ଯୁଗ୍ମ ସଂସଦୀୟ କମିଟି ଆଗରେ କ୍ଷମା ମାଗିଲା ଟ୍ୱିଟର୍‌

ନୂଆଦିଲ୍ଲୀ: ଭାରତର ଜମ୍ମୁ-କଶ୍ମୀର ଓ ଲଦାଖର ଲେହକୁ ଚାଇନାର ଦର୍ଶାଇ ବିବାଦରେ ଫସିଥିବା ଟ୍ୱିଟର ଆଜି କ୍ଷମା ମାଗିଛି। ଭାରତର ଭୂଖଣ୍ଡକୁ ଟ୍ୱିଟର ଚାଇନାର ବୋଲି ଦର୍ଶାଇଥିବାରୁ ତୀବ୍ର ବିରୋଧର ସମ୍ମୁଖୀନ ହୋଇଥିଲା। ଏହା ଉପରେ ସ୍ପଷ୍ଟୀକରଣ ରଖିବା ଓ ତଥ୍ୟ ଗୋପନୀୟତା ଉପରେ ମତ ରଖିବାକୁ ଭାରତର ଯୁଗ୍ମ ସଂସଦୀୟ କମିଟି ଟ୍ୱିଟରକୁ ସମନ କରିଥିଲା। ଆଜି ଟ୍ୱିଟର କର୍ତ୍ତୃପକ୍ଷ କମିଟି ନିକଟରେ ହାଜର ହୋଇ ନିଜର ଭୁଲ ସ୍ୱୀକାର କରିଛନ୍ତି। ଏଥିସହ ଭୁଲ ପାଇଁ […]

r

r

Hemant Lenka
  • Published: Thursday, 29 October 2020
  • Updated: 29 October 2020, 02:47 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ଜମ୍ମୁ-କଶ୍ମୀର ଓ ଲଦାଖର ଲେହକୁ ଚାଇନାର ଦର୍ଶାଇ ବିବାଦରେ ଫସିଥିବା ଟ୍ୱିଟର ଆଜି କ୍ଷମା ମାଗିଛି। ଭାରତର ଭୂଖଣ୍ଡକୁ ଟ୍ୱିଟର ଚାଇନାର ବୋଲି ଦର୍ଶାଇଥିବାରୁ ତୀବ୍ର ବିରୋଧର ସମ୍ମୁଖୀନ ହୋଇଥିଲା। ଏହା ଉପରେ ସ୍ପଷ୍ଟୀକରଣ ରଖିବା ଓ ତଥ୍ୟ ଗୋପନୀୟତା ଉପରେ ମତ ରଖିବାକୁ ଭାରତର ଯୁଗ୍ମ ସଂସଦୀୟ କମିଟି ଟ୍ୱିଟରକୁ ସମନ କରିଥିଲା। ଆଜି ଟ୍ୱିଟର କର୍ତ୍ତୃପକ୍ଷ କମିଟି ନିକଟରେ ହାଜର ହୋଇ ନିଜର ଭୁଲ ସ୍ୱୀକାର କରିଛନ୍ତି। ଏଥିସହ ଭୁଲ ପାଇଁ ମୋଖିକ ଭାବେ କ୍ଷମା ମଧ୍ୟ ମାଗିଛନ୍ତି।

ଟ୍ୱିଟରର ଏଭଳି ଭୁଲ ପାଇଁ ଯୁଗ୍ମ ସଂସଦୀୟ କମିଟି ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। ଏଥିପାଇଁ କମିଟି ପକ୍ଷରୁ ଲିଖିତ ଓ ସତ୍ୟପାଠ ଜରିଆରେ କ୍ଷମା ମାଗିବାକୁ ମଧ୍ୟ ଟ୍ୱିଟରକୁ କୁହାଯାଇଛି। ଟ୍ୱିଟର୍‌ର ମୁଖପାତ୍ର କହିଛନ୍ତି, ଭାରତ ସରକାରଙ୍କ ସହ ମିଳିତ ଭାବେ କାମ କରିବାକୁ ଟ୍ୱିଟର ସର୍ବଦା ପ୍ରତିଶ୍ରୁତିବଦ୍ଧ। ସଂସ୍ଥା ସର୍ବଦା ଭାରତର ସାର୍ବଭୌମତ୍ତ୍ୱ ଓ ଅଖଣ୍ଡତାକୁ ସମ୍ମାନ ଦେଇଥାଏ। ଆଗକୁ ମଧ୍ୟ ଟ୍ୱିଟର ସବୁ ସୀମା ମଧ୍ୟରେ ରହି କାର୍ଯ୍ୟ କରିବ ବୋଲି ମୁଖପାତ୍ର ଜଣଙ୍କ କହିଛନ୍ତି।

ଟ୍ୱିଟର ଭାରତର ଲେହ ଓ ଜମ୍ମୁ-କଶ୍ମୀରକୁ ଚାଇନାର ଦର୍ଶାଇଥିବାରୁ କେନ୍ଦ୍ର ସରକାର ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ଟ୍ୱିଟର ବିରୋଧରେ ଦେଶଦ୍ରୋହ ମାମଲା କରିବାକୁ ମଧ୍ୟ ଚେତାବନୀ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story