ସାବରମତୀରେ ଭୁଲି ଯାଇଥିଲେ, ରାଜଘାଟରେ ଗାନ୍ଧିଙ୍କୁ ମନେ ପକାଇଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରଥମ ମହିଳା ମେଲାନିଆ ଆଜି ରାଜଘାଟ ଯାଇ ଜାତିରପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଗତକାଲି ସାବରମତୀ ଆଶ୍ରମ ବୁଲି ଦେଖିଥିବା ଟ୍ରମ୍ପ ଓ ମେଲାନିଆ ସେଠାକାର ଭିଜିଟର ବୁକରେ ଗାନ୍ଧିଙ୍କ ନାଁ ସୁଧା ଉଲ୍ଲେଖ କରି ନଥିଲେ। ହେଲେ ଆଜି ରାଜଘାଟରେ ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଟ୍ରମ୍ପ ତାଙ୍କୁ ସ୍ୱାଧୀନତା ସଂଗ୍ରାମର ଆଇକନ ବୋଲି ବର୍ଣ୍ଣନା କରିଛନ୍ତି। ରାଜଘାଟରେ ଗାନ୍ଧିଙ୍କ ସମାଧି ସ୍ଥଳରେ ପ୍ରଥମେ ଟ୍ରମ୍ପ ଓ […]

d

d

Hemant Lenka
  • Published: Tuesday, 25 February 2020
  • Updated: 25 February 2020, 01:52 PM IST

Sports

Latest News

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରଥମ ମହିଳା ମେଲାନିଆ ଆଜି ରାଜଘାଟ ଯାଇ ଜାତିରପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଗତକାଲି ସାବରମତୀ ଆଶ୍ରମ ବୁଲି ଦେଖିଥିବା ଟ୍ରମ୍ପ ଓ ମେଲାନିଆ ସେଠାକାର ଭିଜିଟର ବୁକରେ ଗାନ୍ଧିଙ୍କ ନାଁ ସୁଧା ଉଲ୍ଲେଖ କରି ନଥିଲେ। ହେଲେ ଆଜି ରାଜଘାଟରେ ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଟ୍ରମ୍ପ ତାଙ୍କୁ ସ୍ୱାଧୀନତା ସଂଗ୍ରାମର ଆଇକନ ବୋଲି ବର୍ଣ୍ଣନା କରିଛନ୍ତି।

ରାଜଘାଟରେ ଗାନ୍ଧିଙ୍କ ସମାଧି ସ୍ଥଳରେ ପ୍ରଥମେ ଟ୍ରମ୍ପ ଓ ମେଲାନିଆ ଫୁଲ ପକାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଟ୍ରମ୍ପ ଦମ୍ପତିଙ୍କ ସହ ଉପସ୍ଥିତ ରହିଥିଲେ। ଏହାପରେ ଟ୍ରମ୍ପ ଦମ୍ପତି ରାଜଘାଟ ବୁଲି ଦେଖିଥିଲେ।

ଶେଷରେ ରାଜଘାଟର ଭିଜିଟର ବୁକରେ ନିଜର ମତାମତ ରଖିଥିଲେ। ଟ୍ରମ୍ପ ଏଥିରେ ଲେଖିଛନ୍ତି ଯେ “ଆମେରିକାବାସୀ ସର୍ବଦା ସୁନ୍ଦର ଭାରତ ଓ ଏହାର ସାର୍ବଭୌମତ୍ୱ ସହ ଦୃଢ଼ ଭାବେ ଛିଡ଼ା ହୋଇଛନ୍ତି। ଖାଲି ସେତିକି ନୁହେଁ ମହାନ ମହାତ୍ମା ଗାନ୍ଧିଙ୍କ ଆଦର୍ଶ ଓ ଦୂରଦୃଷ୍ଟି ସହ ମଧ୍ୟ ଆମେରିକା ସର୍ବଦା ଛିଡ଼ା ହୋଇଛି। ଏହା ଏକ ସୁନ୍ଦର ସମ୍ମାନ।”

ଗତକାଲି ଟ୍ରମ୍ପ ସାବରମତୀ ଆଶ୍ରମର ଭିଜିଟର ବୁକ୍‌ରେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି ନିଜର ମତ ରଖିଥିଲେ। ଏଥିରେ ଗାନ୍ଧିଙ୍କ ନାଁ ନଥିବାରୁ ଅନେକ ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ।

ରାଜଘାଟ ଆସିବା ପୂର୍ବରୁ ଟ୍ରମ୍ପ ଓ ମେଲାନିଆ ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ। ଏହାରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ଭବନ ପକ୍ଷରୁ ଗାର୍ଡ ଅଫ ହନର ଦିଆଯାଇଥିଲା। ଏହାପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ତାଙ୍କ ପତ୍ନୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଗସ୍ତରେ ଆସିଥିବା ଟ୍ରମ୍ପ ଦମ୍ପତିଙ୍କୁ ସ୍ୱାଗତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story