କିଛି ସ୍ୱାସ୍ଥ୍ୟକର୍ମୀ ଟିକା ନେବାକୁ ମନା କରିବା କେନ୍ଦ୍ର ସରକାରଙ୍କୁ ଦୁଃଖିତ କରୁଛି

ନୂଆଦିଲ୍ଲୀ: କରୋନା ସହ ସମ୍ମୁଖ ଭାଗରେ ରିହି ଲଢ଼େଇ କରୁଥିବା ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀମାନେ ଟିକା ନେବାକୁ ମନା କରିବା ଆମକୁ ବ୍ୟଥିତ କରୁଛି। ସେମାନେ ଟିକା ନେବାକୁ ମନା କରିବା ଠିକ ନୁହେଁ ବୋଲି ଆଜି କେନ୍ଦ୍ର ସରକାର କହିଛନ୍ତି। ବରିଷ୍ଠ ମେଡିକାଲ ବିଶେଷଜ୍ଞ ଓ ନୀତି ଆୟୋଗ ସଦସ୍ୟମାନେ କହିଛନ୍ତି ଯେ ଟିକା ନେବାକୁ ଥିବା ଲୋକମାନେ ଗୁଜବରେ ବିଶ୍ୱାସ କରିବା ଉଚିତ ନୁହେଁ। ଦୁଇଟି ଯାକ ଟିକା ସଂପୂର୍ଣ୍ଣ ସୁରକ୍ଷିତ। […]

ftas

ftas

Hemant Lenka
  • Published: Tuesday, 19 January 2021
  • Updated: 19 January 2021, 06:57 PM IST

Sports

Latest News

ନୂଆଦିଲ୍ଲୀ: କରୋନା ସହ ସମ୍ମୁଖ ଭାଗରେ ରିହି ଲଢ଼େଇ କରୁଥିବା ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀମାନେ ଟିକା ନେବାକୁ ମନା କରିବା ଆମକୁ ବ୍ୟଥିତ କରୁଛି। ସେମାନେ ଟିକା ନେବାକୁ ମନା କରିବା ଠିକ ନୁହେଁ ବୋଲି ଆଜି କେନ୍ଦ୍ର ସରକାର କହିଛନ୍ତି।

ବରିଷ୍ଠ ମେଡିକାଲ ବିଶେଷଜ୍ଞ ଓ ନୀତି ଆୟୋଗ ସଦସ୍ୟମାନେ କହିଛନ୍ତି ଯେ ଟିକା ନେବାକୁ ଥିବା ଲୋକମାନେ ଗୁଜବରେ ବିଶ୍ୱାସ କରିବା ଉଚିତ ନୁହେଁ। ଦୁଇଟି ଯାକ ଟିକା ସଂପୂର୍ଣ୍ଣ ସୁରକ୍ଷିତ। ଟିକା ନେବା ପରେ ଦେଖାଯାଉଥିବା ପାର୍ଶ୍ୱପ୍ରତିକ୍ରିୟା ଏକ ସାଧାରଣ ଘଟଣା। ଏହାକୁ ଦୃଷ୍ଟିରେ ରଖି ଟିକାକରଣ କାର୍ଯ୍ୟକ୍ରମରୁ ଲୋକମାନେ ଦୂରେଇ ରହିବା ଉଚିତ ନୁହେଁ।

ନୀତି ଆୟୋଗ ସଦସ୍ୟ ଡା ଭିକେ ପଲ କହିଛନ୍ତି, କରୋନାକୁ ମାତ ଦେବାକୁ ପ୍ରସ୍ତୁତ ହୋଇଥିବା ଟିକା ପାଇଁ ଅନେକ ପରିଶ୍ରମ କରାଯାଇଛି। ଏପରି ସ୍ଥିତିରେ ଯଦି ଆମ ଡାକ୍ତର ଓ ନର୍ସମାନେ ଟିକା ନେବାକୁ ମନା କରିବେ, ତା’ହେଲେ ଏହା ନିଶ୍ଚିତ ଭାବେ ଦୁଃଖର ବିଷୟ। ଏହି ମହାମାରୀ କ’ଣ କରିପାରିବ, ସେକଥା କେହି ଜାଣି ନାହାନ୍ତି। ଏହା ଆମକୁ କ’ଣ ଦେବ, ସେ କଥା କାହାକୁ ଜଣାନାହିଁ।

ତେଣୁ ଦୟା କରି ସମସ୍ତେ ଟିକା ନିଅନ୍ତୁ। ଟିକାର ପାର୍ଶ୍ୱପ୍ରତିକ୍ରିୟା ଆଦୌ ଗୁରତର ନୁହେଁ। ଦୁଇଟି ଯାକ ଟିକା ସଂପୂର୍ଣ୍ଣ ସୁରକ୍ଷିତ। ଯଦି ବି କିଛି ସମସ୍ୟା ଦେଖାଯାଏ, ତା’ହେଲେ ଏହାର ମୁକାବିଲା ପାଇଁ ସବୁ ପ୍ରକାରର ପ୍ରସ୍ତୁତି କରାଯାଇଛି।

ତେଣୁ ସ୍ୱାସ୍ଥ୍ୟକର୍ମୀମାନେ ଟିକା ନେବାକୁ କୁଣ୍ଠାବୋଧ ପ୍ରକାଶ କରନ୍ତୁ ନାହିଁ। ସେମାନେ ଟିକା ନେଇ ଅନ୍ୟମାନଙ୍କ ପାଇଁ ରୋଲ ମଡେଲ ବନ୍ତୁ। ମୁଁ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ହାତ ଯୋଡ଼ି ଅନୁରୋଧ କରୁଛି ଯେ ସେମାନେ ଟିକା ନିଅନ୍ତୁ। ମୁଁ ନିଜେ କୋଭାକ୍ସିନ ଟିକା ନେଇଛି। ଏହା ସଂପୂର୍ଣ୍ଣ ସୁରକ୍ଷିତ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story