ଭାରତକୁ ୨୨ଟି ଡ୍ରୋନ୍‌ ବିକ୍ରି କରିବ ଆମେରିକା: ସହଜ ହେବ ଶତ୍ରୁ ଉପରେ ନଜର ରଖିବା

ୱାଶିଂଟନ୍: ଭାରତକୁ ୨୨ଟି ଗାର୍ଜିୟନ୍ ଡ୍ରୋନ୍‌ ବିକ୍ରି କରିବ ଆମେରିକା। ଏହି ନିଷ୍ପତ୍ତି ସମ୍ପର୍କରେ ବିଦେଶ ମନ୍ତ୍ରଣାଳୟ ଭାରତ ସରକାରଙ୍କୁ ଅବଗତ କରାଇଛି। ଏହି ଡ୍ରୋନ୍‌ର ଦାମ ଦୁଇରୁ ତିନି ଆରବ ଡଲାର ଅର୍ଥାତ୍ ପ୍ରାୟ ୧୩୦ରୁ  ୧୯୪ ଆରବ ଟଙ୍କା ହୋଇଥିବା ଅନୁମାନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ  ୱାଶିଂଟନ୍ ଯାତ୍ରା ପୂର୍ବରୁ ଆମେରିକା ସରକାରଙ୍କ ଏହି ନିଷ୍ପତ୍ତି ବ୍ୟବସାୟଗତ ଦ୍ୱିପାକ୍ଷିକ ସମ୍ପର୍କ ଦୃଷ୍ଟିରୁ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। କାରଣ ପୂର୍ବରୁ ଓବାମା ରାଷ୍ଟ୍ରପତି ଥିବା […]

drone

drone

Rakesh Mallick
  • Published: Friday, 23 June 2017
  • Updated: 23 June 2017, 10:58 AM IST

ୱାଶିଂଟନ୍: ଭାରତକୁ ୨୨ଟି ଗାର୍ଜିୟନ୍ ଡ୍ରୋନ୍‌ ବିକ୍ରି କରିବ ଆମେରିକା। ଏହି ନିଷ୍ପତ୍ତି ସମ୍ପର୍କରେ ବିଦେଶ ମନ୍ତ୍ରଣାଳୟ ଭାରତ ସରକାରଙ୍କୁ ଅବଗତ କରାଇଛି। ଏହି ଡ୍ରୋନ୍‌ର ଦାମ ଦୁଇରୁ ତିନି ଆରବ ଡଲାର ଅର୍ଥାତ୍ ପ୍ରାୟ ୧୩୦ରୁ  ୧୯୪ ଆରବ ଟଙ୍କା ହୋଇଥିବା ଅନୁମାନ କରାଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ  ୱାଶିଂଟନ୍ ଯାତ୍ରା ପୂର୍ବରୁ ଆମେରିକା ସରକାରଙ୍କ ଏହି ନିଷ୍ପତ୍ତି ବ୍ୟବସାୟଗତ ଦ୍ୱିପାକ୍ଷିକ ସମ୍ପର୍କ ଦୃଷ୍ଟିରୁ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। କାରଣ ପୂର୍ବରୁ ଓବାମା ରାଷ୍ଟ୍ରପତି ଥିବା ବେଳେ ‘ମେଜର ଡିଫେନ୍ସ ପାର୍ଟନର’ରେ ଭାରତକୁ ଶ୍ରେଷ୍ଠ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହାକୁ ଆମେରିକା ସଂସଦର ଅନୁମତି ମଧ୍ୟ ମିଳିଥିଲା।

ଗାର୍ଜିୟନ ଡ୍ରୋନ୍ ଗୁଇନ୍ଦା ଓ ଶତ୍ରୁ ପକ୍ଷ ଉପରେ ରଖିବ ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story