ସିଏଏ ବିରୋଧୀ ଆନ୍ଦୋଳନ ବେଳେ ହିଂସାକାଣ୍ଡ, ଗୁଳିମାଡ଼ରେ ୨ ଜଣ ମୃତ

କୋଲକାତା: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଏନଆରସି ବିରୋଧରେ ଆଜି ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଚାଲିଥିବା ବିକ୍ଷୋଭ ବେଳେ ବ୍ୟାପକ ହିଂସାକାଣ୍ଡ ଘଟିଛି। ଏଥିରେ ଗୁଳି ଓ ବୋମା ମାଡ଼ ହେବା ଯୋଗୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଏହି ହିଂସାକାଣ୍ଡ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। କୋଲକାତାଠାରୁ ୨୦୦ କିମି ଦୂର ଜାଲାଙ୍ଗି ଠାରେ ଆଜି ଉଭୟ ସିଏଏ ବିରୋଧୀ ଓ […]

ef

ef

Hemant Lenka
  • Published: Wednesday, 29 January 2020
  • Updated: 29 January 2020, 05:43 PM IST

Sports

Latest News

କୋଲକାତା: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଏନଆରସି ବିରୋଧରେ ଆଜି ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଚାଲିଥିବା ବିକ୍ଷୋଭ ବେଳେ ବ୍ୟାପକ ହିଂସାକାଣ୍ଡ ଘଟିଛି। ଏଥିରେ ଗୁଳି ଓ ବୋମା ମାଡ଼ ହେବା ଯୋଗୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଏହି ହିଂସାକାଣ୍ଡ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

କୋଲକାତାଠାରୁ ୨୦୦ କିମି ଦୂର ଜାଲାଙ୍ଗି ଠାରେ ଆଜି ଉଭୟ ସିଏଏ ବିରୋଧୀ ଓ ସିଏଏ ସପକ୍ଷରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା ବୋଲି ଏକାଧିକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଆଇଏଏନଏସର ଖବର ମୁତାବକ ସିଏଏକୁ ବିରୋଧ କରି ଆନ୍ଦୋଳନକାରୀମାନେ ସାହେବନଗର ଠାରେ ସକାଳ ୯.୩୦ରୁ ରାସ୍ତାରୋକ କରିଥିଲେ। ଏହି ସମୟରେ ଆଉ ଗୋଟିଏ ଗୋଷ୍ଠୀ ସେଠାରେ ପହଞ୍ଚି ଏହାକୁ ବିରୋଧ କରିଥିଲା। ଫଳରେ ଉଭୟ ପକ୍ଷଙ୍କ ମଧ୍ୟର ପ୍ରବଳ ମାରପିଟ ଦେଖିବାକୁ ମିଳିଥିଲା। ଶେଷରେ ବିକ୍ଷୋଭ ମଧ୍ୟରେ ଗୁଳି ଓ ବୋମା ମାଡ଼ ହୋଇଥିଲା। ବିକ୍ଷୋଭକାରୀମାନେ ଏଠାରେ ରହିଥିବା ବାଇକ ଓ କାରଗୁଡ଼ିକୁ ଭଙ୍ଗାରୁଜା କରିବା ସହ ଏଥିରେ ନିଆଁ ଲଗାଇ ଦେଇଥିଲେ। ମୃତକଙ୍କ ଦେହରେ ଗୁଳିମାଡ଼ର ଚିହ୍ନ ରହିଥିବା ଆଇଏଏନଏସ୍‌ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଏନଡିଟିଭିରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ,  ଭାରତୀୟ ନାଗରିକ ମଞ୍ଚ ପକ୍ଷରୁ ପ୍ରଥମେ ବିକ୍ଷୋଭ ଡାକରା ଦିଆଯାଇଥିଲା। ଏହି ସମୟରେ ହିଁ ହିଂସାକାଣ୍ଡ ଘଟିଛି। ଏହି ମଞ୍ଚ ସିଏଏକୁ ବିରୋଧ କରୁଥିଲା କି ସମର୍ଥନ ତାହା ଜଣାପଡ଼ିନାହିଁ। କିନ୍ତୁ ବିଜେପି ବକ୍ଷୋଭ କରୁଥିବା ଲୋକଙ୍କ ସପକ୍ଷରେ ବାହାରିଛି।

ଦଳ କହିଛି ଯେ ବିକ୍ଷୋଭ କରୁଥିବା କର୍ମକର୍ତ୍ତାଙ୍କ ଉପରେ ଶାସକ ତୃଣମୂଳ କଂଗ୍ରେସ ପକ୍ଷରୁ ଆକ୍ରମଣ କରାଯିବାରୁ ଏଭଳି ସ୍ଥିତି ଉପୁଜିଛି। ଅନ୍ୟପକ୍ଷରେ ଟିଏମସି ପକ୍ଷରୁ ହିଂସାକାଣ୍ଡ ପାଇଁ କଂଗ୍ରେସ ଓ ସିପିଆଇଏମକୁ ଦାୟୀ କରାଯାଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଏଏ ଓ ଏନଆରସିକୁ ବିରୋଧ କରୁଛନ୍ତି। ଏପରି କି ପଶ୍ଚିମବଙ୍ଗ ବିଧାନସଭାରେ ଏହା ବିରୋଧରେ ଏକ ସଂକଳ୍ପ ମଧ୍ୟ ପାରିତ ହୋଇଛି।

ହେଲେ ସେ ରାଜ୍ୟରେ ସିଏଏ ବିରୋଧରେ କୌଣସି ବିକ୍ଷୋଭ ଓ ବନ୍ଦକୁ ସମର୍ଥନ କରୁନାହାନ୍ତି। ନିକଟରେ ଟ୍ରେଡ ୟୁନିଅନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା। ଏହାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସମର୍ଥନ କରି ନଥିଲେ। ଫଳରେ କଂଗ୍ରେସ ଓ ସିପିଆଇଏମ ସହ ମମତାଙ୍କ ତିକ୍ତତା ସୃଷ୍ଟି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story