ଇସ୍ତଫା ଦେଲେ କଂଗ୍ରେସର ତ୍ରିପୁରା ମୁଖ୍ୟ

ନୂଆଦିଲ୍ଲୀ: ଉତ୍ତର ପୂର୍ବରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତ୍ରିପୁରା କଂଗ୍ରେସ ମୁଖ୍ୟ ପ୍ରଦ୍ୟେତ ଦେବ ବରମନ ଆଜି ନିଜ ପଦ ଓ ଦଳରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ତାଙ୍କୁ ଦୁର୍ନୀତି ଗ୍ରସ୍ତଙ୍କ ସହ ବୁଝାମଣା କରି କାର୍ଯ୍ୟ କରିବାକୁ କହୁଥିବାରୁ ସେ ଦଳ ଛାଡ଼ିଥିବା କହିଛନ୍ତି। ଆଜି ଟ୍ୱିଟ କରି ସେ କହିଛନ୍ତି, “ଆଜି ସକାଳୁ ଉଠିବା ପରେ ଭାରି ଆଶ୍ୱସ୍ତି ଲାଗୁଛି। ଆଜି ମୁଁ ଅପରାଧୀ ଓ ମିଛୁଆଙ୍କ କଥା ଶୁଣିବି ନାହିଁ। ମୋର […]

v

v

Hemant Lenka
  • Published: Tuesday, 24 September 2019
  • Updated: 24 September 2019, 05:06 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତର ପୂର୍ବରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତ୍ରିପୁରା କଂଗ୍ରେସ ମୁଖ୍ୟ ପ୍ରଦ୍ୟେତ ଦେବ ବରମନ ଆଜି ନିଜ ପଦ ଓ ଦଳରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ତାଙ୍କୁ ଦୁର୍ନୀତି ଗ୍ରସ୍ତଙ୍କ ସହ ବୁଝାମଣା କରି କାର୍ଯ୍ୟ କରିବାକୁ କହୁଥିବାରୁ ସେ ଦଳ ଛାଡ଼ିଥିବା କହିଛନ୍ତି।

ଆଜି ଟ୍ୱିଟ କରି ସେ କହିଛନ୍ତି, “ଆଜି ସକାଳୁ ଉଠିବା ପରେ ଭାରି ଆଶ୍ୱସ୍ତି ଲାଗୁଛି। ଆଜି ମୁଁ ଅପରାଧୀ ଓ ମିଛୁଆଙ୍କ କଥା ଶୁଣିବି ନାହିଁ। ମୋର କେଉଁ ସହଯୋଗୀ ମୋ ପଛରୁ ଛୁରା ମାରିବ, ସେ ଭୟ ମଧ୍ୟ ମୋର ଆଉ ନାହିଁ।

ସେହିପରି ଗ୍ରୁପ ଓ ଚୁଗୁଲି ଚାପଟ କରିବାକୁ ଆଉ କେହି ନାହାନ୍ତି। ଏବେ ଏକ ସ୍ୱଚ୍ଛ ମସ୍ତିଷ୍କରେ ମୁଁ ମୋ ରାଜ୍ୟ ପାଇଁ କାମ କରିପାରିବି।”

ଆଉ ଏକ ଟ୍ୱିଟରେ ସେ ହ୍ୟାଶଟାକ ରିଜାଇନ୍‌ ବା #Resigned ଲେଖିଛନ୍ତି। ଏଥିରେ ସେ କହିଛନ୍ତି, “ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ। ମୁଁ ସମସ୍ତଙ୍କ ଅନୁପସ୍ଥିତିକୁ ଅନୁଭବ କରିବି। ମୁଁ ସମସ୍ତଙ୍କୁ ଭଲ ପାଏ। ଆପଣ ମାନଙ୍କ ପାଇଁ ଯଦି କିଛି କରି ନଥିବି,ତା’ହେଲେ ସେଥିପାଇଁ ଦୁଃଖ ପ୍ରକାଶ କରୁଛି। କିନ୍ତୁ ମୁଁ ଭଲ କାମ କରିବାକୁ ଚେଷ୍ଟା କରିଥିଲି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story