ବ୍ରିଟେନ୍‌ କୋର୍ଟରେ ପାକିସ୍ତାନ ବିରୋଧରେ ଜିତିଲେ ହାଇଦ୍ରାବାଦ୍‌ର ନିଜାମ

ନୂଆଦିଲ୍ଲୀ: ସ୍ୱାଧୀନତା ପୂର୍ବରୁ ରାଜ୍ୟ ଥିବା ହାଇଦ୍ରାବାଦର ଅଷ୍ଟମ ନିଜାମ ପାକିସ୍ତାନ ବିରୋଧରେ ବ୍ରିଟେନ୍‌ ହାଇକୋର୍ଟରେ ଏକ ମାମଲାରେ ଜିତିଛନ୍ତି। ୭୦ ବର୍ଷ ତଳେ ବିବାଦରେ ଥିବା ୩୫ ମିଲିଅନ୍‌ ପାଉଣ୍ଡ ସମ୍ପତ୍ତି ଫେରି ପାଇଛନ୍ତି ନିଜାମ୍‌ ମୁକ୍‌ରମ୍‌ ଜା’। ପାକିସ୍ତାନ ସରକାର ଏହି ଫଣ୍ଡ ଉପରେ ମାଲିକାନା ଜାହିର କରିବା ସହ ୨୦୧୩ ମସିହାରେ ମାମଲା ରୁଜୁ କରିଥିଲେ। ନିଜାମଙ୍କର ଜଣେ ଓକିଲ ପଲ୍‌ ହେୱିଟ୍‌ କହିଥିଲେ, “୧୯୪୮ ମସିହାରୁ ବିବାଦରେ ଥିବା ଏହି ସମ୍ପତ୍ତି […]

nizam

nizam

Subrat Kumar Nayak
  • Published: Wednesday, 02 October 2019
  • Updated: 02 October 2019, 06:25 PM IST

Sports

Latest News

ନୂଆଦିଲ୍ଲୀ: ସ୍ୱାଧୀନତା ପୂର୍ବରୁ ରାଜ୍ୟ ଥିବା ହାଇଦ୍ରାବାଦର ଅଷ୍ଟମ ନିଜାମ ପାକିସ୍ତାନ ବିରୋଧରେ ବ୍ରିଟେନ୍‌ ହାଇକୋର୍ଟରେ ଏକ ମାମଲାରେ ଜିତିଛନ୍ତି। ୭୦ ବର୍ଷ ତଳେ ବିବାଦରେ ଥିବା ୩୫ ମିଲିଅନ୍‌ ପାଉଣ୍ଡ ସମ୍ପତ୍ତି ଫେରି ପାଇଛନ୍ତି ନିଜାମ୍‌ ମୁକ୍‌ରମ୍‌ ଜା’।

ପାକିସ୍ତାନ ସରକାର ଏହି ଫଣ୍ଡ ଉପରେ ମାଲିକାନା ଜାହିର କରିବା ସହ ୨୦୧୩ ମସିହାରେ ମାମଲା ରୁଜୁ କରିଥିଲେ।

ନିଜାମଙ୍କର ଜଣେ ଓକିଲ ପଲ୍‌ ହେୱିଟ୍‌ କହିଥିଲେ, “୧୯୪୮ ମସିହାରୁ ବିବାଦରେ ଥିବା ଏହି ସମ୍ପତ୍ତି ଉପରେ ନିଜାମ ଅଧିକାର ଫେରିପାଇଥିବାରୁ ଆମେ ଆନନ୍ଦିତ। ଏହା ଜଟିଲ ଇତିହାସ ଏବଂ ଆଇନ ସମସ୍ୟା ସମ୍ବଳିତ ଥିଲା। ତଥ୍ୟ ଏବଂ ପ୍ରମାଣରୁ ଜଣାଯାଇଛି ଏହା ସପ୍ତମ ନିଜାମଙ୍କ ତତ୍ତ୍ୱାବଧାନରେ ଥିଲା। ଆମ ମହକିଲ ୧୦ ବର୍ଷର ହୋଇଥିବାବେଳେ ଏହି ମାମଲା ଆରମ୍ଭ ହୋଇ ଏବେ ତାଙ୍କୁ ଅଶି ବର୍ଷ ହୋଇଥିବାବେଳେ ସରିଲା। ଖୁସି ଲାଗିଲା ତାଙ୍କ ଜୀବନ କାଳରେ ହିଁ ସେ ନ୍ୟାୟ ପାଇଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story