ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ୨ ମାସରେ ସରକାରୀ ଘର ଛାଡ଼ିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କୁ ସରକାରୀ କ୍ୱାର୍ଟର୍ସ ଦେବାକୁ ୟୁପି ସରକାର ଜାରି କରିଥିବା ନୋଟିସ୍‌କୁ ଆଜି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଏହାସହ ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କୁ ୨ ମାସ ମଧ୍ୟରେ ସରକାରୀ ଘର ଛାଡିବାକୁ ସୁପ୍ରିମକୋର୍ଟ ତାଙ୍କ ରାୟରେ ନିର୍ଦ୍ଦେଶ ଦେଇଛନ୍ତି। ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମୟାବତୀ, ମୁଲାୟମ ସିଂହ ଯାଦବ, ରାଜନାଥ ସିଂହ ଓ ରାମ ନରେଶ ଯାଦବ ବର୍ତ୍ତମାନ ସୁଦ୍ଧା ସରକାରୀ ଘରେ ରହୁଛନ୍ତି। ଏମାନଙ୍କୁ ସାରା ଜୀବନ ପାଇଁ ଘର ଦେଇ ହେବ […]

supreme-court,,

supreme-court,,

Rakesh Mallick
  • Published: Monday, 01 August 2016
  • Updated: 01 August 2016, 04:30 PM IST

Sports

Latest News

ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କୁ ସରକାରୀ କ୍ୱାର୍ଟର୍ସ ଦେବାକୁ ୟୁପି ସରକାର ଜାରି କରିଥିବା ନୋଟିସ୍‌କୁ ଆଜି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଏହାସହ ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କୁ ୨ ମାସ ମଧ୍ୟରେ ସରକାରୀ ଘର ଛାଡିବାକୁ ସୁପ୍ରିମକୋର୍ଟ ତାଙ୍କ ରାୟରେ ନିର୍ଦ୍ଦେଶ ଦେଇଛନ୍ତି।

ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମୟାବତୀ, ମୁଲାୟମ ସିଂହ ଯାଦବ, ରାଜନାଥ ସିଂହ ଓ ରାମ ନରେଶ ଯାଦବ ବର୍ତ୍ତମାନ ସୁଦ୍ଧା ସରକାରୀ ଘରେ ରହୁଛନ୍ତି। ଏମାନଙ୍କୁ ସାରା ଜୀବନ ପାଇଁ ଘର ଦେଇ ହେବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

୧୨ ବର୍ଷ ପୂର୍ବେ ଲୋକ ପ୍ରହରୀ ନାମକ ଏକ ଏନଜିଓ ମୁଖ୍ୟମନ୍ତ୍ରୀମାନଙ୍କୁ ସରକାରୀ ଘର ଦେବାକୁ ବିରୋଧ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଏହାର ବିଚାର କରି କୋର୍ଟ ୨୦୧୪ ଡିସେମ୍ବରରେ ରାୟ ସଂରକ୍ଷିତ ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story