‘ପ୍ରଧାନମନ୍ତ୍ରୀଙ୍କ ପାଇଁ ମୋର ଚିନ୍ତା’: ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେବେନି ଉମା ଭାରତୀ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ରାମ ମନ୍ଦିର ନିର୍ମାଣ ପାଇଁ ଚାଲିଥିବା ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଉମା ଭାରତୀ ଆଜି ବଡ଼ ଘୋଷଣା କରିଛନ୍ତି। ସେ ଅଗଷ୍ଟ ୫ରେ ରାମ ମନ୍ଦିର ନିର୍ମାଣ ପାଇଁ ଅନୁଷ୍ଠିତ ହେଉଥିବା ଭୂମି ପୂଜନ କାର୍ଯ୍ୟକ୍ରମରେ ଭାଗ ନେବେ ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି, ମୁଁ ୫ ତାରିଖରେ ଅଯୋଧ୍ୟା ଯିବି। ହେଲେ ଭୂମି ପୂଜନ କାର୍ଯ୍ୟକ୍ରମରେ ସାମିଲ ହେବିନାହିଁ। କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ […]

fae

fae

Hemant Lenka
  • Published: Monday, 03 August 2020
  • Updated: 03 August 2020, 04:30 PM IST

Sports

Latest News

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ରାମ ମନ୍ଦିର ନିର୍ମାଣ ପାଇଁ ଚାଲିଥିବା ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଉମା ଭାରତୀ ଆଜି ବଡ଼ ଘୋଷଣା କରିଛନ୍ତି। ସେ ଅଗଷ୍ଟ ୫ରେ ରାମ ମନ୍ଦିର ନିର୍ମାଣ ପାଇଁ ଅନୁଷ୍ଠିତ ହେଉଥିବା ଭୂମି ପୂଜନ କାର୍ଯ୍ୟକ୍ରମରେ ଭାଗ ନେବେ ନାହିଁ ବୋଲି କହିଛନ୍ତି।

ସେ କହିଛନ୍ତି, ମୁଁ ୫ ତାରିଖରେ ଅଯୋଧ୍ୟା ଯିବି। ହେଲେ ଭୂମି ପୂଜନ କାର୍ଯ୍ୟକ୍ରମରେ ସାମିଲ ହେବିନାହିଁ। କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ସେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ସେ କହିଛନ୍ତି, “ମୁଁ ଯେତେବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ଅନ୍ୟ ବିଜେପି ନେତା କରୋନାରେ ଆକ୍ରାନ୍ତ ହୋଇଥିବା ଖବର ପାଇଥିଲି ସେତେବେଳେ ମୁଁ ଅଯୋଧ୍ୟା କାର୍ଯ୍ୟକ୍ରମରେ ଯୋଗଦେଉଥିବା ଲୋକଙ୍କ ପାଇଁ ଚିନ୍ତା ପ୍ରକଟ କରିଥିଲି। ବିଶେଷ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱାସ୍ଥ୍ୟାବସ୍ଥା ପାଇଁ ମୁଁ ବେଶୀ ଚିନ୍ତିତ। ମୁଁ ଟ୍ରେନ ଯୋଗେ ଭୋପାଲରୁ ଉତ୍ତର ପ୍ରଦେଶ ଯିବି। ମୁଁ ଅଯୋଧ୍ୟାରେ ପହଞ୍ଚିବା ବେଳକୁ କରୋନାରେ ଆକ୍ରାନ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟମାନେ ଯେଉଁଠି ଥିବେ, ସେଠାରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛି। ସମସ୍ତେ ଭୂମି ପୂଜନ ସ୍ଥଳରୁ ଚାଲି ଯିବା ପରେ ମୁଁ ସେଠାରେ ପହଞ୍ଚିବି। ଏଥିପାଇଁ ମୋତେ ଅତିଥି ତାଲିକାରୁ ବାଦ ଦେବାକୁ ମୁଁ କହି ସାରିଛି। ଭୂମି ପୂଜନ ବେଳେ ମୁଁ ସୂର୍ଯ୍ୟ ନଦୀର ଆଉ ଗୋଟିଏ କୂଳରେ ରହିବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story