କର୍ଣ୍ଣାଟକାରେ ହେବ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ!

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ମେଣ୍ଟ କରିଥିବା କଂଗ୍ରେସ ଓ ଜେଡିଏସ୍‌ ସରକାର ଭୁଶୁଡ଼ିବାର ଆଶଙ୍କା ଦୃଢ଼ୀଭୂତ ହେବାରେ ଲାଗିଛି। ଖୋଦ୍‌ ଜେଡିଏସ୍‌ ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ା ଏଭଳି ଆଶଙ୍କା କରିବା ସହ କର୍ଣ୍ଣାଟକାରେ ଖୁବ୍‌ଶୀଘ୍ର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେବ ବୋଲି ସେ କହିଛନ୍ତି। ଦେବଗୌଡ଼ା କହିଛନ୍ତି, “କର୍ଣ୍ଣାଟକାରେ ମୋ ପୁଅ ଏଚ୍‌ଡି କୁମାରସ୍ୱାମୀଙ୍କ ନେତୃତ୍ୱରେ କଂଗ୍ରେସ ଓ ଜେଡିଏସ୍‌ର ମେଣ୍ଟ ସରକାର ଚାଲିଛି। ହେଲେ ଏହା କେତେ ଦିନ ଚାଲିବ, ସେକଥା ମୁଁ କହିପାରିବି […]

er

er

Hemant Lenka
  • Published: Friday, 21 June 2019
  • Updated: 21 June 2019, 03:42 PM IST

Sports

Latest News

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ମେଣ୍ଟ କରିଥିବା କଂଗ୍ରେସ ଓ ଜେଡିଏସ୍‌ ସରକାର ଭୁଶୁଡ଼ିବାର ଆଶଙ୍କା ଦୃଢ଼ୀଭୂତ ହେବାରେ ଲାଗିଛି। ଖୋଦ୍‌ ଜେଡିଏସ୍‌ ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ା ଏଭଳି ଆଶଙ୍କା କରିବା ସହ କର୍ଣ୍ଣାଟକାରେ ଖୁବ୍‌ଶୀଘ୍ର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେବ ବୋଲି ସେ କହିଛନ୍ତି। ଦେବଗୌଡ଼ା କହିଛନ୍ତି, “କର୍ଣ୍ଣାଟକାରେ ମୋ ପୁଅ ଏଚ୍‌ଡି କୁମାରସ୍ୱାମୀଙ୍କ ନେତୃତ୍ୱରେ କଂଗ୍ରେସ ଓ ଜେଡିଏସ୍‌ର ମେଣ୍ଟ ସରକାର ଚାଲିଛି।

ହେଲେ ଏହା କେତେ ଦିନ ଚାଲିବ, ସେକଥା ମୁଁ କହିପାରିବି ନାହିଁ। ସରକାର କେତେ ଦିନ ତିଷ୍ଠି ରହିବ, ସେ ନିଷ୍ପତ୍ତି କେବଳ କଂଗ୍ରେସ ହାତରେ ରହିଛି। କୁମାରସ୍ୱାମୀ ମେଣ୍ଟ ସରକାରକୁ ବଞ୍ଚାଇ ରଖିବା ପାଇଁ ଯଥାସମ୍ଭବ ବୁଝାମଣା କରି ଚାଲିଛନ୍ତି। ଆମେ କଂଗ୍ରେସ ପାଇଁ ଗୋଟିଏ କ୍ୟାବିନେଟ୍‌ ମନ୍ତ୍ରୀ ପଦ ମଧ୍ୟ ଛାଡ଼ିଲୁ। ତେଣୁ ଏଠାରେ ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନ ହେବା କିଛି ଅସମ୍ଭବ ନୁହେଁ।

କଂଗ୍ରେସ ଆମକୁ ୫ ବର୍ଷ ପାଇଁ ସମର୍ଥନ କରିବ ବୋଲି କହିଥିଲା। ହେଲେ ଏବେ କଂଗ୍ରେସର ଆଚାର ବ୍ୟବହାର ବଦଳି ଯାଇଛି। କଂଗ୍ରେସ ମନେ ରଖିବା ଦରକାର ଯେ ଆମ ଲୋକମାନେ ବେଶ ଚତୁର। ସବୁ ପ୍ରକାରର ଚାଲର ଜବାବ ଦେବାକୁ ସେମାନେ ପ୍ରସ୍ତୁତ।”

ଏହାକୁ ନେଇ କର୍ଣ୍ଣାଟକା ରାଜନୀତିରେ ନାନା ତମ୍ଭିତୋଫାନ ହେବା ପରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ଗଣମାଧ୍ୟମ ଦେବଗୌଡ଼ାଙ୍କ ମନ୍ତବ୍ୟକୁ ବିଭ୍ରାନ୍ତ କରି ଉପସ୍ଥାପନ କରିଛି। ଆମ ସରକାର ପୂରା ୫ ବର୍ଷ ରାଜ୍ୟରେ ଶାସନ କରିବ।” ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ କଂଗ୍ରେସ ଓ ଜେଡିଏସ୍‌ ଗୋଟିଏ ଲେଖାଏ ସିଟ୍‌ ଜିତିଥିବା ବେଳେ ବିଜେପି ରାଜ୍ୟର ୨୮ଟି ଆସନରୁ ୨୬ଟିରେ ବାଜିମାତ କରିଥିଲା।

ଏହି ଫଳାଫଳ ଆସିବା ପରେ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟରେ ଫାଟ ସୃଷ୍ଟି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story