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କୋଲକାତାରେ ଫେବୃଆରୀ ୪ରେ ଦେଇଥିବା ଧାରଣାରେ ବସିଥିଲେ।

ଏହି ଧାରଣାରେ ବୀରେନ୍ଦ୍ର କୁମାର, ଏଡଜି(ସୁରକ୍ଷା) ବିନୀତ କୁମାର ଗୋୟଲ, ଏଡିଜି (ଆଇନ୍‌ ଶୃଙ୍ଖଳା) ଅନୁଜ ଶର୍ମା, କମିଶନର ଅଫ୍‌ ପୁଲିସ୍‌(ବିଧାନ ନଗର) ଜ୍ଞାନୱନ୍ତ ସିଂହ ଓ ଆଡିସନାଲ କମିଶନର ଅଫ୍‌ କୋଲକାତା ପୁଲିସ୍‌ ସୁପ୍ରତିମ ସରକାର ବସିଥିଲେ। ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସମ୍ଭାବନା ରହିଛି।

ଅଧିକାରୀମାନେ ଅଲଇଣ୍ଡିଆ ସର୍ଭିସ ରୁଲକୁ ଉଲ୍ଲଙ୍ଘନ କରିଥିବାରୁ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story