ବାଘ ପଞ୍ଝାରୁ ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍‌ ଆରୋହୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଆପଣ ରାସ୍ତାରେ ଯାଉଥିବା ବେଳେ ହଠାତ ଯଦି ବାଘ ସହ ମୁହାଁମୁହିଁ ହେବେ, ତା’ହେଲେ ଆପଣ କରିବେ କଣ ? କର୍ଣ୍ଣାଟକା ଓ କେରଳ ସୀମାନ୍ତ ଇଲାକାରେ ଦୁଇ ଜଣ ବାଇକ୍‌ ଆରୋହୀଙ୍କ ସହ ଏମିତି ଘଟଣା ଘଟିଛି। ଦୁଇ ବାଇକ୍‌ ଆରୋହୀ ଗୁଣ୍ଡୁଲପେଟ୍‌ରୁ କେରଳ ଅଭିମୁଖେ ଯାଉଥିବା ବେଳେ ହଠାତ୍‌ ରାସ୍ତା କଡ଼ରେ ଥିବା ଏକ ଜଙ୍ଗଲ ମଧ୍ୟରୁ ଗୋଟିଏ ବାଘ ସେମାନଙ୍କ ପିଛା କରିଥିଲା। ତେବେ ବାଘଟି ସେମାନଙ୍କ ଉପରକୁ ଲମ୍ଫ ମାରିବା […]

sss

Hemant Lenka
  • Published: Sunday, 30 June 2019
  • , Updated: 30 June 2019, 10:02 PM IST

ନୂଆଦିଲ୍ଲୀ: ଆପଣ ରାସ୍ତାରେ ଯାଉଥିବା ବେଳେ ହଠାତ ଯଦି ବାଘ ସହ ମୁହାଁମୁହିଁ ହେବେ, ତା’ହେଲେ ଆପଣ କରିବେ କଣ ? କର୍ଣ୍ଣାଟକା ଓ କେରଳ ସୀମାନ୍ତ ଇଲାକାରେ ଦୁଇ ଜଣ ବାଇକ୍‌ ଆରୋହୀଙ୍କ ସହ ଏମିତି ଘଟଣା ଘଟିଛି।
ଦୁଇ ବାଇକ୍‌ ଆରୋହୀ ଗୁଣ୍ଡୁଲପେଟ୍‌ରୁ କେରଳ ଅଭିମୁଖେ ଯାଉଥିବା ବେଳେ ହଠାତ୍‌ ରାସ୍ତା କଡ଼ରେ ଥିବା ଏକ ଜଙ୍ଗଲ ମଧ୍ୟରୁ ଗୋଟିଏ ବାଘ ସେମାନଙ୍କ ପିଛା କରିଥିଲା। ତେବେ ବାଘଟି ସେମାନଙ୍କ ଉପରକୁ ଲମ୍ଫ ମାରିବା ପୂର୍ବରୁ ସେମାନେ ଅଳ୍ପକେ ତା'ର ପଞ୍ଝାରୁ ଖସି ଯିବାକୁ ସକ୍ଷମ ହୋଇଥିଲେ।

ଜଣେ ବ୍ୟକ୍ତି ବାଇକ୍‌ ଚଳାଉଥିବା ବେଳେ ଅନ୍ୟ ଜଣେ ପୂରା ଘଟଣାକୁ କ୍ୟାମେରାରେ କଏଦ କରିଥିଲେ। ସୋଶାଲ୍‌ ମିଡିଆରେ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି।

ଦେଖନ୍ତୁ ଭିଡିଓ

 

View this post on Instagram

 

A biker miraculously escaped #tiger #attack in #Karnataka - #Kerala #border. Incident happened on #Saturday. #Biker was traveling from #Gundlupet in #Chamarajanagar district towards Kerala. The tiger then chased the biker, but the biker drove faster and escaped. #UserGeneratedContent

A post shared by India Today (@india.today) on

Related story