ଉରୀ ଆତଙ୍କୀ ଆକ୍ରମଣ: ଆଉ ଜଣେ ଯବାନ ସହିଦ୍‌

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ଉରୀ ସେନା ମୁଖ୍ୟାଳୟରେ ଆତଙ୍କବାଦୀ ଆକ୍ରମଣରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ଆଉ ଜଣେ ଯବାନ ଆଜି ସକାଳେ ସହିଦ ହୋଇଛନ୍ତି। ତାଙ୍କ ନାଁ ନାୟକ ରାଜକିଶୋର ସିଂ। ତାଙ୍କୁ ଗୁରୁତର ଅବସ୍ଥାରେ ଦିଲ୍ଲୀସ୍ଥିତ ଆର୍ମି ରିସର୍ଚ୍ଚ ଆଣ୍ଡ୍‌ ରେଫରଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସହିଦ ରାଜକିଶୋରଙ୍କ ଘର ବିହାର ଭୋଜପୁର ଜିଲ୍ଲାର ଆରା ତହସିଲ୍‌ ପିପରାତି ଗାଁରେ । ଏହାସହିତ ସହିଦ୍‌ ଯବାନଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ସୂଚନାଯୋଗ୍ୟ, ଗତ ୧୮ ତାରିଖରେ […]

uri-attack-soldier

uri-attack-soldier

Rakesh Mallick
  • Published: Friday, 30 September 2016
  • Updated: 30 September 2016, 12:50 PM IST

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ଉରୀ ସେନା ମୁଖ୍ୟାଳୟରେ ଆତଙ୍କବାଦୀ ଆକ୍ରମଣରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ଆଉ ଜଣେ ଯବାନ ଆଜି ସକାଳେ ସହିଦ ହୋଇଛନ୍ତି। ତାଙ୍କ ନାଁ ନାୟକ ରାଜକିଶୋର ସିଂ। ତାଙ୍କୁ ଗୁରୁତର ଅବସ୍ଥାରେ ଦିଲ୍ଲୀସ୍ଥିତ ଆର୍ମି ରିସର୍ଚ୍ଚ ଆଣ୍ଡ୍‌ ରେଫରଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସହିଦ ରାଜକିଶୋରଙ୍କ ଘର ବିହାର ଭୋଜପୁର ଜିଲ୍ଲାର ଆରା ତହସିଲ୍‌ ପିପରାତି ଗାଁରେ । ଏହାସହିତ ସହିଦ୍‌ ଯବାନଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି।

ସୂଚନାଯୋଗ୍ୟ, ଗତ ୧୮ ତାରିଖରେ ପାକିସ୍ତାନ ଆତଙ୍କବାଦୀମାନେ ଉରୀ ସେନା ମୁଖ୍ୟାଳୟରେ ଆକ୍ରମଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos