ରୁଷ ଓ ଚାଇନାର କରୋନା ଟିକାକୁ ବ୍ୟବହାର କରିବନି ଆମେରିକା, ସୁରକ୍ଷା ନେଇ ଉଠାଇଲା ପ୍ରଶ୍ନ

ୱାଶିଂଟନ: ମହାମାରୀ କରୋନା ଭାଇରସକୁ ମାତ ଦେବା ପାଇଁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଟିକା ବାହାର କରିବା ପ୍ରକ୍ରିୟା ଜାରି ରଖିଛନ୍ତି। ଏହି ତାଲିକାରେ ରୁଷ ଓ ଚାଇନା ସବୁଠାରୁ ଆଗରେ ରହିଥିବା କୁହାଯାଉଛି। ତେବେ ରୁଷ ଓ ଚାଇନା ଦ୍ୱାରା ପରୀକ୍ଷା ଚାଲିଥିବା କରୋନା ଟିକାର ପ୍ରଭାବକୁ ନେଇ ଆମେରିକା ପ୍ରଶ୍ନ ଉଠାଇଛି। ଏଥିସହ ଆମେରିକା ଦରକାର ପଡ଼ିଲେ ରୁଷ ଓ ଚାଇନା ଦ୍ୱାରା ପ୍ରସ୍ତୁତ ହେଉଥିବା ଟିକା ବଜାରକୁ ଆସିଲେ ମଧ୍ୟ ଏହାକୁ ବ୍ୟବହାର […]

rfr

rfr

Hemant Lenka
  • Published: Saturday, 01 August 2020
  • Updated: 01 August 2020, 04:38 PM IST

Sports

Latest News

ୱାଶିଂଟନ: ମହାମାରୀ କରୋନା ଭାଇରସକୁ ମାତ ଦେବା ପାଇଁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଟିକା ବାହାର କରିବା ପ୍ରକ୍ରିୟା ଜାରି ରଖିଛନ୍ତି। ଏହି ତାଲିକାରେ ରୁଷ ଓ ଚାଇନା ସବୁଠାରୁ ଆଗରେ ରହିଥିବା କୁହାଯାଉଛି। ତେବେ ରୁଷ ଓ ଚାଇନା ଦ୍ୱାରା ପରୀକ୍ଷା ଚାଲିଥିବା କରୋନା ଟିକାର ପ୍ରଭାବକୁ ନେଇ ଆମେରିକା ପ୍ରଶ୍ନ ଉଠାଇଛି।

ଏଥିସହ ଆମେରିକା ଦରକାର ପଡ଼ିଲେ ରୁଷ ଓ ଚାଇନା ଦ୍ୱାରା ପ୍ରସ୍ତୁତ ହେଉଥିବା ଟିକା ବଜାରକୁ ଆସିଲେ ମଧ୍ୟ ଏହାକୁ ବ୍ୟବହାର କରିବ ନାହିଁ ବୋଲି କହିଛି।

ବିଶ୍ୱରେ ୬,୭୯,୦୦୦ ଲୋକଙ୍କ ଜୀବନ ନେବା ସହ ୧୭.୯ ମିଲିୟନରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଥିବା କରୋନା ଭାଇରସ ଆମେରିକାରେ ସବୁଠାରୁ ଅଧିକ କ୍ଷତି ଘଟାଇଛି। ଚାଇନାରୁ ଏହା ପ୍ରଥମେ ଆରମ୍ଭ ହୋଇ ଭାରତ ସମେତ ସମଗ୍ର ବିଶ୍ୱକୁ କଲବଲ କରୁଛି।

ରୁଷ ମଧ୍ୟ କ୍ଷତିଗ୍ରସ୍ତ ତାଲିକାର ୪ର୍ଥ ସ୍ଥାନରେ ରହିଛି। ତେଣୁ ସବୁ ଦେଶ ଭଳି ରୁଷ ଓ ଚାଇନା ମଧ୍ୟ କରୋନା ସଂକ୍ରମଣକୁ ରୋକିବା ପାଇଁ ଟିକା ବା ଭ୍ୟାକସିନ ବାହାର କରିବା ପ୍ରକ୍ରିୟାରେ ଲାଗିଛନ୍ତି। ଏପରି କି ଆସନ୍ତା ସେପ୍ଟେମ୍ବର ମାସରେ ରୁଷ ଦ୍ୱାରା ପ୍ରସ୍ତୁତ ଟିକା ବଜାରକୁ ଛଡ଼ା ଯିବା ବୋଲି କିଛି ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଛନ୍ତି।

କିନ୍ତୁ ଆମେରିକାର ସଂକ୍ରମଣ ରୋକ ବିଶେଷଜ୍ଞ ଆନ୍ଥୋନି ଫାଉସି କହିଛନ୍ତି, ରୁଷ ଓ ଚାଇନା ଦ୍ୱାରା ଟିକାକୁ ବ୍ୟବହାର କରିବ ନାହିଁ। କାରଣ ଏମାନେ କୌଣସି ପ୍ରକାରର ସୁରକ୍ଷା ବ୍ୟବସ୍ଥାକୁ ପରୀକ୍ଷା ବେଳେ ବ୍ୟବହାର କରିନାହାନ୍ତି। ଚାଇନା ଓ ରୁଷ କରୋନା ପାଇଁ ପ୍ରସ୍ତୁତ କରିଥିବା ଟିକାକୁ ଭଲ ଭାବେ ପରୀକ୍ଷା କରି ଏହାକୁ ବଜାରକୁ ଛାଡ଼ିବେ ବୋଲି ମୋର ଆଶା। ଏହା ପୂର୍ବରୁ ବଜାରକୁ ଛାଡ଼ିବା ମସ୍ତ ବଡ଼ ଭୁଲ ହେବ।

ଆମେରିକା କଥା ବିଚାରକୁ ନେଲେ ଏଠାକାର ସରକାର ‘ଅପରେସନ ୱାର ସ୍ପିଡ’ ଆଧାରରେ କରୋନା ଟିକା କାର୍ଯ୍ୟରେ ଲାଗିଛନ୍ତି। ଫାର୍ମା ଜିଆଣ୍ଟ ସାନଫୋଇ ଓ ଜିଏସକେକୁ ୨.୧ ବିଲିୟନ ଡଲାରର ଆର୍ଥିକ ସହାୟତା ଘୋଷଣା କରିଛି। ତେଣୁ ଆମେ ଖୁବଶୀଘ୍ର କରୋନାକୁ ମାତ ଦେଉଥିବା ଟିକା ବାହାର କରିବୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story