ଏନକାଉଣ୍ଟର ବେଳେ ପରିବାର ଲୋକଙ୍କ କଥା ଶୁଣିଲେ ଆତଙ୍କୀ, କଲେ ଆତ୍ମସମର୍ପଣ

କୁଲଗାମ: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। କୁଲଗାମର ଟୋଙ୍ଗଡୋଉନ ଠାରେ ଚାଲିଥିବା ଏନକାଉଣ୍ଟର ବେଳେ ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଂଗଠନ ଲସ୍କର-ଇ-ତାଏବାର ଦୁଇ ଜଣ ସ୍ଥାନୀୟ ସଦସ୍ୟ ସୁରକ୍ଷାକର୍ମୀଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଲଢ଼େଇ ଚାଲିଥିବା ବେଳେ ଦୁଇ ଆତଙ୍କବାଦୀଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଦୁଇ ଆତଙ୍କୀଙ୍କୁ ବାରମ୍ବାର ଆତ୍ମସମର୍ପଣ କରିବାକୁ ନିବେଦନ କରିଥିଲେ। ଆତ୍ମସମର୍ପଣ କଲେ ଜୀବନ ବଞ୍ଚିଯିବ ବୋଲି ବୁଝାଇଥିଲେ। ଶେଷରେ ପରିବାର ଲୋକଙ୍କ […]

l

l

Hemant Lenka
  • Published: Tuesday, 22 December 2020
  • Updated: 22 December 2020, 08:10 AM IST

Sports

Latest News

କୁଲଗାମ: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। କୁଲଗାମର ଟୋଙ୍ଗଡୋଉନ ଠାରେ ଚାଲିଥିବା ଏନକାଉଣ୍ଟର ବେଳେ ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଂଗଠନ ଲସ୍କର-ଇ-ତାଏବାର ଦୁଇ ଜଣ ସ୍ଥାନୀୟ ସଦସ୍ୟ ସୁରକ୍ଷାକର୍ମୀଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଲଢ଼େଇ ଚାଲିଥିବା ବେଳେ ଦୁଇ ଆତଙ୍କବାଦୀଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଦୁଇ ଆତଙ୍କୀଙ୍କୁ ବାରମ୍ବାର ଆତ୍ମସମର୍ପଣ କରିବାକୁ ନିବେଦନ କରିଥିଲେ। ଆତ୍ମସମର୍ପଣ କଲେ ଜୀବନ ବଞ୍ଚିଯିବ ବୋଲି ବୁଝାଇଥିଲେ।

ଶେଷରେ ପରିବାର ଲୋକଙ୍କ କଥା ଶୁଣି ଦୁଇ ଆତଙ୍କୀ ସୁରକ୍ଷାକର୍ମୀଙ୍କ ଆଗରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ନିକଟରୁ ବହୁ ପରିମାଣର ଆପତ୍ତିଜନକ ସାମଗ୍ରୀ ସହ ଦୁଇଟି ପିସ୍ତଲ ଓ ଗୁଳିଗୋଳା ଜବତ ହୋଇଛି। ସୁରକ୍ଷାକର୍ମୀ ଏଗୁଡ଼ିକ ଜବତ କରି ଦୁଇ ଆତଙ୍କୀଙ୍କୁ ପଚରାଉଚରା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story