ପୁଣି ମୁଁ ନିର୍ବାଚନ ଜିତିଛି ବୋଲି ଟ୍ୱିଟ କଲେ ଟ୍ରମ୍ପ

ୱାଶିଂଟନ: ପୁଣିଥରେ ନିଜକୁ ନିର୍ବାଚନରେ ବିଜୟୀ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ନଭେମ୍ବର ୩ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା। ୪ ଦିନ କାଳ ଭୋଟ ଗଣତି ପରେ ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନ ବିଜୟୀ ହୋଇଥିବା ସବୁ ଗଣମାଧ୍ୟମ ଘୋଷଣା କରିଛନ୍ତି। ହେଲେ ନିଜର ପରାଜୟକୁ ଏଯାଏ ସ୍ୱୀକାର କରିପାରୁନାହାନ୍ତି ଟ୍ରମ୍ପ। ସେ ଆଜି ଟ୍ୱିଟ କରି ନିଜକୁ ନିର୍ବାଚନରେ ବିଜେତା ଘୋଷଣା କରିଛନ୍ତି। ଏଥିସହ ବାଇଡେନ ନିର୍ବାଚନ ପ୍ରକ୍ରିୟାରେ ହେରଫେର କରି ବିଜୟୀ […]

g

g

Hemant Lenka
  • Published: Monday, 16 November 2020
  • Updated: 16 November 2020, 03:11 PM IST

Sports

Latest News

ୱାଶିଂଟନ: ପୁଣିଥରେ ନିଜକୁ ନିର୍ବାଚନରେ ବିଜୟୀ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ନଭେମ୍ବର ୩ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା। ୪ ଦିନ କାଳ ଭୋଟ ଗଣତି ପରେ ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନ ବିଜୟୀ ହୋଇଥିବା ସବୁ ଗଣମାଧ୍ୟମ ଘୋଷଣା କରିଛନ୍ତି। ହେଲେ ନିଜର ପରାଜୟକୁ ଏଯାଏ ସ୍ୱୀକାର କରିପାରୁନାହାନ୍ତି ଟ୍ରମ୍ପ।

ସେ ଆଜି ଟ୍ୱିଟ କରି ନିଜକୁ ନିର୍ବାଚନରେ ବିଜେତା ଘୋଷଣା କରିଛନ୍ତି। ଏଥିସହ ବାଇଡେନ ନିର୍ବାଚନ ପ୍ରକ୍ରିୟାରେ ହେରଫେର କରି ବିଜୟୀ ହୋଇଥିବା କହିଛନ୍ତି। ସେ କହିଛନ୍ତି, “ସେ(ବାଇଡେନ୍‌) କେବଳ ଫେକ୍‌ ମିଡିଆ ନ୍ୟୁଜ ଆଖିରେ ବିଜୟୀ ହୋଇଛନ୍ତି। ମୁଁ କୌଣସି ପ୍ରକାରର ସ୍ୱୀକାରୋକ୍ତି କରିନାହିଁ। ଆମେ ବହୁତ ବାଟ ଯାଏ ଯିବୁ। ଏହା ହରଣଚାଲ ହୋଇଥିବା ଏକ ନିର୍ବାଚନ। କାହିଁକି ଫେକ ନ୍ୟୁଜ ମିଡିଆ ନିୟମିତ ଭାବେ ତାଙ୍କୁ (ବାଇଡେନ) ରାଷ୍ଟ୍ରପତି ଭାବେ ବିବେଚନା କରିବାରେ ଲାଗିଛନ୍ତି? ଏପରି କି ସେମାନେ ଆମର ପକ୍ଷ ଶୁଣିବାକୁ ନାରାର ହେଉଛନ୍ତି।

୨୦୨୦ରେ ଆମ ମହାନ ସମ୍ବିଧାନକୁ ଅପମାନିତ କରାଯାଇଛି। ଏହା ଉପରେ ଆକ୍ରମଣ କରାଯାଇଛି। ମୌଳବାଦ ବାମପନ୍ଥୀ ଚିନ୍ତାଧାରାକୁ ବ୍ୟବହାର କରି ଭୋଟିଂ ସମୟ ଶେଷ ହେବା ପରେ ମଧ୍ୟ ଡେମୋକ୍ରାଟ ପାଇଁ ବାଲଟ ଯୋଗାଡ଼ କରାଯାଇଥିଲା। ଆମ କାର୍ଯ୍ୟକର୍ତ୍ତାଙ୍କୁ ଏକାଧିକ ରାଜ୍ୟରେ ଗଣତି ରୁମରୁ ବାହାର କରିଦିଆଯାଇଥିଲା। ଯେଉଁମାନେ ଆମ ଦେଶର ସମ୍ବିଧାନର ସୁରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି, ସେମାନେ କେବେ ହେଲେ ୨୦୨୦ର ଫେକ୍ ନିର୍ବାଚନ ଫଳକୁ ଗ୍ରହଣ କରିବେ ନାହିଁ। ପୂରା ବିଶ୍ୱ ଏହାକୁ ଦେଖୁଛି।”

ଟ୍ରମ୍ପ ନିଜ ପରାଜୟକୁ ସ୍ୱୀକାର କରୁ ନଥିଲେ ହେଁ ଉଭୟ ଦଳର ଅଧିକାରୀମାନେ ନିର୍ବାଚନରେ କୌଣସି ପ୍ରକାରର ଅନିୟମିତତା ହୋଇ ନଥିବା କହିଛନ୍ତି। ସେହିପରି ନିର୍ବାଚନ ଉପରେ ନଜର ରଖିଥିବା ଅନ୍ତର୍ଜାତୀୟ ସଂଗଠନ ମଧ୍ୟ ଦୁର୍ନୀତିର ଗନ୍ଧ ବାରିନାହିଁ। ଟ୍ରମ୍ପ ଭୋଟ ଗଣତିର ପ୍ରକ୍ରିୟାକୁ ଏକାଧିକ ରାଜ୍ୟରେ ଚ୍ୟାଲେଞ୍ଜ କରିଥିଲେ। ହେଲେ ଏହାକୁ କୋର୍ଟ ଗ୍ରହଣ କରିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story