ଚାଷୀ ଆନ୍ଦୋଳନ ପ୍ରଶ୍ନରେ ଭାରତ-ପାକ୍‌ କଥା କହିଲେ ବ୍ରିଟିଶ ପିଏମ

ଲଣ୍ଡନ: ବ୍ରିଟେନ ପ୍ରଧନମନ୍ତ୍ରୀ ବୋରିସ ଜନସନ ସଂସଦରେ ବାଉଳିଚାଉଳି ହୋଇଛି। ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ତାଙ୍କର ଆଭିମୁଖ୍ୟ କ’ଣ, ସେକଥା ଜାଣିବା ପାଇଁ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ କରିଥିଲେ। ହେଲେ ସେ ଚାଷୀ ଆନ୍ଦୋଳନ ବଦଳରେ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା କଶ୍ମୀର ବିବାଦ ସମ୍ପର୍କରେ ଉତ୍ତର ଦେଇ ଲୋକହସା ହୋଇଛନ୍ତି। ବ୍ରିଟେନ ସଂସଦରେ ଚାଲିଥିବା ସାପ୍ତାହିକ ପ୍ରଧାନମନ୍ତ୍ରୀ ପ୍ରଶ୍ନ ସେସନରେ ଏହି ଘଟଣା ଘଟିଛି। ବିରୋଧୀ ଲେବର ପାର୍ଟିର ସାଂସଦ ତନମନଜୀତ ସିଂହ ଦେଶାଇ […]

y

y

Hemant Lenka
  • Published: Friday, 11 December 2020
  • Updated: 11 December 2020, 09:49 AM IST

Sports

Latest News

ଲଣ୍ଡନ: ବ୍ରିଟେନ ପ୍ରଧନମନ୍ତ୍ରୀ ବୋରିସ ଜନସନ ସଂସଦରେ ବାଉଳିଚାଉଳି ହୋଇଛି। ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ତାଙ୍କର ଆଭିମୁଖ୍ୟ କ’ଣ, ସେକଥା ଜାଣିବା ପାଇଁ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ କରିଥିଲେ। ହେଲେ ସେ ଚାଷୀ ଆନ୍ଦୋଳନ ବଦଳରେ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା କଶ୍ମୀର ବିବାଦ ସମ୍ପର୍କରେ ଉତ୍ତର ଦେଇ ଲୋକହସା ହୋଇଛନ୍ତି।

ବ୍ରିଟେନ ସଂସଦରେ ଚାଲିଥିବା ସାପ୍ତାହିକ ପ୍ରଧାନମନ୍ତ୍ରୀ ପ୍ରଶ୍ନ ସେସନରେ ଏହି ଘଟଣା ଘଟିଛି। ବିରୋଧୀ ଲେବର ପାର୍ଟିର ସାଂସଦ ତନମନଜୀତ ସିଂହ ଦେଶାଇ ଭାରତରେ ଚାଷୀମାନେ ନୂଆ କୃଷି ଆଇନକୁ ନେଇ କରୁଥିବା ଆନ୍ଦୋଳନ ସମ୍ପର୍କରେ ବ୍ରିଟିଶ ସରକାରଙ୍କ ଆଭିମୁଖ୍ୟ ଜାଣିବାକୁ ପ୍ରଶ୍ନ କରିଥିଲେ।

ସେ କହିଥିଲେ ଯେ “ଭାରତରେ ଚାଷୀମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିଲେ ହେଁ ସେମାନଙ୍କ ଉପରେ ପାଣି, ଲାଠି ମାଡ଼ କରାଯାଉଛି। ଏ ବିଷୟରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ତାଙ୍କ ଭାରତ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇ ଆପତ୍ତି କରିଛନ୍ତି କି? ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବା ସମସ୍ତର ସାମ୍ବିଧାନିକ ଅଧିକାର। ତେଣୁ ଭାରତ ସରକାର ତୁରନ୍ତ ବିବାଦର ସମାଧାନ କରିବାକୁ ପଦକ୍ଷେପ ନିଅନ୍ତୁ ବୋଲି କ’ଣ ଜନସନ କହିଛନ୍ତି କି?”

ଏହାକୁ ଠିକ୍‌ ଭାବେ ଜନସନ ବୁଝି ପାରି ନଥିଲେ। ତନମନଜୀତ ଭାରତ-ପାକିସ୍ତାନ ବିବାଦ କଥା ପଚାରୁଛନ୍ତି ବୋଲି ସେ ଭାବିଥିଲେ। ସେ ତୁରନ୍ତ ଏହାର ଜବାବ ଦେଇ କହିଥିଲେ ଯେ “ଭାରତ-ପାକିସ୍ତାନ ମଧ୍ୟରେ ଥିବା ଯେକୌଣସି ବିବାଦ ଦ୍ୱିପାକ୍ଷିକ। ଏହାକୁ ସେମାନେ ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା ସମାଧାନ କରିବେ। ଆମେ ଦୁଇ ଦେଶ ମଧ୍ୟରେ ଘଟୁଥିବା ଘଟଣାକୁ ଗୁରୁତର ସହ ନେଉଛୁ। ଆମର ଆଶା ଉପଯୁକ୍ତ ସମୟ ଓ ଆଲୋଚନା ଦ୍ୱାରା ଦୁଇ ଦେଶର ସରକାର ବିବାଦ ସମାଧାନ କରିବେ।”

ଏହା ଶୁଣି ବିରୋଧୀ ଦଳ ଗୁଡ଼ିକ ଜନସନଙ୍କୁ ତାଚ୍ଛଲ୍ୟ କରିଥିଲେ। ସେମାନେ କହିଥିଲେ ଯେ ଆମର ପ୍ରଶ୍ନ କ’ଣ ଥିଲା ଓ ଏହାର ଉତ୍ତର ଜନସନ କ’ଣ ଦେଉଛନ୍ତି।

ସୋଶାଲ ମିଡିଆରେ ଘଟଣାର ଭିଡିଓ ଭାଇରାଲ ହେବା ପରେ ବ୍ରିଟିଶ ବୈଦେଶିକ ମନ୍ତ୍ରଣାଳୟ ଏହା ଉପରେ ସ୍ପଷ୍ଟୀକରଣ ଦେଇଛି। ମନ୍ତ୍ରଣାଳୟ କହିଛି ଯେ ପ୍ରଧାନମନ୍ତ୍ରୀ ଜନସନ ଠିକ୍ ଭାବେ ପ୍ରଶ୍ନଟିକୁ ଶୁଣି ପାରି ନଥିଲେ। ତେବେ ଆମେ ଏଠାରେ କହିବାକୁ ଚାହୁଁଛୁ ଯେ ଭାରତରେ ଚାଲିଥିବା ଆନ୍ଦୋଳନ ଉପରେ ବୈଦେଶିକ ମନ୍ତ୍ରଣାଳୟର ଅଫିସ ନିୟମିତ ଭାବେ ନଜର ରଖିଛି। ତେଣୁ ଏହାକୁ ନେଇ ବିବାଦ କରିବାର ଆବଶ୍ୟକ ନାହିଁ।

ଅନ୍ୟପକ୍ଷରେ ଘଟଣାକୁ ନେଇ ବିରୋଧୀ ଲେବର ପାର୍ଟିର ଜଣେ ସାଂସଦ କହିଛନ୍ତି, ‌“ଆମ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଉତ୍ତରରୁ ଜଣାପଡ଼ୁଛି ଯେ ସେ କଶ୍ମୀର ଓ ପଞ୍ଜାବ ମଧ୍ୟରେ ଥିବା ପାର୍ଥକ୍ୟ ଜାଣି ନାହାନ୍ତି। କାହିଁକି ତାଙ୍କ ଉତ୍ତର ଶୁଣି ଆମେ ଆଶ୍ଚର୍ଯ୍ୟ ହେବୁ ନାହିଁ? ବିଶ୍ୱର ସବୁଠାରୁ ବଡ଼ ଆନ୍ଦୋଳନ ବିଷୟରେ ବୋଧେ ବୈଦେଶିକ ସଚିବ ଡୋମିନିକ ରାବା ବ୍ରିଟେନ ପିଏମଙ୍କୁ ଠିକ୍ ଭାବେ ଅବଗତ କରାଇ ନାହାନ୍ତି?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story