ଟାଇମ୍ ୱାରନରକୁ କିଣିବ ଆମେରିକା ଟେଲିକମ କମ୍ପାନି ଏଟିଏଣ୍ଡ ଟି କମ୍ପାନି

ୱାସିଂଟନ: ଆମେରିକାର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନି ଏଟି ଏଣ୍ଡ୍ ଟି ଏକ ଐତିହାସିକ ଚୁକ୍ତି କରିବାକୁ ନେଇ ଘୋଷଣା କରିଛି। ଖବର ମୁତାବକ  ଏହି କମ୍ପାନି ‘ଟାଇମ ୱାରନରକୁ କିଣିବାକୁ ଯାଉଛି। ଆୟ ଦୃଷ୍ଟି କୋଣରୁ ଟାଇମ ୱାର୍ଣ୍ଣର ତୃତୀୟ ବୃହତ୍ତମ ଟେଲିଭିଜନ ନେଟୱର୍କ ଏବଂ ଫିଲ୍ମ ଟିଭି ଏଣ୍ଟରଟେନମେଣ୍ଟ କମ୍ପାନି ଅଟେ। ଦ ୱାଲ ଷ୍ଟ୍ରିଟ୍ ଜର୍ନାଲ ମୁତାବକ, ଏହି ଚୁକ୍ତି ୮୫ ବିଲିୟନ ଡଲାର ଠାରୁ ଅଧିକ ହୋଇପାରେ। ଏହି ଚୁକ୍ତି ସ୍ୱାକ୍ଷର […]

warner

warner

Rakesh Mallick
  • Published: Monday, 24 October 2016
  • Updated: 04 May 2017, 03:44 PM IST

Sports

Latest News

ୱାସିଂଟନ: ଆମେରିକାର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନି ଏଟି ଏଣ୍ଡ୍ ଟି ଏକ ଐତିହାସିକ ଚୁକ୍ତି କରିବାକୁ ନେଇ ଘୋଷଣା କରିଛି। ଖବର ମୁତାବକ  ଏହି କମ୍ପାନି ‘ଟାଇମ ୱାରନରକୁ କିଣିବାକୁ ଯାଉଛି। ଆୟ ଦୃଷ୍ଟି କୋଣରୁ ଟାଇମ ୱାର୍ଣ୍ଣର ତୃତୀୟ ବୃହତ୍ତମ ଟେଲିଭିଜନ ନେଟୱର୍କ ଏବଂ ଫିଲ୍ମ ଟିଭି ଏଣ୍ଟରଟେନମେଣ୍ଟ କମ୍ପାନି ଅଟେ।

ଦ ୱାଲ ଷ୍ଟ୍ରିଟ୍ ଜର୍ନାଲ ମୁତାବକ, ଏହି ଚୁକ୍ତି ୮୫ ବିଲିୟନ ଡଲାର ଠାରୁ ଅଧିକ ହୋଇପାରେ। ଏହି ଚୁକ୍ତି ସ୍ୱାକ୍ଷର ହେବା ପରେ ,ଏଣ୍ଟରଟେନମେଣ୍ଟ ବ୍ରାଣ୍ଡ ଏଚ.ବି.ଓ,  ୱାର୍ନର ବ୍ରଦର୍ସ ଠାରୁ ଆରମ୍ଭ କରି ପ୍ରମୁଖ ନ୍ୟୁଜ ଚାନେଲ ସି.ଏନ.ଏନ. ମଧ୍ୟ ଏଟିଏଣ୍ଡଟିର ଅନ୍ତର୍ଭୁକ୍ତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos