ମୋଦି-୨ ସରକାର: ପ୍ରତାପ ଷଡ଼ଙ୍ଗୀ ସବୁଠାରୁ ଗରିବ ମନ୍ତ୍ରୀ, ୨୨ ଜଣଙ୍କ ନାଁରେ ଅପରାଧିକ ମାମଲା

ନୂଆଦିଲ୍ଲୀ: ଶୁକ୍ରବାର ଠାରୁ ଦେଶରେ ଆରମ୍ଭ ହୋଇଛି ମୋଦି-୨ ସରକାର। ମୋଦିଙ୍କ ନୂଆ ଟିମ୍‌ରେ ୫୭ ଜଣ ସାଂସଦ ମନ୍ତ୍ରୀ ପଦ ପାଇଛନ୍ତି। ଏମାନଙ୍କ ମଧ୍ୟରେ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଥିବା ଓଡ଼ିଶାର ପ୍ରତାପ ଷଡ଼ଙ୍ଗୀ ହେଉଛନ୍ତି ସବୁଠାରୁ ଗରିବ ମନ୍ତ୍ରୀ। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୩ ଲକ୍ଷ ଟଙ୍କା। ପ୍ରତାପ ଷଡ଼ଙ୍ଗୀ ଓଡ଼ିଶାର ବାଲେଶ୍ୱର ଲୋକସଭା ଆସନରୁ ବିଜୟୀ ହୋଇଥିଲେ। ଏଠାରେ ତାଙ୍କର ଲଢ଼େଇ ଦୁଇ କୋଟିପତି ପ୍ରାର୍ଥୀଙ୍କ ସହ ହୋଇଥିଲେ ହେଁ ‘ନନା’ […]

pratap

pratap

Hemant Lenka
  • Published: Saturday, 01 June 2019
  • Updated: 01 June 2019, 03:36 PM IST

Sports

Latest News

ନୂଆଦିଲ୍ଲୀ: ଶୁକ୍ରବାର ଠାରୁ ଦେଶରେ ଆରମ୍ଭ ହୋଇଛି ମୋଦି-୨ ସରକାର। ମୋଦିଙ୍କ ନୂଆ ଟିମ୍‌ରେ ୫୭ ଜଣ ସାଂସଦ ମନ୍ତ୍ରୀ ପଦ ପାଇଛନ୍ତି। ଏମାନଙ୍କ ମଧ୍ୟରେ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଥିବା ଓଡ଼ିଶାର ପ୍ରତାପ ଷଡ଼ଙ୍ଗୀ ହେଉଛନ୍ତି ସବୁଠାରୁ ଗରିବ ମନ୍ତ୍ରୀ। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୩ ଲକ୍ଷ ଟଙ୍କା। ପ୍ରତାପ ଷଡ଼ଙ୍ଗୀ ଓଡ଼ିଶାର ବାଲେଶ୍ୱର ଲୋକସଭା ଆସନରୁ ବିଜୟୀ ହୋଇଥିଲେ। ଏଠାରେ ତାଙ୍କର ଲଢ଼େଇ ଦୁଇ କୋଟିପତି ପ୍ରାର୍ଥୀଙ୍କ ସହ ହୋଇଥିଲେ ହେଁ ‘ନନା’ ନାଁରେ ପରିଚିତ ପ୍ରତାପ ଷଡ଼ଙ୍ଗୀ ସେମାନଙ୍କୁ ମାତ ଦେଇ ସାଂସଦ ହୋଇଛନ୍ତି। ଏବେ ସେ ମୋଦିଙ୍କ ନୂଆ ଟିମ୍‌ରେ ଏମ୍‌ଏସ୍‌ଏମଇ, ଦୁଗ୍ଧ ଉତ୍ପାଦନ ଓ ମତ୍ସ୍ୟପାଳନର ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି।

ମୋଦିଙ୍କ ନୂଆ ଟିମ୍‌ରେ ଥିବା ୫୭ ଜଣ ସାଂସଦଙ୍କ ମଧ୍ୟରୁ ୫୧ ଜଣ ହେଉଛନ୍ତି କୋଟିପତି। ଏମାନଙ୍କ ମଧ୍ୟରୁ ଅକାଳୀ ଦଳର ନେତ୍ରୀ ହର୍ସିମିରତ କୌର ବାଦଲ ୨୧୭ କୋଟି ସମ୍ପତ୍ତି ସହ ସବୁଠାରୁ ଧନୀ ମନ୍ତ୍ରୀ। ତାଙ୍କ ପଛକୁ ପୀୟୁଷ ଗୋଏଲଙ୍କ ସମ୍ପତ୍ତିର ମୂଲ୍ୟ ୯୫ କୋଟି ରହିଥିବା ବେଳେ ରାଓ ଇନ୍ଦରଜିତ୍‌ଙ୍କ ସମ୍ପତ୍ତି ମୂଲ୍ୟ ୪୨ କୋଟି ରହିଛି।

ଅନ୍ୟପକ୍ଷରେ ମୋଦିଙ୍କ ନୂଆ ଟିମ୍‌ରେ ୨୨ ଜଣ ମନ୍ତ୍ରୀଙ୍କ ନାଁରେ ଅପରାଧିକ ମାମଲା ରହିଛି। ଏମାନଙ୍କ ମଧ୍ୟରୁ ୧୬ ଜଣ ମନ୍ତ୍ରୀଙ୍କ ନାଁରେ ଗୁରୁତର ଅପରାଧିକ ମାମଲା ରୁଜୁ କରାଯାଇଛି। ଗୁରୁତର ଅପରାଧିକ ମାମଲା ମଧ୍ୟରେ ଆତଙ୍କବାଦ, ହତ୍ୟା, ଦୁଷ୍କର୍ମ, ଲୁଟ୍‌, ସାଂପ୍ରଦାୟିକତା ଓ ଅପହରଣ ଭଳି ଘଟଣା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story