ଶେଷରେ ପରାଜୟ ସ୍ୱୀକାର କଲେ ଟ୍ରମ୍ପ, ୨୦ରେ ଶପଥ ନେବେ ବାଇଡେନ

ୱାଶିଂଟନ: ପ୍ରବଳ ହିଂସାକାଣ୍ଡ ଓ ବାଦ ବିବାଦ ପରେ ଶେଷରେ ନିଜର ପରାଜୟ ସ୍ୱୀକାର କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଆମେରିକା ସଂସଦ ବା କଂଗ୍ରେସ ଆଜି ବିଧିବଦ୍ଧ ଭାବେ ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନଙ୍କ ବିଜୟ ଉପରେ ମୋହର ମାରିବା ପରେ ଟ୍ରମ୍ପଙ୍କ ସବୁ ଦାବି ନିଷ୍ଫଳ ହୋଇଯାଇଛି। ଆମେରିକା ସଂସଦ ଆଜି ବାଇଡେନଙ୍କ ବିଜୟକୁ ସୁନିଶ୍ଚିତ କରିଥିବାରୁ ସେ ଆସନ୍ତା ୨୦ ତାରିଖରେ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ। ତାଙ୍କ ସହ […]

v

v

Hemant Lenka
  • Published: Thursday, 07 January 2021
  • Updated: 07 January 2021, 03:29 PM IST

Sports

Latest News

ୱାଶିଂଟନ: ପ୍ରବଳ ହିଂସାକାଣ୍ଡ ଓ ବାଦ ବିବାଦ ପରେ ଶେଷରେ ନିଜର ପରାଜୟ ସ୍ୱୀକାର କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଆମେରିକା ସଂସଦ ବା କଂଗ୍ରେସ ଆଜି ବିଧିବଦ୍ଧ ଭାବେ ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନଙ୍କ ବିଜୟ ଉପରେ ମୋହର ମାରିବା ପରେ ଟ୍ରମ୍ପଙ୍କ ସବୁ ଦାବି ନିଷ୍ଫଳ ହୋଇଯାଇଛି। ଆମେରିକା ସଂସଦ ଆଜି ବାଇଡେନଙ୍କ ବିଜୟକୁ ସୁନିଶ୍ଚିତ କରିଥିବାରୁ ସେ ଆସନ୍ତା ୨୦ ତାରିଖରେ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ। ତାଙ୍କ ସହ ଉପ ରାଷ୍ଟ୍ରପତି କମଲା ହାରିସ ମଧ୍ୟ ପଦ ଓ ଗୋପନୀୟତାର ଶପଥ ନେବେ।

ଆଜି ଆମେରିକା ସଂସଦର ବୈଠକ ବସିଥିଲା। ଏଥିରେ ଉପ ରାଷ୍ଟ୍ରପତି ମାଇକ ପେନ୍ସ କେତେ ଇଲେକ୍ଟୋରାଲ ଭୋଟ ବାଇଡେନଙ୍କ ସପକ୍ଷରେ ପଡ଼ିଛି, ତା’କୁ ଗଣତି କରିଥିଲେ। ଗଣତି ବେଳେ ବାଇଡେନଙ୍କ ସପକ୍ଷରେ ୩୬୦ଟି ଇଲେକ୍ଟୋରାଲ ଭୋଟ ଥିବା ସେ ଘୋଷଣା କରିଥିଲେ। ସେହିପରି ଟ୍ରମ୍ପଙ୍କ ସପକ୍ଷରେ ୨୩୨ଟି ଇଲେକ୍ଟୋରାଲ ଭୋଟ ପଡ଼ିଛି।

ଆଜି ସିନେଟର ବୈଠକ ବସିଥିବା ବେଳେ କ୍ୟାପିଟୋଲ ବିଲ୍ଡିଂ (ସଂସଦ) ପରିସରରେ ପ୍ରବଳ ହିଂସାକାଣ୍ତ ଘଟିଥିଲା। ଟ୍ରମ୍ପଙ୍କ ସମର୍ଥକମାନେ ସଂସଦ ବିଲଡିଂରେ ଧସେଇ ପସିବାରୁ ପରିସ୍ଥିତି ଅଣାୟତ୍ତ ହୋଇଥିଲା। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ଥିତିକୁ ଦେଖି ୱାଶିଂଟନରେ ଜରୁରୀ କାଳୀନ ପରିସ୍ଥିତି ଲାଗୁ କରାଯାଇଛି।

ଅନ୍ୟପକ୍ଷରେ ଆମେରିକା ସଂସଦ ବାଇଡେନଙ୍କ ବିଜୟରେ ମୋହର ମାରିଥିବାରୁ ଟ୍ରମ୍ପ ନିଜର ପରାଜୟ ସ୍ୱୀକାର କରିଛନ୍ତି। ସେ ଶୃଙ୍ଖଳିତ ଭାବେ ହ୍ୱାଇଟ ହାଉସ ଛାଡ଼ିବା ସହ କ୍ଷମତା ହସ୍ତାନ୍ତର କରିବେ ବୋଲି କହିଛନ୍ତି। ସେ କହିଛନ୍ତି, ନିର୍ବାଚନର ଫଳାଫଳ ଯାହା ଆସିଲା, ସେଥିରେ ମୁଁ ଆଦୌ ଏକମତ ନୁହେଁ। ତଥାପି ଜାନୁଆରୀ ୨୦ରେ ସବୁକିଛି ଶୃଙ୍ଖଳାର ସହ ବାଇଡେନଙ୍କୁ ହସ୍ତାନ୍ତର କରାଯିବ।

ସୂଚନାଯୋଗ୍ୟ, ସିନେଟର ଉଭୟ ସଂସଦ ବିସିବା ପୂର୍ବରୁ ରାତି ପ୍ରାୟ ଗୋଟାଏ ବେଳେ ଟ୍ରମ୍ପଙ୍କ ସମର୍ଥକମାନେ କ୍ୟାପିଟାଲୋ ବିଲଡିଂ (ସଂସଦ) ନିକଟରେ ଥିବା ବ୍ୟାରିକେଡକୁ ଭାଙ୍ଗି ଏହା ମଧ୍ୟକୁ ଧସେଇ ପସିବାକୁ ଚେଷ୍ଟା କରିଥିଲେ। ଆନ୍ଦୋଳନକାରୀ ନିଜ ହାତରେ ଆମେରିକୀୟ ପତାକା ଏବଂ ପ୍ଲାକାର୍ଡ ଧରିଥିଲେ।

ପୁଲିସ୍‌ ସେମାନଙ୍କୁ ଅଟକାଇବାରୁ ପ୍ରବଳ ମାରପିଟ ହୋଇଥିଲା। ହ୍ୱାଇଟ ହାଉସର ମିଡିଆ ସଚିବ ଟ୍ୱିଟ୍ କରି କହିଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ନ୍ୟାସନାଲ ଗାର୍ଡ ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ପ୍ରତିରକ୍ଷା ଟିମ୍ ନିୟୋଜିତ ଅଛନ୍ତି।

ଶାନ୍ତି ବଜାୟ ରଖିବା ପାଇଁ ରାଷ୍ଟ୍ରପତି ଅପିଲ୍ କରିଛନ୍ତି। ଟ୍ରମ୍ପଙ୍କ ସମର୍ଥକମାନେ ଭୋଟ୍ ଗଣନାକୁ ବନ୍ଦ କରିବା ପାଇଁ କ୍ୟାପିଟାଲ ବିଲଡିଂରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ, ପରେ ପୁଲିସ ତାଙ୍କୁ ଅଟକାଇବାରୁ ଗୁଳିମାଡ଼ ହୋଇଥିଲା।

ୱାଶିଂଟନ୍ ଡିସିର ମେୟର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ଓ ନୂଆ ରାଷ୍ଟ୍ରପତି ଦାୟିତ୍ୱ ନନେବା ଯାଏ ଏହା ବଳବତ୍ତର ରହିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story