ଲାଡେନ୍‌ ପୁଅକୁ ଆତଙ୍କୀ ଘୋଷଣା କରିବା ସହ କଳାତାଲିକା ଭୁକ୍ତ କଲା ଜାତିସଂଘ

ମିଳିତ ଜାତିସଂଘ: କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍‌ ଲାଡେନ୍‌ର ପୁଅ ହାମଜା ବିନ୍‌ ଲାଡେନ୍‌କୁ ଜାତିସଂଘ ସୁରକ୍ଷର ପରିଷଦ ଆଜି ଆତଙ୍କବାଦୀ ଘୋଷଣା କରିବା ସହ କଳାତାଲିକା ଭୁକ୍ତ କରିଛି। ଏବେ ଜାତିସଂଘ ସୁରକ୍ଷାର ପରିଷଦର ସମସ୍ତ ୧୫ଟି ରାଷ୍ଟ୍ର ତା’ ଉପରେ ସମସ୍ତ ପ୍ରକାରର କଟକଣା ଲାଗୁ କରିବେ। ହାମଜା ଏବେ ଆଫ୍‌ଗାନିସ୍ତାନ-ପାକିସ୍ତାନ ସୀମାରେ ରହୁଥିବା ଜଣାପଡ଼ିଛି। ଏଥିସହ ସେ ଅଲ କାଏଦ ମୁଖ୍ୟ ଥିବା ଅଇମାନ ଅଲ ଜାୱାରିର ଉତ୍ତରାଧିକାରୀ ହେବାକୁ ଯାଉଛି। ଏହି […]

t

t

Hemant Lenka
  • Published: Saturday, 02 March 2019
  • Updated: 02 March 2019, 04:09 PM IST

Sports

Latest News

ମିଳିତ ଜାତିସଂଘ: କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍‌ ଲାଡେନ୍‌ର ପୁଅ ହାମଜା ବିନ୍‌ ଲାଡେନ୍‌କୁ ଜାତିସଂଘ ସୁରକ୍ଷର ପରିଷଦ ଆଜି ଆତଙ୍କବାଦୀ ଘୋଷଣା କରିବା ସହ କଳାତାଲିକା ଭୁକ୍ତ କରିଛି। ଏବେ ଜାତିସଂଘ ସୁରକ୍ଷାର ପରିଷଦର ସମସ୍ତ ୧୫ଟି ରାଷ୍ଟ୍ର ତା’ ଉପରେ ସମସ୍ତ ପ୍ରକାରର କଟକଣା ଲାଗୁ କରିବେ।

ହାମଜା ଏବେ ଆଫ୍‌ଗାନିସ୍ତାନ-ପାକିସ୍ତାନ ସୀମାରେ ରହୁଥିବା ଜଣାପଡ଼ିଛି। ଏଥିସହ ସେ ଅଲ କାଏଦ ମୁଖ୍ୟ ଥିବା ଅଇମାନ ଅଲ ଜାୱାରିର ଉତ୍ତରାଧିକାରୀ ହେବାକୁ ଯାଉଛି। ଏହି ସୂଚନା ମିଳିବା ପରେ ଜାତିସଂଘ ତା’ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛି। ଜାତିସଂଘ ସୁରକ୍ଷା ପରିଷଦର ୧୨୬୭ ଆଇଏସ୍‌ ଓ ଅଲକାଏଦା କମିଟି ୨୯ ବର୍ଷୀୟ ହାମଜା ଉପରେ ଏଭଳି କଟକରଶ ଲଗାଇବାକୁ ନିଷ୍ପତ୍ତି ନେଇଛି।

ଗତକାଲି ଆମେରିକା ହାମଜା ସମ୍ପର୍କରେ ସୂଚନା ଦେଲେ ୭ କୋଟି ଟଙ୍କା ମିଳିବ ବୋଲି ପୁରସ୍କାର ଘୋଷଣା କରିଥିଲା। ଏଥିସହ ସାଉଦି ଆରବ ମଧ୍ୟ ହାମଜା ନାଗରିକତ୍ୱକୁ ଗତବର୍ଷ ନଭେମ୍ବରରେ ରଦ୍ଦ କରିଥିବା ଆଜି ସୂଚନା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story