ହାଥରସ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଚାପରେ ଥିବା ଉତ୍ତର ପ୍ରଦେଶ ସରକାର ଏହାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପୀଡ଼ିତାଙ୍କ ମୃତ୍ୟୁ ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଘଟଣାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହି ଟିମ୍‌ ୭ ଦିନ ମଧ୍ୟରେ ରିପୋର୍ଟ ଦେବାର ଥିଲା। କିନ୍ତୁ ଦେଶର ବିଭିନ୍ନ ସ୍ଥାନରେ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି ତୀବ୍ର ହୋଇଥିଲା। ରାଜନୀତିକ ଦଳ ଠାରୁ ଆରମ୍ଭ କରି ଗଣମାଧ୍ୟମର ସଦସ୍ୟମାନେ […]

fd

fd

Hemant Lenka
  • Published: Saturday, 03 October 2020
  • Updated: 03 October 2020, 09:34 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଚାପରେ ଥିବା ଉତ୍ତର ପ୍ରଦେଶ ସରକାର ଏହାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପୀଡ଼ିତାଙ୍କ ମୃତ୍ୟୁ ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଘଟଣାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହି ଟିମ୍‌ ୭ ଦିନ ମଧ୍ୟରେ ରିପୋର୍ଟ ଦେବାର ଥିଲା।

କିନ୍ତୁ ଦେଶର ବିଭିନ୍ନ ସ୍ଥାନରେ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି ତୀବ୍ର ହୋଇଥିଲା। ରାଜନୀତିକ ଦଳ ଠାରୁ ଆରମ୍ଭ କରି ଗଣମାଧ୍ୟମର ସଦସ୍ୟମାନେ ମଧ୍ୟ ପୁଲିସ୍‌ ଏବଂ ପ୍ରଶାସନର ଭୂମିକାକୁ ନେଇ ପ୍ରଶ୍ନ ଉଠିଥିଲା। ସରକାରଙ୍କ ଉପରେ ଚାପ ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।

ଉତ୍ତର ପ୍ରଦେଶର ହାଥରସରେ ସେପ୍ଟେମ୍ବର ୧୪ରେ ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଦୀର୍ଘ ଦୁଇ ସପ୍ତାହ ଧରି ଚିକିତ୍ସା ପାଇବା ପରେ ଶେଷରେ ପୀଡ଼ିତା ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ମଙ୍ଗଳବାର ଆଖି ବୁଜିଥିଲେ।

ପୀଡ଼ିତା ପରିବାର ବାରମ୍ବାର ନ୍ୟାୟିକ ତଦନ୍ତ ପାଇଁ ଦାବି କରୁଥିଲେ। ସେମାନେ ଏସଆଇଟି ତଦନ୍ତ ଉପରେ ଭରସା ରଖି ନଥିବା କହିଥିଲେ। ଆଜି ସିବିଆଇ ତଦନ୍ତ ନିର୍ଦ୍ଦେଶ ପରେ ବି ସେମାନେ ଖୁସି ନାହାନ୍ତି। ସେମାନେ କହିଛନ୍ତି, ଆମେ ସିବିଆଇ ତଦନ୍ତ ଚାହୁଁନାହୁଁ। ଘଟଣାର ନ୍ୟାୟିକ ତଦନ୍ତ ହେଉ। ସୁପ୍ରିମକୋର୍ଟର ଜଣେ ବିଚାରପତି ଘଟଣାର ତଦନ୍ତ କଲେ ପୂରା ସତ ସାମ୍ନାକୁ ଆସିପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story