କରୋନା ନିୟମକୁ ଟ୍ରମ୍ପଙ୍କ ଫୁ’, ବିନା ମାସ୍କରେ ପ୍ରବଳ ଭିଡ଼ରେ କଲେ ନିର୍ବାଚନୀ ପ୍ରଚାର

ୱାଶିଂଟନ: କରୋନାକୁ ନେଇ ସାରା ଦେଶରେ କୋକୁଆ ଭୟ ଓ କଟକଣା ଲାଗୁ ହୋଇଥିଲେ ହେଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିନ୍ତୁ ଏହାକୁ ଫୁ’ କରି ଦେଇଛନ୍ତି। ଆସନ୍ତା ନଭେମ୍ବର ୩ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବ। ପୁଣିଥରେ ରାଷ୍ଟ୍ରପତି ହେବା ପାଇଁ ଟ୍ରମ୍ପ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। ପୂର୍ବରୁ ନିର୍ବାଚନ ପାଇଁ ପ୍ରଚାର କରିବା ବେଳେ ଟ୍ରମ୍ପ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ରିପୋର୍ଟ ନେଗେଟିଭ ଆସିବା କ୍ଷଣି ସେ କରୋନା ଭାଇରସକୁ […]

yu

yu

Hemant Lenka
  • Published: Tuesday, 13 October 2020
  • Updated: 13 October 2020, 06:16 PM IST

Sports

Latest News

ୱାଶିଂଟନ: କରୋନାକୁ ନେଇ ସାରା ଦେଶରେ କୋକୁଆ ଭୟ ଓ କଟକଣା ଲାଗୁ ହୋଇଥିଲେ ହେଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିନ୍ତୁ ଏହାକୁ ଫୁ’ କରି ଦେଇଛନ୍ତି। ଆସନ୍ତା ନଭେମ୍ବର ୩ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବ। ପୁଣିଥରେ ରାଷ୍ଟ୍ରପତି ହେବା ପାଇଁ ଟ୍ରମ୍ପ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି।

ପୂର୍ବରୁ ନିର୍ବାଚନ ପାଇଁ ପ୍ରଚାର କରିବା ବେଳେ ଟ୍ରମ୍ପ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ରିପୋର୍ଟ ନେଗେଟିଭ ଆସିବା କ୍ଷଣି ସେ କରୋନା ଭାଇରସକୁ ଛିଗୁଲାଇବା ଆରମ୍ଭ କରିଛନ୍ତି। ଆଜି ସେ ଫ୍ଲରିଡାର ସାନଫୋର୍ଡରେ ବିନା ମାସ୍କରେ ନିର୍ବାଚନ ପାଇଁ ପ୍ରଚାର କରିଛନ୍ତି। ଏହି ନିର୍ବାଚନୀ ସଭାରେ ଶହଶହ ଲୋକ ସାମିଲ ହୋଇଥିଲେ। କାହା ମୁହଁରେ ମଧ୍ୟ ମାସ୍କ ନଥିଲା। ସେହିପରି ସେମାନେ ସାମାଜିକ ଦୂରତାକୁ ମଧ୍ୟ ପାଳନ କରି ନଥିଲେ।

ଟ୍ରମ୍ପ ପ୍ରଶାସନ ଲୋକଙ୍କୁ କରୋନା ପାଇଁ ସତର୍କ ରହିବାକୁ କହିବା ସହ ମାସ୍କ ପରିଧାନ ଓ ସାମାଜିକ ଦୂରତା ଅବଲମ୍ବନ କରିବାକୁ ନିୟମ ଜାରି କରିଛନ୍ତି। ହେଲେ ଖୋଦ ଟ୍ରମ୍ପ ନିଜେ ଏହି ନିୟମକୁ ଉଲ୍ଲଙ୍ଘନ କରିଛନ୍ତି। ଆଜି ପ୍ରଚାର ବେଳେ ସେ କରୋନା ଭାଇରସ କିଛି ବଡ଼ ଜିନିଷ ନୁହେଁ ବୋଲି କହିଛନ୍ତି।

ସଭାସ୍ଥଳରେ ସମବେତ ହୋଇଥିବା ଲୋକଙ୍କୁ ଉଦବୋଧନ ଦେଇ ସେ କହିଛନ୍ତି, ମୁଁ ଏବେ ବେଶ ଶକ୍ତିଶାଳୀ। ମୁଁ ଚାହିଁଲେ ଲୋକଙ୍କ ଭିଡ଼ରେ ମଧ୍ୟ ଚାଲି ପାରିବି। ଭିଡ଼ ମଧ୍ୟରେ ମୁଁ ସମସ୍ତଙ୍କୁ କିସ୍‌ କରିପାରିବି। ମୁଁ ସବୁ ସୁନ୍ଦରୀ ମହିଳାଙ୍କୁ କିସ୍‌ କରିପାରିବି। ଏହାପରେ ମୁଁ ସମସ୍ତଙ୍କୁ ବି କିସ୍‌ କରିପାରିବି। ମୁଁ ଏବେ ପୂରା ଫିଟ ଆଉ ସୁସ୍ଥ। କରୋନା କିଛି ବି କରିପାରିବ ନାହିଁ ବୋଲି ଟ୍ରମ୍ପ କହିଛନ୍ତି।

ଏହି ରାଲିରେ ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନଙ୍କୁ ମଧ୍ୟ ଟ୍ରମ୍ପ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଆମେରିକା ଇତିହାସର ସବୁଠାରୁ ଖରାପ ରାଷ୍ଟ୍ରପତି ପ୍ରାର୍ଥୀ ହେଉଛନ୍ତି ବାଇଡେନ। ସେଭଳି ଲୋକଙ୍କ ସହ ମୁଁ ପ୍ରତିଦ୍ୱନ୍ଦ୍ୱିତା କରୁଛି। ସେ ନିର୍ବାଚନରେ ଦୁଇ ଅଙ୍କ ବିଶିଷ୍ଟ ଭୋଟ ପାଇବେ କି ନାହିଁ ସନ୍ଦେହ।

ବାଇଡେନ ଡେମୋକ୍ରାଟିକ ପାର୍ଟିର ଦାୟିତ୍ୱ ସୋସିଆଲିଷ୍ଟ, ମାକ୍ସବାଦୀ ଓ ବାମପନ୍ଥୀ ବିଦ୍ରୋହୀଙ୍କୁ ଦେଇଛନ୍ତି। ସେମାନଙ୍କ ସମର୍ଥନରେ ସେ ପ୍ରାର୍ଥୀ ହୋଇଛନ୍ତି। ଯଦି ସେ ଜିତିବେ, ତା’ହେଲେ ଦେଶରେ ବାମପନ୍ଥୀ ବିଚାରଧାରା ମୌଳବାଦୀ ଶାସନ ଆରମ୍ଭ ହେବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story