ମଦୁଆ ବାପ ପାଇଁ ଆତ୍ମହତ୍ୟା କଲା ପୁଅ: ସୁଇସାଇଡ୍‌ ନୋଟରେ ଲେଖିଲା ଏମିତି କଥା...

ଚେନ୍ନାଇ: ତାମିଲନାଡୁରେ ଘଟିଛି ଏକ ଅଭାବନୀୟ ଘଟଣା। ବାପାଙ୍କ ମଦ୍ୟପାନ ଅଭ୍ୟାସରୁ ବିରକ୍ତ ହୋଇ ଜୀବନ ହାରିଛନ୍ତି ଜଣେ ଯୁବକ। ତିରୁନେଲ୍‌ଭେଲିର ଏକ ପୋଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ସହ ଏକ ସୁଇସାଇଡ୍ ନୋଟ୍‌କୁ ଜବତ କରିଛି ପୋଲିସ୍‌। ଯେଉଁଥିରେ ଲେଖାଅଛି  “ଆପ୍ପା, ମୁଁ ଦିନେସ୍‌ ଏ ଚିଠିକୁ ଲେଖୁଛି। ମୁଁ ମରିବା ପରେ ତୁମେ ମୋ ଚିତାରେ ମୁଖାଗ୍ନି ଦେବନି, କାରଣ ତୁମେ ମଦ ପିଉଛ। ତୁମେ ମୁଣ୍ଡନ ହେବା ମଧ୍ୟ ଉଚିତ ନୁହେଁ। ମୋର […]

suicide img final

suicide img final

Rakesh Mallick
  • Published: Monday, 07 May 2018
  • Updated: 07 May 2018, 02:33 PM IST

Sports

Latest News

ଚେନ୍ନାଇ: ତାମିଲନାଡୁରେ ଘଟିଛି ଏକ ଅଭାବନୀୟ ଘଟଣା। ବାପାଙ୍କ ମଦ୍ୟପାନ ଅଭ୍ୟାସରୁ ବିରକ୍ତ ହୋଇ ଜୀବନ ହାରିଛନ୍ତି ଜଣେ ଯୁବକ। ତିରୁନେଲ୍‌ଭେଲିର ଏକ ପୋଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ସହ ଏକ ସୁଇସାଇଡ୍ ନୋଟ୍‌କୁ ଜବତ କରିଛି ପୋଲିସ୍‌। ଯେଉଁଥିରେ ଲେଖାଅଛି  "ଆପ୍ପା, ମୁଁ ଦିନେସ୍‌ ଏ ଚିଠିକୁ ଲେଖୁଛି। ମୁଁ ମରିବା ପରେ ତୁମେ ମୋ ଚିତାରେ ମୁଖାଗ୍ନି ଦେବନି, କାରଣ ତୁମେ ମଦ ପିଉଛ। ତୁମେ ମୁଣ୍ଡନ ହେବା ମଧ୍ୟ ଉଚିତ ନୁହେଁ। ମୋର କ୍ରିୟାକର୍ମ କରିବେ ନାହିଁ। ଏହା ମୋର ଶେଷ ଇଚ୍ଛା। ଅନ୍ତଃତ ପକ୍ଷେ ଏବେ ମଦ ପିଇବା ବନ୍ଦ କରିଦିଅ। ତାହେଲେ ମୋର ଆତ୍ମାକୁ ଶାନ୍ତି ମିଳିବ। ଦେଖିବା ତାମିଲନାଡୁ ସରକାର ଏବେ ମଦ କାରବାର ଉପରେ ରୋକ ଲଗାଇବେ କି ନାହିଁ। ଯଦି ସେ ମଦ କାରବାର ବନ୍ଦ ନକଲେ, ତେବେ ମୋର ଆତ୍ମା ଆସି ଏହାକୁ କରିବ।"

ଦିନେସ୍‌ ଜଣେ ମେଧାବୀ ଛାତ୍ର। ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେବାପରେ ସେ ନ୍ୟାସନାଲ ଏଲିଜିବିଲିଟି ଆଣ୍ଡ ଏନ୍‌ଟ୍ରାନ୍ସ ଟେଷ୍ଟ (ନିଟ୍‌) ପାଇଁ ପ୍ରସ୍ତୁତ ହେଉଥିଲେ। ତାଙ୍କ ମାଆ ଏସାକିଆମ୍ମଲ୍‌ଙ୍କର ୯ବର୍ଷ ପୂର୍ବରୁ ଦେହାନ୍ତ ହୋଇଯାଇଥିଲା। ଏହାପରେ ତାଙ୍କ ବାପା ଦ୍ୱିତୀୟ ବିବାହ କଲେ। ବୃତ୍ତିରେ ତାଙ୍କ ବାପା ଜଣେ ଶ୍ରମିକ।

ପ୍ରତ୍ୟକ ଦିନ ଦିନେସ୍‌ଙ୍କ ବାପା ମଦ୍ୟପାନ କରୁଥିଲେ। ଯାହାକୁ ଦେଖି ଦିନେସ୍‌ ବିରକ୍ତ ହୋଇପଡିଥିଲେ। ବହୁତ ଥର ବାପାଙ୍କୁ ସେ ମଦ୍ୟପାନ କରିବାକୁ ରୋକିଛନ୍ତି, କିନ୍ତୁ ବାପାଙ୍କର ଏହି ବଦଅଭ୍ୟାସ କେବେ ବଦଳିଲାନାହିଁ। ଯେତେଥର ଦିନେସ୍‌ ବାପାଙ୍କୁ ମଦ ପିଇବାରୁ ରୋକନ୍ତି ସେତେଥର ତାଙ୍କ ଭିତରେ ଯୁକ୍ତିତର୍କ ଲାଗେ। କେବେକେବେ ତାଙ୍କ ବାପା ତାଙ୍କୁ ମାରିବାକୁ ମଧ୍ୟ ପଛାନ୍ତି ନାହିଁ।  ମାଆ ମଲାପରେ ଦିନେସ୍ ତାଙ୍କ ମାମୁଁ ଘରେ ରହୁଥିଲେ, ମାମୁଁ ସଂକରାକୁଥଲମ୍‌ଙ୍କ କହିବା ଅନୁଯାୟୀ "ଦିନେସ୍‌ ତାଙ୍କ ବାପାଙ୍କୁ ଖୁବ୍‌ ଭଲ ପାଆନ୍ତି। ଗତ ୫ବର୍ଷ ହେବ ସେ ତାଙ୍କ ବାପାଙ୍କୁ ମଦ ପିଇବାରୁ ରୋକୁଥିଲେ। କିନ୍ତୁ ତାଙ୍କ ବାପା କେବେ ତାଙ୍କ କଥା ଶୁଣୁନଥିଲେ କି ମଦ ପିଇବା ବନ୍ଦ କରୁନଥିଲେ"।

ଦିନେସ୍‌ଙ୍କ ଜେଜେବାପାଙ୍କ କହିବା ଅନୁଯାୟୀ  "ଦିନେସ୍ ଜଣେ ଭଲ ଛାତ୍ର ଥିଲେ। ବଡ ହୋଇ ସେ ଜଣେ ଡାକ୍ତର ହେବାପାଇଁ ଚାହୁଁଥିଲେ।"

ଦଶମ ଶ୍ରଣୀ ବୋର୍ଡ ପରୀକ୍ଷାରେ ସେ ମୋଟ ୫୦୦ ମାର୍କରୁ ୪୬୪ମାର୍କ ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story