ଅମିତ ଶାହଙ୍କୁ କରୋନା ପରେ ଆଇସୋଲେସନରେ ଆଉ ଜଣେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ମନ୍ତ୍ରୀ ଓ ଅଧିକାରୀଙ୍କ ପ୍ରତି ସଂକ୍ରମଣର ଭୟ ସୃଷ୍ଟି ହୋଇଛି। ଗତକାଲି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ନିଜକୁ ସେଲଫ ଆଇସୋଲେସନ କରିଥିବା ବେଳେ ଆଜି ରବି ଶଙ୍କର ପ୍ରସାଦ ସମାନ ପଦକ୍ଷେପ ଗ୍ରହଣ କରିଛନ୍ତି। ରବିବାର ଶାହ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ମିଳିଥିଲା। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଶନିବାର ସନ୍ଧ୍ୟାରେ ରବି ଶଙ୍କର ପ୍ରସାଦ ତାଙ୍କୁ […]

fr

fr

Hemant Lenka
  • Published: Monday, 03 August 2020
  • Updated: 03 August 2020, 05:19 PM IST

Sports

Latest News

ନୂଆଦିଲ୍ଲୀ: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ମନ୍ତ୍ରୀ ଓ ଅଧିକାରୀଙ୍କ ପ୍ରତି ସଂକ୍ରମଣର ଭୟ ସୃଷ୍ଟି ହୋଇଛି। ଗତକାଲି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ନିଜକୁ ସେଲଫ ଆଇସୋଲେସନ କରିଥିବା ବେଳେ ଆଜି ରବି ଶଙ୍କର ପ୍ରସାଦ ସମାନ ପଦକ୍ଷେପ ଗ୍ରହଣ କରିଛନ୍ତି।

ରବିବାର ଶାହ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ମିଳିଥିଲା। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଶନିବାର ସନ୍ଧ୍ୟାରେ ରବି ଶଙ୍କର ପ୍ରସାଦ ତାଙ୍କୁ ଭେଟିଥିଲେ। ତେଣୁ ସେ ମଧ୍ୟ ସଂକ୍ରମିତ ହେବାର ଆଶଙ୍କା ପ୍ରକାଶ ପାଇବାରୁ ସେଲଫ ଆଇସୋଲେସନକୁ ଚାଲି ଯାଇଛନ୍ତି। ଏଯାଏ ରବି ଶଙ୍କର ପ୍ରସାଦଙ୍କର କୌଣସି ପ୍ରକାରର କରୋନା ଲକ୍ଷଣ ଦେଖାଯାଇ ନାହିଁ। ତଥାପି ସେ ୭ରୁ ୧୪ ଦିନ ଯାଏ ଆଇସୋଲେସନରେ ରହିବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story