ବଢ଼ିଲା ଅଯୋଧ୍ୟା ରାମଲଲ୍ଲା ମନ୍ଦିର କର୍ମଚାରୀଙ୍କ ଦରମା

ଲକ୍ଷ୍ନୌ: ଅଯୋଧ୍ୟାର ରାମ ଜନ୍ମଭୂମିରେ ଥିବା ରାମ ଲଲ୍ଲା ମନ୍ଦିରର ମୁଖ୍ୟ ପୂଜକ ଓ ଅନ୍ୟ ୮ ଜଣ କର୍ମଚାରୀଙ୍କ ଦରମା ବୃଦ୍ଧି କରିଛନ୍ତି ଉତ୍ତର ପ୍ରଦେଶର ଯୋଗୀ ସରକାର। ରାମଲଲ୍ଲା ହେଉଛି ଭଗବାନ ରାମଙ୍କ ଶିଶୁ ଅବତାର। ୧୯୯୨ରେ ଏଠାରେ ଥିବା ବାବ୍ରୀ ମସଜିଦକୁ ଭଙ୍ଗା ଯାଇଥିଲା। ଏହାପରେ ସୁପ୍ରିମକୋର୍ଟ ରାମଲଲ୍ଲା ଓ ଅସ୍ଥାୟୀ ମନ୍ଦିର ପାଇଁ ଜଣେ କେୟାର ଟେକର ପୂଜକ ନିଯୁକ୍ତ କରିଥିଲେ। ଅଯୋଧ୍ୟାର ଡିଭିଜନାଲ କମିଶନର ମନୋଜ ମିଶ୍ର କହିଛନ୍ତି, ରାମଲଲ୍ଲା […]

wa

wa

Hemant Lenka
  • Published: Monday, 19 August 2019
  • Updated: 19 August 2019, 04:15 PM IST

Sports

Latest News

ଲକ୍ଷ୍ନୌ: ଅଯୋଧ୍ୟାର ରାମ ଜନ୍ମଭୂମିରେ ଥିବା ରାମ ଲଲ୍ଲା ମନ୍ଦିରର ମୁଖ୍ୟ ପୂଜକ ଓ ଅନ୍ୟ ୮ ଜଣ କର୍ମଚାରୀଙ୍କ ଦରମା ବୃଦ୍ଧି କରିଛନ୍ତି ଉତ୍ତର ପ୍ରଦେଶର ଯୋଗୀ ସରକାର। ରାମଲଲ୍ଲା ହେଉଛି ଭଗବାନ ରାମଙ୍କ ଶିଶୁ ଅବତାର। ୧୯୯୨ରେ ଏଠାରେ ଥିବା ବାବ୍ରୀ ମସଜିଦକୁ ଭଙ୍ଗା ଯାଇଥିଲା। ଏହାପରେ ସୁପ୍ରିମକୋର୍ଟ ରାମଲଲ୍ଲା ଓ ଅସ୍ଥାୟୀ ମନ୍ଦିର ପାଇଁ ଜଣେ କେୟାର ଟେକର ପୂଜକ ନିଯୁକ୍ତ କରିଥିଲେ।

ଅଯୋଧ୍ୟାର ଡିଭିଜନାଲ କମିଶନର ମନୋଜ ମିଶ୍ର କହିଛନ୍ତି, ରାମଲଲ୍ଲା ମନ୍ଦିରର ଭତ୍ତାକୁ ମାସିକ ୨୬,୨୦୦ରୁ ୩୦ ହଜାରକୁ ବୃଦ୍ଧି କରାଯାଇଛି। ସେହିପରି ମନ୍ଦିରର କେୟାର ଟେକର ପୂଜକ ସତ୍ୟେନ୍ଦ୍ର ଦାସ ଏବେ ୧୩ ହଜାର ଟଙ୍କା ଦରମା ପାଇବେ। ୮ ଜଣ କର୍ମଚାରୀଙ୍କ ଦରମାରେ ୫୦୦ ଟଙ୍କା ଲେଖାଏ ବୃଦ୍ଧି କରାଯାଇଛି।

ଏମାନଙ୍କ ଦରମା ୭,୫୦୦ରୁ ୧୦ ହଜାର ମଧ୍ୟରେ ରହିଛି। ସରକାର ମନ୍ଦିରର ପ୍ରସାଦ ବାବଦ ଖର୍ଚ୍ଚ ମାସିକ ୮୦୦ ଟଙ୍କା ଲେଖାଏ ବୃଦ୍ଧି କରିଛନ୍ତି। ୧୯୯୨ରେ ମୁଖ୍ୟ ପୂଜକଙ୍କ ଦରମା ୧୫୦ ଟଙ୍କା ଥିଲା। ୨୦୧୭ ଯାଏ ଏଥିରେ ବୃଦ୍ଧି ଘଟି ପୂଜକ ଜଣଙ୍କ ମାସିକ ୮,୪୮୦ ଟଙ୍କା ପାଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story