BSF ସେକ୍ଟର୍‌ ମୁଖ୍ୟାଳୟରେ ବିସ୍ଫୋରଣ: ୨ ଜଣ ଯବାନଙ୍କ ମୃତ୍ୟୁ

ମଣିପୁର ରାଜଧାନୀ ଇମ୍ପାଲରେ ବିଏସ୍ଏଫ୍ ସେକ୍ଟର୍‌ ମୁଖ୍ୟାଳୟରେ ବଡ ଧରଣର ବିସ୍ଫୋରଣ। ଏହି ବିସ୍ଫୋରଣରେ ୨ ଜଣ ଯବାନ ସହିଦ ହୋଇଛନ୍ତି। ଇମ୍ପାଲ ବିଏସ୍ଏଫ୍ ସେକ୍ଟର ମୁଖ୍ୟାଳୟର କୋଇରେଙ୍ଗି କ୍ୟାମ୍ପସ ନିକଟରେ ଆଜି ଦିନ ୨ଟା ବେଳେ IED ବିସ୍ଫୋରଣ ହୋଇଥିଲା। ମୁଖ୍ୟାଳୟ ସମ୍ମୁଖରେ ପହରା ଦେଉଥିବା ୨ ଜଣ ଜୱାନ ବିସ୍ଫୋରଣରେ ପ୍ରଥମେ ଗୁରୁତର ଆହତ ହୋଇଥିଲେ। ପରେ ସେମାନଙ୍କର ମୃତ୍ୟୁ ହୋଇଥିଲା।  ବିସ୍ଫୋରଣରେ ୨ ଜଣ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି।  ଘଟଣା […]

kashmir5

kashmir5

Rakesh Mallick
  • Published: Wednesday, 09 May 2018
  • Updated: 09 May 2018, 06:01 PM IST

Sports

Latest News

ମଣିପୁର ରାଜଧାନୀ ଇମ୍ପାଲରେ ବିଏସ୍ଏଫ୍ ସେକ୍ଟର୍‌ ମୁଖ୍ୟାଳୟରେ ବଡ ଧରଣର ବିସ୍ଫୋରଣ। ଏହି ବିସ୍ଫୋରଣରେ ୨ ଜଣ ଯବାନ ସହିଦ ହୋଇଛନ୍ତି। ଇମ୍ପାଲ ବିଏସ୍ଏଫ୍ ସେକ୍ଟର ମୁଖ୍ୟାଳୟର କୋଇରେଙ୍ଗି କ୍ୟାମ୍ପସ ନିକଟରେ ଆଜି ଦିନ ୨ଟା ବେଳେ IED ବିସ୍ଫୋରଣ ହୋଇଥିଲା। ମୁଖ୍ୟାଳୟ ସମ୍ମୁଖରେ ପହରା ଦେଉଥିବା ୨ ଜଣ ଜୱାନ ବିସ୍ଫୋରଣରେ ପ୍ରଥମେ ଗୁରୁତର ଆହତ ହୋଇଥିଲେ। ପରେ ସେମାନଙ୍କର ମୃତ୍ୟୁ ହୋଇଥିଲା।  ବିସ୍ଫୋରଣରେ ୨ ଜଣ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି।  ଘଟଣା ପରେ ବିଏସଏଫ ପକ୍ଷରୁ ସୁରକ୍ଷା କଡାକଡି କରିବା ସହ ତଦନ୍ତ ଆରମ୍ଭ କରିଛି। ଉଗ୍ରବାଦୀ ସଙ୍ଗଠନ ପକ୍ଷରୁ ବିସ୍ଫୋରକ ସାମଗ୍ରୀ ରଖାଯାଇଥିବା ସନ୍ଦେହ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos