ଭାରତକୁ ଲିଖିତ ଭାବେ କ୍ଷମା ମାଗିଲା ଟ୍ୱିଟର୍

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ୱିଟର ଭାରତର ଭାବାବେଗକୁ ଆଘାତ କରିଥିବାରୁ ଆଜି ଲିଖିତ ଭାବେ ସରକାରଙ୍କୁ କ୍ଷମା ମାଗିଛି। ନିକଟରେ ଭାରତର ଅବିଚ୍ଛେଦ୍ୟଅଙ୍ଗ ଲଦାଖକୁ ଟ୍ୱିଟର ତା’ ମ୍ୟାପ୍‌ରେ ଚାଇନାର ବୋଲି ଦର୍ଶାଇଥିଲା। ଏହାକୁ ନେଇ ଭାରତ ସରକାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଓ ଟ୍ୱିଟରକୁ ନୋଟିସ ମଧ୍ୟ କରିଥିଲେ। ଏବେ ପର୍ସନାଲ ଡାଟା ପ୍ରୋଟେକସନ ଉପରେ ସଂସଦର ଯୁଗ୍ମ କମିଟି ନିକଟକୁ ଚିଠି ଲେଖି ଟ୍ୱିଟର କ୍ଷମା ମାଗିଛି ଓ ନଭେମ୍ବର ୩୦ […]

uia

uia

Hemant Lenka
  • Published: Wednesday, 18 November 2020
  • Updated: 18 November 2020, 06:04 PM IST

Sports

Latest News

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ୱିଟର ଭାରତର ଭାବାବେଗକୁ ଆଘାତ କରିଥିବାରୁ ଆଜି ଲିଖିତ ଭାବେ ସରକାରଙ୍କୁ କ୍ଷମା ମାଗିଛି। ନିକଟରେ ଭାରତର ଅବିଚ୍ଛେଦ୍ୟଅଙ୍ଗ ଲଦାଖକୁ ଟ୍ୱିଟର ତା’ ମ୍ୟାପ୍‌ରେ ଚାଇନାର ବୋଲି ଦର୍ଶାଇଥିଲା। ଏହାକୁ ନେଇ ଭାରତ ସରକାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଓ ଟ୍ୱିଟରକୁ ନୋଟିସ ମଧ୍ୟ କରିଥିଲେ।

ଏବେ ପର୍ସନାଲ ଡାଟା ପ୍ରୋଟେକସନ ଉପରେ ସଂସଦର ଯୁଗ୍ମ କମିଟି ନିକଟକୁ ଚିଠି ଲେଖି ଟ୍ୱିଟର କ୍ଷମା ମାଗିଛି ଓ ନଭେମ୍ବର ୩୦ ସୁଦ୍ଧା ନିଜର ଭୁଲକୁ ସୁଧାରିବ ବୋଲି ପ୍ରତିଶ୍ରୁତି ଦେଇଛି।

ସଂସଦୀୟ ପ୍ୟାନେଲର ଅଧ୍ୟକ୍ଷ ମୀନାକ୍ଷୀ ଲେଖି କହିଛନ୍ତି, ଲଦାଖକୁ ଚାଇନାର ଦର୍ଶାଇଥିବାରୁ ଟ୍ୱିଟର ଲିଖିତ ଭାବେ କ୍ଷମା ମାଗିଛି। ଟ୍ୱିଟର ଦେଇଥିବା ସତ୍ୟପାଠରେ ଡାମିନ କାରେଇନ୍‌(ଟ୍ୱିଟରର ମୁଖ୍ୟ ପ୍ରାଇଭେସି ଅଫିସର)ଙ୍କ ଦସ୍ତଖତ ରହିଛି। ଟ୍ୱିଟର ନଭେମ୍ବର ୩୦ ସୁଦ୍ଧା ତା’ର ଭୁଲ ସୁଧାରିବ ବୋଲି ମଧ୍ୟ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story