ଲଦାଖରେ ମୁତୟନ ହେଲା ଦୁଇଟି ଲଢ଼ୁଆ ହେଲିକପ୍ଟର

ଲଦାଖ: ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ରେ ଚାଇନା ସହ ତିକ୍ତତା ବଢ଼ୁଥିବାରୁ ଭାରତ ଆଜି ଲଦାଖ ସୀମାରେ ଦୁଇଟି ହାଲୁକା ଲଢ଼ୁଆ ହେଲିକପ୍ଟର ମୁତୟନ କରିଛି। ଏହାକୁ ଏଚଏଏଲ ତରଫରୁ ଏହି ଦୁଇ ହେଲିକପ୍ଟରକୁ ପ୍ରସ୍ତୁତ କରାଯାଇଛି। ଏହି ହେଲିକପ୍ଟର ଖବୁ କମ ସମୟରେ ଭାରତୀୟ ଯବାନଙ୍କୁ ସମସ୍ତ ପ୍ରକାରର ଲଜିକାଲ ସହଯୋଗ କରିପାରିବ। ଏହି ଦୁଇ ହେଲିକପ୍ଟରର ବିଶେଷତ୍ୱ ହେଲା, ଏହା ବିଶ୍ୱର ସବୁଠାରୁ ହାଲୁକା ଆକ୍ରମଣକାରୀ ହେଲିକପ୍ଟର। ଆତ୍ମନିର୍ଭର ଭାରତ ଅଭିଯାନ ଜରିଆରେ ଏଚଏଏଲ ପକ୍ଷରୁ […]

yuz

yuz

Hemant Lenka
  • Published: Wednesday, 12 August 2020
  • Updated: 12 August 2020, 08:03 PM IST

Sports

Latest News

ଲଦାଖ: ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ରେ ଚାଇନା ସହ ତିକ୍ତତା ବଢ଼ୁଥିବାରୁ ଭାରତ ଆଜି ଲଦାଖ ସୀମାରେ ଦୁଇଟି ହାଲୁକା ଲଢ଼ୁଆ ହେଲିକପ୍ଟର ମୁତୟନ କରିଛି। ଏହାକୁ ଏଚଏଏଲ ତରଫରୁ ଏହି ଦୁଇ ହେଲିକପ୍ଟରକୁ ପ୍ରସ୍ତୁତ କରାଯାଇଛି। ଏହି ହେଲିକପ୍ଟର ଖବୁ କମ ସମୟରେ ଭାରତୀୟ ଯବାନଙ୍କୁ ସମସ୍ତ ପ୍ରକାରର ଲଜିକାଲ ସହଯୋଗ କରିପାରିବ।

ଏହି ଦୁଇ ହେଲିକପ୍ଟରର ବିଶେଷତ୍ୱ ହେଲା, ଏହା ବିଶ୍ୱର ସବୁଠାରୁ ହାଲୁକା ଆକ୍ରମଣକାରୀ ହେଲିକପ୍ଟର। ଆତ୍ମନିର୍ଭର ଭାରତ ଅଭିଯାନ ଜରିଆରେ ଏଚଏଏଲ ପକ୍ଷରୁ ଏହାକୁ ଭାରତୀୟ ଯବାନଙ୍କୁ ସହାୟତା କରିବାକୁ ନିର୍ମାଣ କରାଯାଇଛି ବୋଲି ଏଚଏଏଲର ଅଧ୍ୟକ୍ଷ ଆର ମାଧବନ କହିଛନ୍ତି।

ଚଳିତ ବର୍ଷ ଶେଷ ସୁଦ୍ଧା ଏଚଏଏଲ ଆଉ ୧୫ଟି ହେଲିକପ୍ଟର ତିଆରି କରିବ। ଏହା ମଧ୍ୟରୁ ୧୦ଟି ବାୟୁସେନା ଓ ୫ଟି ଆର୍ମିକୁ ଦିଆଯିବ। ଭାରତୀୟ ବାୟୁସେନା ଓ ସ୍ଥଳ ସେନା ମିଳିତ ଭାବେ ୧୬୦ଟି ହାଲୁକା ଲଢ଼ୁଆ ହେଲିକପ୍ଟର ଆବଶ୍ୟକ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story