ସୁପ୍ରିମକୋର୍ଟଙ୍କ ‘ତାଣ୍ଡବ’ ଝଟକା

ନୂଆଦିଲ୍ଲୀ: ଆମାଜନ ପ୍ରାଇମରେ ରିଲିଜ ହୋଇଥିବା ୱେବ ସିରିଜ୍‌ ‘ତାଣ୍ଡବ’କୁ ସୁପ୍ରିମକୋର୍ଟ ଝଟକା ଲାଗିଛି। ଏହି ୱେବ ସିରିଜ୍‌ରେ ହିନ୍ଦୁ ଦେବତାଙ୍କୁ ଜାଣିଶୁଣି ଅପମାନିତ କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ତାଣ୍ଡବ ଟିମ୍‌ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି। ଏହି କାରଣରୁ ତାଣ୍ଡବ ଫିଲ୍ମକୁ ତିଆରି କରିଥିବା ସଦସ୍ୟ ଓ ଜଣେ ଅଭିନେତା ଗିରଫ ଭୟରେ ସୁପ୍ରିମକୋର୍ଟରେ ଆଶ୍ୱସ୍ତ ପାଇଁ ନିବେଦନ କରିଥିଲେ। ତେବେ ସୁପ୍ରିମକୋର୍ଟ ସେମାନଙ୍କୁ କୌଣସି ପ୍ରକାରର ସୁରକ୍ଷା ଯୋଗାଇ ଦେବାକୁ ମନା […]

x

x

Hemant Lenka
  • Published: Wednesday, 27 January 2021
  • Updated: 27 January 2021, 04:43 PM IST

Sports

Latest News

ନୂଆଦିଲ୍ଲୀ: ଆମାଜନ ପ୍ରାଇମରେ ରିଲିଜ ହୋଇଥିବା ୱେବ ସିରିଜ୍‌ ‘ତାଣ୍ଡବ’କୁ ସୁପ୍ରିମକୋର୍ଟ ଝଟକା ଲାଗିଛି। ଏହି ୱେବ ସିରିଜ୍‌ରେ ହିନ୍ଦୁ ଦେବତାଙ୍କୁ ଜାଣିଶୁଣି ଅପମାନିତ କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ତାଣ୍ଡବ ଟିମ୍‌ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି। ଏହି କାରଣରୁ ତାଣ୍ଡବ ଫିଲ୍ମକୁ ତିଆରି କରିଥିବା ସଦସ୍ୟ ଓ ଜଣେ ଅଭିନେତା ଗିରଫ ଭୟରେ ସୁପ୍ରିମକୋର୍ଟରେ ଆଶ୍ୱସ୍ତ ପାଇଁ ନିବେଦନ କରିଥିଲେ।

ତେବେ ସୁପ୍ରିମକୋର୍ଟ ସେମାନଙ୍କୁ କୌଣସି ପ୍ରକାରର ସୁରକ୍ଷା ଯୋଗାଇ ଦେବାକୁ ମନା କରିଦେଇଛନ୍ତି। ଫଳରେ ତାଣ୍ଡବ ମେକର୍ସ ଓ ଅଭିନେତାଙ୍କ ପ୍ରତି ଗିରଫର ଭୟ ସୃଷ୍ଟି ହୋଇଛି। ତାଣ୍ଡବ ୱେବ ସିରିଜ୍‌ରେ ଉତ୍ତର ପ୍ରଦେଶ ପୁଲିସ୍‌କୁ ମଧ୍ୟ ନୂନ୍ୟ କରି ଦେଖା ଯାଇଥିବା ଅଭିଯୋଗ ହୋଇଛି। ଏହି କାରଣରୁ ଉତ୍ତର ପ୍ରଦେଶ ସମେତ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ କର୍ଣ୍ଣାଟକାରେ ବି ମାମଲା ରୁଜୁ କରାଯାଇଛି। ମହାରାଷ୍ଟ୍ରର ଶିବସେନା ସରକାର ଘଟଣାର ତଦନ୍ତ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛି।

ଉତ୍ତର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଟ୍ୱିଟ କରି କହିଛନ୍ତି, ୱେବ ସିରିଜ୍‌ର ପ୍ରଯୋଜକ, ନିର୍ଦ୍ଦେଶକ ଓ କଳାକାରମାନେ ସାମାଜିକ ମୂଲ୍ୟବୋଧ, ଏକତା ଓ ହିନ୍ଦୁ ଲୋକଙ୍କ ଧର୍ମୀୟକୁ ଆଘାତ ଦେବା ଭଳି ଅପରାଧ କରିଛନ୍ତି। ତେଣୁ ସେମାନଙ୍କ ବିରୋଧରେ ସମସ୍ତ ପ୍ରକାରର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବିବାଦ ବଢ଼ିବାରୁ ତାଣ୍ଡବ ପକ୍ଷରୁ କ୍ଷମା ମଗାଯାଇଥିଲା। ତଥାପି ଗିରଫଦାରୀର ଭୟ ହଟି ନଥିଲା। ଗିରଫଦାରୀରୁ ବର୍ତ୍ତିବା ପାଇଁ ଅଭିନେତା ଜୀଶାନ ଆୟୁବ, ଆମାଜନର କ୍ରିଏଟିଭ ହେଡ ଅପର୍ଣ୍ଣା ପୁରୋହିତ ଓ ସିରିଜ୍‌ର ନିର୍ମାତା ହିମାଂଶୁ କିଶନ ମେହର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ କୋର୍ଟ କୌଣସି ପ୍ରକାରର ଆଶ୍ୱସ୍ତି ପ୍ରଦାନ କରିବାକୁ ମନା କରିଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story