ହାଥରସ ଘଟଣାରେ କାର୍ଯ୍ୟାନୁଷ୍ଠାନ: ଶେଷରେ ଏସପି, ଡିଏସପି ନିଲମ୍ବିତ ହେଲେ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଚାପରେ ଥିବା ଯୋଗୀ ସରକାର ଶେଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ୧୯ ବର୍ଷୀୟ ମହିଳାଙ୍କ ଗଣଦୁଷ୍କର୍ମ ଘଟଣାରେ ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହାଥରସ ଏସ୍‌ପି, ଡିଏସ୍‌ପି ଓ ଷ୍ଟେସନ ଇନସପେକ୍ଟରଙ୍କୁ ନିଲମ୍ବିତ କରିଛନ୍ତି। ଏହାବାଦ ଆଉ ୨ ଜଣ ପୁଲିସ୍‌ ଅଧିକାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା ଅଧିକାକାରୀମାନେ ହେଲେ ଏସ୍‌ପି ବିକ୍ରାନ୍ତ ବୀର, ଡିଏସ୍‌ପି ରାମ ଶାହବଡ, ଇନସପେକ୍ଟର ଦୀନେଶ […]

cd

cd

Hemant Lenka
  • Published: Friday, 02 October 2020
  • Updated: 02 October 2020, 09:43 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଚାପରେ ଥିବା ଯୋଗୀ ସରକାର ଶେଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ୧୯ ବର୍ଷୀୟ ମହିଳାଙ୍କ ଗଣଦୁଷ୍କର୍ମ ଘଟଣାରେ ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହାଥରସ ଏସ୍‌ପି, ଡିଏସ୍‌ପି ଓ ଷ୍ଟେସନ ଇନସପେକ୍ଟରଙ୍କୁ ନିଲମ୍ବିତ କରିଛନ୍ତି। ଏହାବାଦ ଆଉ ୨ ଜଣ ପୁଲିସ୍‌ ଅଧିକାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି।

ନିଲମ୍ବିତ ହୋଇଥିବା ଅଧିକାକାରୀମାନେ ହେଲେ ଏସ୍‌ପି ବିକ୍ରାନ୍ତ ବୀର, ଡିଏସ୍‌ପି ରାମ ଶାହବଡ, ଇନସପେକ୍ଟର ଦୀନେଶ ବାର୍ମ, ସବ୍‌ ଇନସପେକ୍ଟର ଜଗବୀର ସିଂହ ଓ କନଷ୍ଟେବଲ ମହେଶ ପଲ। ଶାମିଲର ଏସ୍‌ପି ଭୀନତ ଜୈସୱାଲଙ୍କୁ ହାଥରସ ଏସ୍‌ପି ଭାବେ ଚାର୍ଜ ଦିଆଯାଇଛି। ଏମାନଙ୍କର ନାର୍କୋ ଟେଷ୍ଟ ବା ମିଛ ଧରା ପରୀକ୍ଷା କରାଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ପୁଲିସ୍‌ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ହେଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ବିରୋଧରେ ପଦୁଟିଏ ମତ ଦେଇନାହାନ୍ତି। ଜିଲ୍ଲା ମାଜିଷ୍ଟ୍ରେଟ ପ୍ରବୀଣ କୁମାର ଖୋଲାଖୋଲି ଭାବେ ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ଧମକ ଦେବା ସହ ମୁହଁ ନ ଖୋଲିବାକୁ ଚେତାବନୀ ଦେଇଥିଲେ। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା। ହେଲେ ତାଙ୍କ ବିରୋଧରେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ।

ହାଥରସ ଘଟଣାର ତଦନ୍ତ ଏସଆଇଟି କରୁଛି। ପ୍ରାଥମିକ ତଦନ୍ତରୁ ପୁଲିସ୍‌ ଅଧିକାରୀଙ୍କ ଅବହେଳା ସାମ୍ନାକୁ ଆସିଛି। ଏହି କାରଣରୁ ସେମାନଙ୍କୁ ନିଲମ୍ବିତ କରିବାକୁ ଏସଆଇଟି ପରାମର୍ଶ ଦେଇଥିଲା। ସେହିପରି ଘଟଣା ସହ ଜଡ଼ିତ ସମସ୍ତଙ୍କର ନାର୍କୋ ଟେଷ୍ଟ ହେବ ବୋଲି ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ସମସ୍ତ ଅଭିଯୁକ୍ତ ଓ ପରିବାର ଲୋକ ରହିଛନ୍ତି।

ଏହାପୂର୍ବରୁ ଉତ୍ତର ପ୍ରଦେଶ ହାଥରସ ଜିଲ୍ଲା ଅନ୍ତର୍ଗତ ଚନ୍ଦପା ପୁଲିସ୍ ଷ୍ଟେସନର ଏସଏଚ୍‌ଓକୁ କାର୍ଯ୍ୟରେ ଅବହେଳା ପାଇଁ ଜିଲ୍ଲା ପୁଲିସ୍ ଲାଇନକୁ ବଦଳି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story