ରାବଣପୋଡ଼ି ବେଳେ ଟ୍ରେନ୍ ମାଡ଼ି ଯିବା ଘଟଣା: ଅଟକ ଡ୍ରାଇଭର କହିଲେ ଏମିତି କଥା

ଅମୃତସର: ରାବଣପୋଡ଼ି ବେଳେ ଗତକାଲି ସନ୍ଧ୍ୟାରେ ଟ୍ରେନ୍ ମାଡ଼ି ଯିବାରୁ ପଞ୍ଜାବର ଜୋରା ରେଲୱେ ଫାଟକ ନିକଟରେ ଥିବା ଧୋବିଘାଟ ଅଞ୍ଚଳରେ ୬୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଆହୁରି ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଘଟଣାରେ ପଞ୍ଜାବ ଓ ରେଳବାଇ ପୁଲିସ୍ ଟ୍ରେନ୍ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି। ଲୁଧିଆନା ରେଲୱେ ଷ୍ଟେସନ୍‌ରେ ତାଙ୍କୁ ପଚରାଉଚରା କରାଯାଉଛି। ପଚରାଉଚରା ବେଳେ ଟ୍ରେନ୍ ଡ୍ରାଇଭର କହିଛନ୍ତି ଯେ ଟ୍ରେନ୍‌କୁ ଆଗକୁ ନେବାକୁ ତାଙ୍କୁ […]

train

train

Jitendra Garnayak
  • Published: Saturday, 20 October 2018
  • Updated: 20 October 2018, 11:55 AM IST

Sports

Latest News

ଅମୃତସର: ରାବଣପୋଡ଼ି ବେଳେ ଗତକାଲି ସନ୍ଧ୍ୟାରେ ଟ୍ରେନ୍ ମାଡ଼ି ଯିବାରୁ ପଞ୍ଜାବର ଜୋରା ରେଲୱେ ଫାଟକ ନିକଟରେ ଥିବା ଧୋବିଘାଟ ଅଞ୍ଚଳରେ ୬୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଆହୁରି ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଘଟଣାରେ ପଞ୍ଜାବ ଓ ରେଳବାଇ ପୁଲିସ୍ ଟ୍ରେନ୍ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି। ଲୁଧିଆନା ରେଲୱେ ଷ୍ଟେସନ୍‌ରେ ତାଙ୍କୁ ପଚରାଉଚରା କରାଯାଉଛି।

ପଚରାଉଚରା ବେଳେ ଟ୍ରେନ୍ ଡ୍ରାଇଭର କହିଛନ୍ତି ଯେ ଟ୍ରେନ୍‌କୁ ଆଗକୁ ନେବାକୁ ତାଙ୍କୁ ସିଗ୍‌ନାଲ୍ ମିଳିଥିଲା। ଟ୍ରାକ୍‌ରେ ଶହ ଶହ ଲୋକ ଛିଡ଼ା ହୋଇଥିବା କଥା ତାଙ୍କୁ ଜଣା ନ ଥିଲା।

ପୁଲିସ୍ କହିଛି, ଯେଉଁ ଲୋକମାନେ ରେଳ ଧାରଣା ପାଖରେ ରାବଣପୋଡ଼ିର ଆୟୋଜନ କରିଥିଲେ ସେମାନଙ୍କ ପତ୍ତା ମିଳୁନି।

ରେଳବାଇ ଅଧିକାରୀମାନେ ଜୋରା ଫାଟକ ନିକଟରେ ମୁତୟନ ହୋଇଥିବା ଲାଇନ୍‌ମ୍ୟାନ୍‌ ମାନଙ୍କ ସହ କଥା ହେଉଛନ୍ତି। ରେଳ ଧାରଣା ଉପରେ ଶହ ଶହ ଲୋକେ ଛିଡ଼ା ହୋଇଥିବା ନେଇ ସେମାନେ ଟ୍ରେନ୍ ଡ୍ରାଇଭରଙ୍କୁ ଜଣାଇ ନଥିବା ଅଭିଯୋଗ ହୋଇଛି।

ରାବଣପୋଡ଼ି ସମୟରେ ଜୋରରେ ବାଣ ଫୁଟୁଥିବା ଯୋଗୁଁ ରେଳ ଧାରଣା ଉପରେ ଛିଡ଼ା ହୋଇଥିବା ଲୋକେ ଟ୍ରେନ୍ ଆସୁଛି ବୋଲି ଜାଣିପାରିଲେ ନାହିଁ। ଅନେକ ଲୋକ ସେତେବେଳେ ମୋବାଇଲ୍ ଫୋନ୍‌ରେ ଫଟୋ ଉଠାଇବାରେ ମଧ୍ୟ ବ୍ୟସ୍ତ ଥିଲେ। ଆଉ ମାତ୍ର କେଇ ସେକେଣ୍ଡ ମଧ୍ୟରେ ଚାଲିଗଲା ୬୦ ଜୀବନ।

ପଞ୍ଜାବ ଓ ନୂଆଦିଲ୍ଲୀର ରେଳବାଇ ଅଧିକାରୀମାନେ କହିଛନ୍ତି ଯେ ଜୋରା ଫାଟକ ନିକଟରେ ରେଳ ଧାରଣା ପାଖରେ ରାବଣପୋଡ଼ି ହେବା ନେଇ ସେମାନଙ୍କୁ ସୂଚିତ କରାଯାଇ ନ ଥିଲା। ତା’ସହିତ ପୁଲିସ୍ ବି ଲୋକଙ୍କୁ ବାରଣ କରି ନଥିଲା ବୋଲି ସେମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story