ବ୍ରିଟେନ ରାଜକୁମାରୀ ଡାଏନାଙ୍କ ସହ ସେକ୍ସ କରିବାକୁ ଟ୍ରମ୍ପଙ୍କ ଇଚ୍ଛା ଥିଲା

ନୂଆଦିଲ୍ଲୀ: ବ୍ରିଟେନର ଦିବଙ୍ଗତ ରାଜକୁମାରୀ ଡାଏନା ସ୍ପେନ୍ସରଙ୍କୁ ନେଇ ଦିନେ ଡୋନାଲ୍ଡ ଟ୍ରମ୍ପ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ । କହିଥିଲେ ଡାଏନା ହେଉଛନ୍ତି ପାଗଳ। ଖାଲି ସେତିକି ନୁହଁ ଡାଏନାଙ୍କ ଏଚ୍‌ଆଇଭି ଟେଷ୍ଟ ହେବା ଉଚିତ ବୋଲି  କହିଥିଲେ। ଯେଉଁ ବିବାଦୀୟ ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆମେରିକାର ପ୍ରସିଦ୍ଧ ଟେଲି ଏବଂ ରେଡିଓ କଳାକାର ହାୱାର୍ଡ଼ ଷ୍ଟର୍ଣ୍ଣଙ୍କ ରେଡିଓ ସୋ’ରେ ସାମିଲ ହୋଇ ଡାଏନାଙ୍କ ବିଷୟରେ ଅନେକ  କୌତୁହଳ ମତ ରଖିଥିଲେ ଟ୍ରମ୍ପ। ଡାଏନାଙ୍କ […]

Rakesh Mallick
  • Published: Tuesday, 26 September 2017
  • Updated: 26 September 2017, 02:19 PM IST

Sports

Latest News

ନୂଆଦିଲ୍ଲୀ: ବ୍ରିଟେନର ଦିବଙ୍ଗତ ରାଜକୁମାରୀ ଡାଏନା ସ୍ପେନ୍ସରଙ୍କୁ ନେଇ ଦିନେ ଡୋନାଲ୍ଡ ଟ୍ରମ୍ପ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ । କହିଥିଲେ ଡାଏନା ହେଉଛନ୍ତି ପାଗଳ। ଖାଲି ସେତିକି ନୁହଁ ଡାଏନାଙ୍କ ଏଚ୍‌ଆଇଭି ଟେଷ୍ଟ ହେବା ଉଚିତ ବୋଲି  କହିଥିଲେ। ଯେଉଁ ବିବାଦୀୟ ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆମେରିକାର ପ୍ରସିଦ୍ଧ ଟେଲି ଏବଂ ରେଡିଓ କଳାକାର ହାୱାର୍ଡ଼ ଷ୍ଟର୍ଣ୍ଣଙ୍କ ରେଡିଓ ସୋ’ରେ ସାମିଲ ହୋଇ ଡାଏନାଙ୍କ ବିଷୟରେ ଅନେକ  କୌତୁହଳ ମତ ରଖିଥିଲେ ଟ୍ରମ୍ପ। ଡାଏନାଙ୍କ ରୂପରେ ଟ୍ରମ୍ପ ଏତେ ପ୍ରଭାବିତ ଥିଲେ ତାଙ୍କୁ ନେଇ ଖୋଲାଖୋଲି ମନ୍ତବ୍ୟ ଦେଉଥିଲେ। ଏପରିକି ସର୍ବସାଧାରଣରେ ବିନା ଦ୍ୱିଧାରେ ଗରମାଗରମ ମତ ରଖୁଥିଲେ ଟ୍ରମ୍ପ।  ଡାଏନାଙ୍କ ରୂପରେ ପାଗଳ ହୋଇଯାଥିଲେ ସେ ।

ଇଚ୍ଛା ଥିଲା ସୁଯୋଗ ମିଳିଲେ ଥରେ ହେଉ ପଛେ ସେ ଡାଏନାଙ୍କ ସହ ଗୋଟିଏ ରାତି ବିତାଇବେ। ଯାହା ସେ ସାକ୍ଷାତକାରରେ ପ୍ରକାଶ କରିଥିଲେ। ୧୯୯୭ରେ ହାୱାର୍ଡ଼ଙ୍କ ରେଡିଓ ସୋ ଖୁବ୍‌ ଲୋକପ୍ରିୟ ଥିଲା।  ଏହି ରେଡିଓ ସୋ’ ନିୟମିତ ହେଉଥିବା ବେଳେ ସାକ୍ଷାତକାର ପାଇଁ ପ୍ରତିଷ୍ଠିତ ବ୍ୟକ୍ତି ଏବଂ ସେଲିବ୍ରେଟିଙ୍କୁ ଆମନ୍ତ୍ରଣ କରାଯାଉଥିଲା।  ସେତେବେଳେ ଟ୍ରମ୍ପ ଜଣେ ପ୍ରମୁଖ ଶିଳ୍ପପତି ଥିଲେ।  ତେବେ ଏହି ସୋ’କୁ ଟ୍ରମ୍ପ ବାରମ୍ବାର ଯାଇଥିଲେ। ଅନେକ ଇଣ୍ଟର୍ଭ୍ୟୁରେ ଡାଏନାଙ୍କ ପ୍ରତି ତାଙ୍କର  ଦୁର୍ବଳତା ଥିବା କହିଥିଲେ।

ବିଶ୍ୱର ସେକ୍ସି ଏବଂ ହଟ୍‌ ମହିଳାଙ୍କ ମଧ୍ୟରେ  ଡାଏନା ହେଉଛନ୍ତି ତୃତୀୟ ବୋଲି ଅଭିହିତ କରିଥିଲେ। ସେ ସମୟରେ ନିଜର ରାଜନୈତିକ କ୍ୟାରିଅର ଅପେକ୍ଷା ସେକ୍ସ ଲାଇଫକୁ ଅଧିକ ଗୁରୁତ୍ୱ ଦେଉଥିଲେ ଟ୍ରମ୍ପ। ଯେଉଁ ଇଣ୍ଟର୍ଭ୍ୟୁର ଅଂଶ ରେକର୍ଡ଼ ହୋଇଥିବା ବେଳେ ଏବେ ତାହା ଚର୍ଚ୍ଚାର ପରିସରକୁ ଆସିଛି। ଏବେ ଟ୍ରମ୍ପ  ଆମେରିକାର ରାଷ୍ଟ୍ରପତି ହୋଇଥିବାରୁ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଉକ୍ତ ଇଣ୍ଟର୍ଭ୍ୟୁର ଅଂଶ ଆମେରିକାର ଗଣମାଧ୍ୟମ ‘ମିରର’ରେ ପ୍ରକାଶ ପାଇଛି।  ସୂଚନା ଯୋଗ୍ୟ ଯେ, ବ୍ରିଟେନ ରାଣୀ ଏଲିଜାବେଥ-୨ଙ୍କ ପରିବାରର ସଦସ୍ୟ  ହେଉଛନ୍ତ ଡାଏନା। ରୂପ ରଙ୍ଗ ଏବଂ ନିଜର ସୁନ୍ଦର ଚେହେରାକୁ ନେଇ ସେତେବେଳେ ଖୁବ୍‌ ଚର୍ଚ୍ଚିତ ଥିଲେ ଡାଏନା।

ସୌଜନ୍ୟ: ଜୀ ନ୍ୟୁଜ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story