ଡ୍ୟୁଟି ସରିଯିବାରୁ ଟ୍ରେନ୍‌କୁ ଅଧାବାଟରେ ଛାଡ଼ି ଘରକୁ ଚାଲିଗଲେ ଚାଳକ

ଲକ୍ଷ୍ନୌ: ବିମାନ ଚାଳନା ଏକ ଦାୟିତ୍ୱପୂର୍ଣ୍ଣ କାମ। କାରଣ ଟିକେବି ଅସାବଧାନତା ପାଇଁ ଦୁର୍ଘଟଣା ଘଟିପାରେ। ସେଥିପାଇଁ ବିମାନ ଚାଳକମାନଙ୍କୁ ସବୁବେଳେ ସାବଧାନ ରହିବାକୁ ପଡିଥାଏ। ଟ୍ରେନ୍‌ ଚାଳକମାନଙ୍କ କ୍ଷେତ୍ରରେ କିନ୍ତୁ ଟିକେ ବେଶି ସବଧାନତାର ଆବଶ୍ୟକତା ରହିଥାଏ। କାରଣ ଟ୍ରାକରେ ରେଳଯିବାର ନିର୍ଦ୍ଦିଷ୍ଟ ସମୟ ଥାଏ ଓ ଗୋଟେ ଗାଡିରେ ଯଦି କିଛି ଅସୁବିଧା ହୁଏ ତେବେ ତା ପରେ ଥିବା ରେଳଗାଡିଟି ପ୍ରଭାବିତ ହୋଇଥାଏ। ତେଣୁ ଟ୍ରେନ୍‌ ଚାଳକମାନେ ସବୁବେଳେ ସାବଧାନ ରୁହନ୍ତି। କିନ୍ତୁ […]

maxresdefault

maxresdefault

Rakesh Mallick
  • Published: Friday, 16 March 2018
  • Updated: 16 March 2018, 03:27 PM IST

Sports

Latest News

ଲକ୍ଷ୍ନୌ: ବିମାନ ଚାଳନା ଏକ ଦାୟିତ୍ୱପୂର୍ଣ୍ଣ କାମ। କାରଣ ଟିକେବି ଅସାବଧାନତା ପାଇଁ ଦୁର୍ଘଟଣା ଘଟିପାରେ। ସେଥିପାଇଁ ବିମାନ ଚାଳକମାନଙ୍କୁ ସବୁବେଳେ ସାବଧାନ ରହିବାକୁ ପଡିଥାଏ। ଟ୍ରେନ୍‌ ଚାଳକମାନଙ୍କ କ୍ଷେତ୍ରରେ କିନ୍ତୁ ଟିକେ ବେଶି ସବଧାନତାର ଆବଶ୍ୟକତା ରହିଥାଏ। କାରଣ ଟ୍ରାକରେ ରେଳଯିବାର ନିର୍ଦ୍ଦିଷ୍ଟ ସମୟ ଥାଏ ଓ ଗୋଟେ ଗାଡିରେ ଯଦି କିଛି ଅସୁବିଧା ହୁଏ ତେବେ ତା ପରେ ଥିବା ରେଳଗାଡିଟି ପ୍ରଭାବିତ ହୋଇଥାଏ। ତେଣୁ ଟ୍ରେନ୍‌ ଚାଳକମାନେ ସବୁବେଳେ ସାବଧାନ ରୁହନ୍ତି। କିନ୍ତୁ ନିକଟରେ ଏମିତି ଏକ ରେଳଚାଳକଙ୍କ ବିଷୟରେ ଖବର ମିଳିଛି ଯେ ଡ୍ୟୁଟିର ୧୨ଘଣ୍ଟା ପୂରା ହୋଇଗଲା ବୋଲି ରେଳକୁ ଟ୍ରାକ୍‌ ଉପରେ ରଖି ଘରକୁ ଚାଲିଗଲେ।

ଘଟଣାଟି ଘଟିଛି ଉତ୍ତରପ୍ରଦେଶର ଜଗତବେଲାରେ। ରବିବାର ସକାଳ ୭.୩୦ ରେ ଲକ୍ଷ୍ନୌରୁ ଆସୁଥିବା ମାଲ୍‌ବାହୀ ଟ୍ରେନ୍‌କୁ ଚାଳକ ଷ୍ଟେସନ୍‌ରେ ରଖି ଘରକୁ ପଳାଇଲେ। ତାଙ୍କର ଡ୍ୟୁଟି ଟାଇମ୍‌ ୧୨ଘଣ୍ଟା ସରିଯିବାରୁ ସେ କଣ୍ଟ୍ରୋଲ ରୁମ୍‌କୁ ସୂଚନା ଦେଇ ଟ୍ରେନ୍‌କୁ ଟ୍ରାକରେ ରଖି ଘରକୁ ଚାଲିଗଲେ।  ଟ୍ରେନ୍‌ଟି ଅଧାବାଟରେ ରହିଯିବାରୁ ଷ୍ଟେସନ୍‌ ମାଷ୍ଟର ରେଲୱେ ଅଧିକାରୀଙ୍କୁ ପରେ ସୂଚନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story