ଉରୀ ଆକ୍ରମଣ ଭାରତ ପ୍ରାୟୋଜିତ ଥିଲା: ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ

ଇସଲାମାବାଦ: ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱଜା ଆସିଫ ଭାରତ ବିରୋଧରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,“ଜମ୍ମୁ-କାଶ୍ମୀରର ଉରୀ ଆକ୍ରମଣ ପାଇଁ ପାକିସ୍ତାନ ନୁହେଁ ନିଜେ ଭାରତ ଦାୟୀ । ଏହା ଭାରତ ଦ୍ୱାରା ପ୍ରାୟୋଜିତ ଥିଲା।” କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ଯେତିକି ଚିନ୍ତିତ, ଭାରତ ସେତିକି ନୁହେଁ। କାଶ୍ମୀର ପ୍ରତି ଭାରତର କୌଣସି ଆନ୍ତରିକତା ନ ଥିବା ସାରା ଦୁନିଆ ଜାଣିଛି ବୋଲି ଆସିଫ ଅଭିଯୋଗ କରିଛନ୍ତି। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏପରି […]

khawaja-asif

khawaja-asif

Rakesh Mallick
  • Published: Wednesday, 28 September 2016
  • Updated: 04 May 2017, 03:44 PM IST

Sports

Latest News

ଇସଲାମାବାଦ: ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱଜା ଆସିଫ ଭାରତ ବିରୋଧରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,“ଜମ୍ମୁ-କାଶ୍ମୀରର ଉରୀ ଆକ୍ରମଣ ପାଇଁ ପାକିସ୍ତାନ ନୁହେଁ ନିଜେ ଭାରତ ଦାୟୀ । ଏହା ଭାରତ ଦ୍ୱାରା ପ୍ରାୟୋଜିତ ଥିଲା।”

କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ଯେତିକି ଚିନ୍ତିତ, ଭାରତ ସେତିକି ନୁହେଁ। କାଶ୍ମୀର ପ୍ରତି ଭାରତର କୌଣସି ଆନ୍ତରିକତା ନ ଥିବା ସାରା ଦୁନିଆ ଜାଣିଛି ବୋଲି ଆସିଫ ଅଭିଯୋଗ କରିଛନ୍ତି।

ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏପରି ମନ୍ତବ୍ୟ ଉପରେ ଭାରତ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଉରୀ ଆକ୍ରମଣରେ ପାକିସ୍ତାନ ହାତ ଥିବା ଆମ ପାଖରେ ପ୍ରମାଣ ରହିଛି ବୋଲି ଭାରତ କହିଛି। ପାକିସ୍ତାନ ଆତଙ୍କବାଦକୁ ସମର୍ଥନ କରିବା ବନ୍ଦ କରିବାକୁ ଭାରତ ଆହ୍ୱାନ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story