ଉନା ପୀଡ଼ିତଙ୍କୁ କେଜ୍ରିୱାଲ୍‌ଙ୍କ ପରାମର୍ଶ: ଆତ୍ମହତ୍ୟା ନୁହେଁ ଆନ୍ଦୋଳନ କର

ଗୁଜରାଟ: ଗୁଜରାଟର ଉନାରେ ହୋଇଥିବା ଦଳିତଙ୍କ ଉପରେ ଆକ୍ରମଣ ମାମଲାରେ ରାଜନୀତି ଉଷ୍ମ ହେଉଛି। ଶୁକ୍ରବାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜକୋଟ ପହଞ୍ଚି ଡ଼ାକ୍ତରଖାନାରେ ପୀଡ଼ିତମାନଙ୍କୁ ଭେଟିଛନ୍ତି। କେଜ୍ରିୱାଲ ଗୁଜରାଟ ସରକାରଙ୍କୁ ଦଳିତ ବିରୋଧୀ କହିଛନ୍ତି। ଦିଲ୍ଲୀର ସିଏମ୍ ପୀଡ଼ିତମାନଙ୍କୁ କହିଛନ୍ତି, “ସେମାନେ ଆତ୍ମହତ୍ୟା ନ କରି ଆନ୍ଦୋଳନ କରନ୍ତୁ।” କେଜ୍ରିୱାଲ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିବା ଦଳିତମାନଙ୍କୁ ମଧ୍ୟ ଭେଟିଥିଲେ । ସେମାନଙ୍କ ସହିତ ସାକ୍ଷାତ ସମୟରେ ସେ କହିଲେ, “ଦଳିତମାନେ ଅନ୍ୟାୟ […]

kejriwal

kejriwal

Rakesh Mallick
  • Published: Friday, 22 July 2016
  • Updated: 22 July 2016, 04:56 PM IST

ଗୁଜରାଟ: ଗୁଜରାଟର ଉନାରେ ହୋଇଥିବା ଦଳିତଙ୍କ ଉପରେ ଆକ୍ରମଣ ମାମଲାରେ ରାଜନୀତି ଉଷ୍ମ ହେଉଛି। ଶୁକ୍ରବାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜକୋଟ ପହଞ୍ଚି ଡ଼ାକ୍ତରଖାନାରେ ପୀଡ଼ିତମାନଙ୍କୁ ଭେଟିଛନ୍ତି। କେଜ୍ରିୱାଲ ଗୁଜରାଟ ସରକାରଙ୍କୁ ଦଳିତ ବିରୋଧୀ କହିଛନ୍ତି। ଦିଲ୍ଲୀର ସିଏମ୍ ପୀଡ଼ିତମାନଙ୍କୁ କହିଛନ୍ତି, “ସେମାନେ ଆତ୍ମହତ୍ୟା ନ କରି ଆନ୍ଦୋଳନ କରନ୍ତୁ।”

କେଜ୍ରିୱାଲ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିବା ଦଳିତମାନଙ୍କୁ ମଧ୍ୟ ଭେଟିଥିଲେ । ସେମାନଙ୍କ ସହିତ ସାକ୍ଷାତ ସମୟରେ ସେ କହିଲେ, “ଦଳିତମାନେ ଅନ୍ୟାୟ ବିରୋଧରେ ଆନ୍ଦୋଳନ କରିବା ଦରକାର ଆତ୍ମହତ୍ୟା ନୁହେଁ।”

ଗୁଜରାଟ ଉନାରେ ଦଳିତମାନଙ୍କ ଉପରେ ହୋଇଥିବା ମାଡ଼ଙ୍କୁ ନେଇ ସଂସଦ ରୁ ରାଜ ରାସ୍ତା ପର୍ଯ୍ୟନ୍ତ ରାଜନୀତି ଚାଲିଛି। କେଜ୍ରିୱାଲଙ୍କ ପୂର୍ବରୁ କଂଗ୍ରେସ ଉପାଧ୍ୟାକ୍ଷ ରାହୁଲ ଗାନ୍ଧୀ ଉନା ଆସିଥିଲେ। କେଜ୍ରିଆଲ ରାଜକୋଟର ସିଭିଲ୍ ମେଡ଼ିକାଲରେ ଭର୍ତ୍ତି ଦଳିତ ଯୁବକମାନଙ୍କୁ ଦେଖା କରିବା ସହ ଗୁଜରାଟର ବିଜେପି ସରକାରଙ୍କ ବିରୁଦ୍ଧରେ ବିଷୋଦ୍‌ଗାର କରିଛନ୍ତି। ଅଭିଯୁକ୍ତ ଓ ପୋଲସିର ସଲାସୁତୁରାରେ ଦଳିତ ମାନଙ୍କୁ ମାଡ଼ ମରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story