ଭାରତୀୟ ଶିଳ୍ପପତିଙ୍କୁ ଭେଟିଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଦିଲ୍ଲୀରେ ଭାରତୀୟ କଂପାନୀର ସିଇଓମାନଙ୍କୁ ଭେଟିଛନ୍ତି। ଏହି ଅବସରରେ ପୁଣି ଥରେ ଆମେରିକା ରାଷ୍ଟ୍ରପତି ନିର୍ବାଚିତ ହେଲେ ସେୟାର ବଜାର ହଜାର ହଜାର ଗୁଣା ବଢ଼ିବ ବୋଲି ସେ ଦମ୍ଭୋକ୍ତି ବି କରିଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ଏହି କାର୍ଯ୍ୟକ୍ରମରେ ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀ, ଆନନ୍ଦ ମହିଦ୍ରା, ଟାଟା ସନସ୍ ଅଧ୍ୟକ୍ଷ ଏନ. ଚନ୍ଦ୍ରଶେଖରନ ଓ କୁମାରମଙ୍ଗଳନ ବିର୍ଲା ପ୍ରମୁଖ ଉପସ୍ଥିତ ଥିଲେ। ଭାରତୀୟ ଶିଳ୍ପପତିଙ୍କୁ ଟ୍ରମ୍ପ ଆମେରିକାରେ […]

f

f

Hemant Lenka
  • Published: Tuesday, 25 February 2020
  • Updated: 25 February 2020, 09:20 PM IST

Sports

Latest News

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଦିଲ୍ଲୀରେ ଭାରତୀୟ କଂପାନୀର ସିଇଓମାନଙ୍କୁ ଭେଟିଛନ୍ତି। ଏହି ଅବସରରେ ପୁଣି ଥରେ ଆମେରିକା ରାଷ୍ଟ୍ରପତି ନିର୍ବାଚିତ ହେଲେ ସେୟାର ବଜାର ହଜାର ହଜାର ଗୁଣା ବଢ଼ିବ ବୋଲି ସେ ଦମ୍ଭୋକ୍ତି ବି କରିଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ଏହି କାର୍ଯ୍ୟକ୍ରମରେ ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀ, ଆନନ୍ଦ ମହିଦ୍ରା, ଟାଟା ସନସ୍ ଅଧ୍ୟକ୍ଷ ଏନ. ଚନ୍ଦ୍ରଶେଖରନ ଓ କୁମାରମଙ୍ଗଳନ ବିର୍ଲା ପ୍ରମୁଖ ଉପସ୍ଥିତ ଥିଲେ।

ଭାରତୀୟ ଶିଳ୍ପପତିଙ୍କୁ ଟ୍ରମ୍ପ ଆମେରିକାରେ ପୁଞ୍ଜି ନିବେଶ ପାଇଁ ଆହ୍ୱାନ କରିଛନ୍ତି। ଏହାଦ୍ୱାରା ଆମେରିକା ଅର୍ଥନୀତି ଆହୁରି ସୁଦୃଢ଼ ହେବ ବୋଲି ଟ୍ରମ୍ପ ଆଶା ପୋଷଣ କରିଛନ୍ତି। ସେ କହିଛନ୍ତି, ମୁଁ ଜିତିଲେ ବ୍ୟବସାୟୀମାନେ ଲାଭ ପାଇବେ। ହେଲେ ମୁଁ ହାରିଗଲେ, ଅନେକ କ୍ଷତି ସହିବାକୁ ପଡ଼ିବ। କ୍ଷତି ଏତେ ହେବ ଯେ କେହି ବି ଆକଳନ କରିପାରିବେ ନାହିଁ। ଭବିଷ୍ୟତରେ ମଧ୍ୟଭିତ୍ତ ପରିବାର ଲୋକଙ୍କ ପାଇଁ ଟିକସ କାଟର ବ୍ୟବସ୍ଥା ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story