ଟ୍ରମ୍ପଙ୍କୁ ଭେଟିଲେ ମୋଦି, ୨୭ରେ ହେବ ବଡ଼ ଘୋଷଣା

ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦ୍ୱିତୀୟ ଥର ଭେଟିଛନ୍ତି। ଏହି ଅବସରରେ ଟ୍ରମ୍ପ ‘ହାଓଡି ମୋଦି’ କାର୍ଯ୍ୟକ୍ରମକୁ ଆସିଥିବାରୁ ମୋଦି ଧନ୍ୟବାଦ ଜଣାଇଥିଲେ। ଆଜି ପରେ ଆସନ୍ତା ୨୭ ତାରିଖରେ ମଧ୍ୟ ମୋଦି ,ବଂ ଟ୍ରମ୍ପଙ୍କ ମଧ୍ୟରେ ଭେଟ ହେବ। ଏହି ଅବସରରେ ବହୁ ବଡ଼ ଘୋଷଣା ହେବା ଆଶଙ୍କା କରାଯାଉଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପୂର୍ବରୁ ସ୍ୱୀକାର କରିଥିଲେ ଆଇଏସ୍‌ଆଇ ଅଲ୍‌ କାଏଦାକୁ ତାଲିମ ଦେଇଛି। ଏହାର […]

modi-trump

modi-trump

Subrat Kumar Nayak
  • Published: Tuesday, 24 September 2019
  • Updated: 24 September 2019, 10:56 PM IST

Sports

Latest News

ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦ୍ୱିତୀୟ ଥର ଭେଟିଛନ୍ତି। ଏହି ଅବସରରେ ଟ୍ରମ୍ପ ‘ହାଓଡି ମୋଦି’ କାର୍ଯ୍ୟକ୍ରମକୁ ଆସିଥିବାରୁ ମୋଦି ଧନ୍ୟବାଦ ଜଣାଇଥିଲେ। ଆଜି ପରେ ଆସନ୍ତା ୨୭ ତାରିଖରେ ମଧ୍ୟ ମୋଦି ,ବଂ ଟ୍ରମ୍ପଙ୍କ ମଧ୍ୟରେ ଭେଟ ହେବ। ଏହି ଅବସରରେ ବହୁ ବଡ଼ ଘୋଷଣା ହେବା ଆଶଙ୍କା କରାଯାଉଛି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପୂର୍ବରୁ ସ୍ୱୀକାର କରିଥିଲେ ଆଇଏସ୍‌ଆଇ ଅଲ୍‌ କାଏଦାକୁ ତାଲିମ ଦେଇଛି। ଏହାର ପ୍ରତିକ୍ରିୟାରେ ଟ୍ରମ୍ପ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କ କଥା ବୁଝିବେ। ସେ ମୋଦିଙ୍କୁ ଇସ୍‌ଲାମିକ୍‌ ଆତଙ୍କବାଦର ମୂଳୋତ୍ପାଟନ କରିବାରେ ରକ୍‌ଷ୍ଟାର ଏଲ୍‌ଭିସ୍‌ ପ୍ରେସ୍‌ଲୀଙ୍କ ସହ ତୁଳନା କରିଥିଲେ। ଟ୍ରମ୍ପ ଏହି ଅବସରରେ କହିଥିଲେ, ମୋଦି ଏବଂ ଇମ୍ରାନ୍‌ ଖାନ୍‌ ପରସ୍ପରକୁ ଯେତେ ଜାଣିବାକୁ ଆରମ୍ଭ କରିବେ ଉଭୟ ରାଷ୍ଟ୍ର ମଧ୍ୟରେ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ ଆଶାବାଦୀ ଅଛନ୍ତି।

ମୋଦିଙ୍କ ଆମେରିକା ଗସ୍ତରେ ଟ୍ରମ୍ପଙ୍କ ସହ ୩ ଥର ଭେଟ ହେବାର ଥିଲା। ଥରେ ୨୨ରେ, ଆଜି ନ୍ୟୁୟର୍କର ଜାତିସଂଘ ମୁଖ୍ୟାଳୟରେ ଏବଂ ଆସନ୍ତା ୨୭ରେ ତୃତୀୟ ଥର ପାଇଁ ଦ୍ୱିପାକ୍ଷିକ ଆଲୋଚନା ହେବ। ଆସନ୍ତା ୨୭ ତାରିଖରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ଚୁକ୍ତି ହେବାର ସମ୍ଭାବନା ରହିଛି। ନିଜେ ଟ୍ରମ୍ପ ଏହି ବିଷୟରେ ସୂଚନା ଦେଇ କହିଛନ୍ତି, ଆମେ ଖୁବ୍‌ ଶୀଘ୍ର ବାଣିଜ୍ୟିକ ଚୁକ୍ତି କରିବୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story