ଉରୀ ଆକ୍ରମଣ ଉପରେ ପ୍ରଶ୍ନକୁ ନେଇ ନୱାଜ ସରୀଫ୍ ଚୁପ୍ ରହିଲେ

ନୂଆଦିଲ୍ଲୀ: ୟୂଏନ୍ ଜେନେରାଲ ଆସେମ୍ବ୍ଲିରେ ଯୋଗଦେବା ଅବସରରେ ପାକ୍ ପ୍ରଧାନମନ୍ତ୍ରୀ ନୱାଜ ସରୀଫଙ୍କୁ ଉରୀ ଆକ୍ରମଣକୁ ନେଇ ପ୍ରଶ୍ନ କରାଯାଇଥିଲା। ସମ୍ବାଦିକଙ୍କ ପ୍ରଶ୍ନରେ ସରୀଫ କୌଣସି ଟିପ୍ପଣୀ କରିବାକୁ ମନା କରିଥିଲେ। ଏହା ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରି ସରତାଜ ଅଜିଜ୍ ମଧ୍ୟ ଉରୀ ସଂପର୍କିତ ପ୍ରଶ୍ନକୁ ଟାଳି ଦେଇଥିଲେ। ଆସନ୍ତା୨୬ସେପ୍ଟେମ୍ବରରେ ହେବାକୁ ଥିବା ଏହି ଆସେମ୍ବ୍ଲିରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଯୋଗ ଦେଇ ଉରୀ ଆକ୍ରମଣ ଏବଂ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପକୁ […]

nawaz-sharif

nawaz-sharif

Rakesh Mallick
  • Published: Tuesday, 20 September 2016
  • Updated: 20 September 2016, 02:54 PM IST

Sports

Latest News

ନୂଆଦିଲ୍ଲୀ: ୟୂଏନ୍ ଜେନେରାଲ ଆସେମ୍ବ୍ଲିରେ ଯୋଗଦେବା ଅବସରରେ ପାକ୍ ପ୍ରଧାନମନ୍ତ୍ରୀ ନୱାଜ ସରୀଫଙ୍କୁ ଉରୀ ଆକ୍ରମଣକୁ ନେଇ ପ୍ରଶ୍ନ କରାଯାଇଥିଲା। ସମ୍ବାଦିକଙ୍କ ପ୍ରଶ୍ନରେ ସରୀଫ କୌଣସି ଟିପ୍ପଣୀ କରିବାକୁ ମନା କରିଥିଲେ। ଏହା ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରି ସରତାଜ ଅଜିଜ୍ ମଧ୍ୟ ଉରୀ ସଂପର୍କିତ ପ୍ରଶ୍ନକୁ ଟାଳି ଦେଇଥିଲେ। ଆସନ୍ତା୨୬ସେପ୍ଟେମ୍ବରରେ ହେବାକୁ ଥିବା ଏହି ଆସେମ୍ବ୍ଲିରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଯୋଗ ଦେଇ ଉରୀ ଆକ୍ରମଣ ଏବଂ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ନେଇ ପାକିସ୍ତାନକୁ ସମାଲୋଚନା କରିବେ ବୋଲି ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story