ପତ୍ନୀ ବିଜେପିର ସଦସ୍ୟତା କାର୍ଯ୍ୟକ୍ରମରେ ଭାଗ ନେବାରୁ ମାଡ଼ ଖାଇଲେ ସ୍ୱାମୀ

ଆଲିଗଡ଼: ଉତ୍ତର ପ୍ରଦେଶର ଆଲିଗଡ଼ରେ ଜଣେ ସ୍ଥାନୀୟ ବିଜେପି ନେତାଙ୍କୁ କିଛି ଲୋକ ଆକ୍ରମଣ କରିବା ସହ ଧମକଚମକ ଦେଇଛନ୍ତି। ତାଙ୍କ ପତ୍ନୀ ବିଜେପିର ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମରେ ଯୋଗଦେବାରୁ ସ୍ୱାମୀ ଜଣଙ୍କ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ମହମ୍ମଦ ମହଶୀନ ନାମକ ଏହି ବ୍ୟକ୍ତି ଜଣଙ୍କ ଅଭିଯୋଗ କରିଛନ୍ତି ଯେ “୭ରୁ ୮ ଜଣ ଯୁବକ ମୋ ଅଫିସରେ ପହଞ୍ଚି ମୋତେ ଆକ୍ରମଣ କରିଥିଲେ। ସେମାନେ ମୋ ପତ୍ନୀ ଟ୍ରିପଲ ତଲାକ ସମ୍ପର୍କରେ ମୁହଁ ନ […]

nu

nu

Hemant Lenka
  • Published: Sunday, 11 August 2019
  • Updated: 11 August 2019, 12:35 PM IST

ଆଲିଗଡ଼: ଉତ୍ତର ପ୍ରଦେଶର ଆଲିଗଡ଼ରେ ଜଣେ ସ୍ଥାନୀୟ ବିଜେପି ନେତାଙ୍କୁ କିଛି ଲୋକ ଆକ୍ରମଣ କରିବା ସହ ଧମକଚମକ ଦେଇଛନ୍ତି। ତାଙ୍କ ପତ୍ନୀ ବିଜେପିର ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମରେ ଯୋଗଦେବାରୁ ସ୍ୱାମୀ ଜଣଙ୍କ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି।

ମହମ୍ମଦ ମହଶୀନ ନାମକ ଏହି ବ୍ୟକ୍ତି ଜଣଙ୍କ ଅଭିଯୋଗ କରିଛନ୍ତି ଯେ “୭ରୁ ୮ ଜଣ ଯୁବକ ମୋ ଅଫିସରେ ପହଞ୍ଚି ମୋତେ ଆକ୍ରମଣ କରିଥିଲେ। ସେମାନେ ମୋ ପତ୍ନୀ ଟ୍ରିପଲ ତଲାକ ସମ୍ପର୍କରେ ମୁହଁ ନ ଖୋଲିବାକୁ ଧମକ ମଧ୍ୟ ଦେଇଥିଲେ। ଏଥିସହ ମୋ ପତ୍ନୀ ବିଜେପି ସହ କାର୍ଯ୍ୟ ନ କରିବାକୁ ଚେତାବନୀ ଦେଇଥିଲେ। ଏହାପରେ ସେମାନେ ମୋତେ ମାଡ଼ ମାରିଥିଲେ।”

ମହମ୍ମଦଙ୍କ ପତ୍ନୀ ଫରହୀନ ମୋହିନ ଏନେଇ ପୁଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମରେ ମୁଁ ଭାଗ ନେଇଥିଲି। ଏହି ସମୟରେ ମୁସଲିମ ଧର୍ମର ଅନେକ ଲୋକ ବିଜେପିରେ ସାମିଲ ହେବାକୁ ଆଗ୍ରହ ଦେଖାଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରିପଲ ତଲାକକୁ ବ୍ୟାନ୍‌ କରିଥିବାରୁ, ମୁସଲିମ ମହିଳାମାନେ ବିଜେପି ପ୍ରତି ଆକୃଷ୍ଟ ହେଉଛନ୍ତି। କିନ୍ତୁ ମହିଳାମାନଙ୍କ ସ୍ୱାମୀମାନେ ଏହାକୁ ବିରୋଧ କରୁଛନ୍ତି। ଏଥିପାଇଁ ସେମାନେ ମୋ ସ୍ୱାମୀଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି।”
ପୁଲିସ୍‌ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story