ହିଂସାକାଣ୍ଡ ପରେ ସ୍ୱାଭାବିକ ହେଲା ରାଜଧାନୀ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଅଶାନ୍ତ ହୋଇ ପଡ଼ିଥିବା ଜାତୀୟ ରାଜଧାନୀ ଦିଲ୍ଲୀ ସନ୍ଧ୍ୟାରେ ସ୍ୱାଭାବିକ ହୋଇଛି। କୃଷି ଆଇନକୁ ବିରୋଧ କରି ଚାଷୀମାନେ ଟ୍ରାକ୍ଟର ରାଲି କରୁଥିବା ବେଳେ ପୁଲିସ୍‌ ସହ ସାଂଘାତିକ ସଂଘର୍ଷ ଘଟିଥିଲା। ଆନ୍ଦୋଳନକାରୀ ଚାଷୀ ଲାଲକିଲ୍ଲାରେ ପ୍ରବେଶ କରି ସେଠାରେ ନିଜର ଶିଖ ପତାକା ମଧ୍ୟ ଉଡ଼ାଇଥିଲେ। ଏହାକୁ ନେଇ ଦିଲ୍ଲୀ ପୂରା ଅଶାନ୍ତ ହୋଇପଡ଼ିଥିଲା। ସୁରକ୍ଷା ଦୃଷ୍ଟିରୁ ଟ୍ରାଫିକ ଠାରୁ ଆରମ୍ଭ କରି ମେଟ୍ରୋ ସେବାକୁ ବନ୍ଦ କରାରଯାଇଥିଲା। ହେଲେ ସନ୍ଧ୍ୟାରେ […]

e

e

Hemant Lenka
  • Published: Tuesday, 26 January 2021
  • Updated: 26 January 2021, 09:28 PM IST

Sports

Latest News

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଅଶାନ୍ତ ହୋଇ ପଡ଼ିଥିବା ଜାତୀୟ ରାଜଧାନୀ ଦିଲ୍ଲୀ ସନ୍ଧ୍ୟାରେ ସ୍ୱାଭାବିକ ହୋଇଛି। କୃଷି ଆଇନକୁ ବିରୋଧ କରି ଚାଷୀମାନେ ଟ୍ରାକ୍ଟର ରାଲି କରୁଥିବା ବେଳେ ପୁଲିସ୍‌ ସହ ସାଂଘାତିକ ସଂଘର୍ଷ ଘଟିଥିଲା। ଆନ୍ଦୋଳନକାରୀ ଚାଷୀ ଲାଲକିଲ୍ଲାରେ ପ୍ରବେଶ କରି ସେଠାରେ ନିଜର ଶିଖ ପତାକା ମଧ୍ୟ ଉଡ଼ାଇଥିଲେ। ଏହାକୁ ନେଇ ଦିଲ୍ଲୀ ପୂରା ଅଶାନ୍ତ ହୋଇପଡ଼ିଥିଲା। ସୁରକ୍ଷା ଦୃଷ୍ଟିରୁ ଟ୍ରାଫିକ ଠାରୁ ଆରମ୍ଭ କରି ମେଟ୍ରୋ ସେବାକୁ ବନ୍ଦ କରାରଯାଇଥିଲା।

ହେଲେ ସନ୍ଧ୍ୟାରେ ପ୍ରଥମେ ସଂଯୁକ୍ତ କିଷାନ ମୋର୍ଚ୍ଚା ତତ୍କାଳ ଭାବେ ନିଜର ଟ୍ରାକ୍ଟର ରାଲିକୁ ପ୍ରତ୍ୟାହାର କରି ଚାଷୀଙ୍କୁ ଆନ୍ଦୋଳନ ସ୍ଥଳକୁ ଫେରିବାକୁ କହିଥିଲା। ଚାଷୀମାନେ ଆନ୍ଦୋଳନସ୍ଥଳକୁ ଫେରିବା ପରେ ସବୁ କିଛି ଧୀରେଧୀରେ ସ୍ୱାଭାବିକ ହୋଇଥିଲା। ଦିଲ୍ଲୀ ପୁଲିସ୍‌ ସନ୍ଧ୍ୟା ୮.୪୧ରେ ଟ୍ୱିଟ କରି ସବୁ କିଛି ଠିକ ହୋଇଯାଇଥିବା କହିଛି।

ଦିଲ୍ଲୀ ଟ୍ରାଫିକ ପୁଲିସ୍‌ ଟ୍ୱିଟ କରି କହିଛି ଯେ ପୀରଗଡ଼ ଚୌକ ଓ ପଞ୍ଜାବୀ ବାଗ ଚୌକରେ ଯାତାୟାତ ଆରମ୍ଭ ହୋଇଛି। ସେହିପରି ଏନଏଚ-୨୪ ଓ ଏନଏଚ ୯ ମଧ୍ୟ ସଂପୂର୍ଣ୍ଣ ଭାବେ ଖୋଲା ରହିଛି। ଦିଲ୍ଲୀ ଗେଟ, ଆଇଟିଓ ଜଙ୍କସନ, ଜାମା ମସଜିଦ, ରୋହିନ ସେକ୍ଟର ୧୮, ଆଜାଦପୁର ଓ ମଡେଲ ଟାଉନର ପ୍ରବେଶ ଏବଂ ପ୍ରସ୍ଥାନ ସ୍ୱାଭାବିକ ହୋଇଯାଇଛି।

ଆଜି ଆଇଟିଓ ଜଙ୍କସନରେ ହିଁ ପୁଲିସ ଓ କିଛି ଚାଷୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଉଭୟ ପକ୍ଷର ସଦସ୍ୟ ଆହତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story