ଆମେରିକାରେ ଆଉ ଗୋଟିଏ ଟିକାକୁ ମିଳିଲା ଅନୁମତି!

ୱାଶିଂଟନ: ଫାଇଜର ପରେ ମଡର୍ଣ୍ଣା ପ୍ରସ୍ତୁତ କରିଥିବା କରୋନା ଟିକାକୁ ଆମେରିକାରେ ବ୍ୟବହାର କରିବାକୁ ଅନୁମତି ମିଳିଛି। ମଡର୍ଣ୍ଣା ଟିକାକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି। ଟ୍ରମ୍ପ ଟ୍ୱିଟ କରି ମଡର୍ଣ୍ଣା ଟିକାକୁ ଅନୁମତି ମିଳିଥିବା କହିଥିଲେ ହେଁ ଆମେରିକାର ଫୁଡ ଆଣ୍ଡ ଡ୍ରଗ ଆଡମିନଷ୍ଟ୍ରେସନ ଏଯାଏ ଏ ସମ୍ପର୍କରେ କିଛି ବି ଘୋଷଣା କରିନାହିଁ। ଆମେରିକାରେ ଟିକାର ସମୀକ୍ଷା କରି ରିପୋର୍ଟ ଦେଉଥିବା ବିଶେଷଜ୍ଞ […]

rs

rs

Hemant Lenka
  • Published: Friday, 18 December 2020
  • Updated: 18 December 2020, 09:13 PM IST

Sports

Latest News

ୱାଶିଂଟନ: ଫାଇଜର ପରେ ମଡର୍ଣ୍ଣା ପ୍ରସ୍ତୁତ କରିଥିବା କରୋନା ଟିକାକୁ ଆମେରିକାରେ ବ୍ୟବହାର କରିବାକୁ ଅନୁମତି ମିଳିଛି। ମଡର୍ଣ୍ଣା ଟିକାକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି।

ଟ୍ରମ୍ପ ଟ୍ୱିଟ କରି ମଡର୍ଣ୍ଣା ଟିକାକୁ ଅନୁମତି ମିଳିଥିବା କହିଥିଲେ ହେଁ ଆମେରିକାର ଫୁଡ ଆଣ୍ଡ ଡ୍ରଗ ଆଡମିନଷ୍ଟ୍ରେସନ ଏଯାଏ ଏ ସମ୍ପର୍କରେ କିଛି ବି ଘୋଷଣା କରିନାହିଁ। ଆମେରିକାରେ ଟିକାର ସମୀକ୍ଷା କରି ରିପୋର୍ଟ ଦେଉଥିବା ବିଶେଷଜ୍ଞ କମିଟି ଗୁରୁବାର ମଡର୍ଣ୍ଣା ଟିକାର ବ୍ୟବହାର ପାଇଁ ଫୁଡ ଆଣ୍ଡ ଡ୍ରଗ ଆଡମିନଷ୍ଟ୍ରେସନକୁ ପ୍ରସ୍ତାବ ଦେଇଥିଲା।

କମିଟିରେ ଥିବା ୨୧ ଜଣ ସଦସ୍ୟଙ୍କ ମଧ୍ୟରୁ ୧୯ ଜଣ ଏହାକୁ ସମର୍ଥନ କରିଥିଲେ। ଜଣେ ସଦସ୍ୟ ଅନୁପସ୍ଥିତ ଥିଲେ। କୁହାଯାଉଛି ଯେ ଖୁବଶୀଘ୍ର ଫୁଡ ଆଣ୍ଡ ଡ୍ରଗ ଆଡମିନଷ୍ଟ୍ରେସନ ଖୁବଶୀଘ୍ର ମଡର୍ଣ୍ଣା ଟିକାକୁ ବ୍ୟବହାର ପାଇଁ ବିଧିବଦ୍ଧ ଅନୁମତି ଦେବ। ଏହାପୂର୍ବରୁ ହିଁ ଟ୍ରମ୍ପ ମଡର୍ଣ୍ଣା ଟିକା ଅନୁମତି ମିଳିଛି ଓ ଖୁବଶୀଘ୍ର ଏହାର ବଣ୍ଟନ ଆରମ୍ଭ ହେବ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story