ଉତ୍ତର ପ୍ରଦେଶରୁ ସର୍ବାଧିକ ମନ୍ତ୍ରୀ, ଏହି ସବୁ ରାଜ୍ୟରୁ କେହି ନାହାନ୍ତି

ନୂଆଦିଲ୍ଲୀ: ମୋଦି-୨ ସରକାରରେ ଶପଥ ନେଇଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ଆଜି ବିଭାଗ ଆବଣ୍ଟନ କରାଯାଇଛି। ମୋଦିଙ୍କ ଟିମ୍‌ରେ ମୋଟ୍‌ ୫୭ ଜଣ ସଦସ୍ୟ ରହିଛନ୍ତି। ଏମାନଙ୍କ ମଧ୍ୟରେ ମୋଦିଙ୍କୁ ମିଶାଇ ୨୫ ଜଣ କ୍ୟାବିନେଟ୍‌ ପାହ୍ୟା ମନ୍ତ୍ରୀ ଥିବା ବେଳେ ୨୪ ଜଣ ରାଷ୍ଟ୍ରମନ୍ତ୍ରୀ ଓ ୯ ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ରହିଛନ୍ତି। ତେବେ ମୋଦିଙ୍କ ୫୭ ଜଣିଆ ଟିମ୍‌ରେ ଉତ୍ତର ପ୍ରଦେଶରୁ ସର୍ବାଧିକ ୧୦ ଜଣ ସାଂସଦ ରହିଛନ୍ତି। ଏହି ୧୦ ଜଣଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ […]

saq

saq

Hemant Lenka
  • Published: Friday, 31 May 2019
  • Updated: 31 May 2019, 04:18 PM IST

Sports

Latest News

ନୂଆଦିଲ୍ଲୀ: ମୋଦି-୨ ସରକାରରେ ଶପଥ ନେଇଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ଆଜି ବିଭାଗ ଆବଣ୍ଟନ କରାଯାଇଛି। ମୋଦିଙ୍କ ଟିମ୍‌ରେ ମୋଟ୍‌ ୫୭ ଜଣ ସଦସ୍ୟ ରହିଛନ୍ତି। ଏମାନଙ୍କ ମଧ୍ୟରେ ମୋଦିଙ୍କୁ ମିଶାଇ ୨୫ ଜଣ କ୍ୟାବିନେଟ୍‌ ପାହ୍ୟା ମନ୍ତ୍ରୀ ଥିବା ବେଳେ ୨୪ ଜଣ ରାଷ୍ଟ୍ରମନ୍ତ୍ରୀ ଓ ୯ ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ରହିଛନ୍ତି। ତେବେ ମୋଦିଙ୍କ ୫୭ ଜଣିଆ ଟିମ୍‌ରେ ଉତ୍ତର ପ୍ରଦେଶରୁ ସର୍ବାଧିକ ୧୦ ଜଣ ସାଂସଦ ରହିଛନ୍ତି। ଏହି ୧୦ ଜଣଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ଅଛନ୍ତି। ସେହିପରି ୭ଟି ରାଜ୍ୟ- ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, ମଣିପୁର, ନାଗାଲ୍ୟାଣ୍ଡ,ସିକ୍କିମ ଓ ମିଜୋରାମରୁ କାହାକୁ ବି ମନ୍ତ୍ରୀ ପଦ ମିଳିନାହିଁ।

ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଉତ୍ତର ପ୍ରଦେଶରୁ ୧୦ ଜଣ ଥିବା ବେଳେ ମହାରାଷ୍ଟ୍ରରୁ ୭ ଜଣ, ବିହାରରୁ ୬ ଜଣ, ଗୁଜରାଟ, ରାଜସ୍ଥାନ, ହରିଆଣାରୁ ୩ ଜଣ ଲେଖାଏ, ମଧ୍ୟପ୍ରଦେଶ, ଓଡ଼ିଶା, କର୍ଣ୍ଣାଟକା ଓ ପଶ୍ଚିମବଙ୍ଗରୁ ୨ ଜଣ ଲେଖାଏ ସାଂସଦ ମନ୍ତ୍ରୀ ପଦ ପାଇଛନ୍ତି।

ସାଧାରଣ ନିର୍ବାଚନରେ ଓଡ଼ିଶା ଓ ପଶ୍ଚିମବଙ୍ଗରେ ବିଜେପି ଆଖିଦୃଶିଆ ସଫଳତା ପାଇଛି। ଓଡ଼ିଶାରେ ୨୦୧୪ରେ ବିଜେପି ମାତ୍ର ୧ଟି ଆସନ ଜିତିଥିବା ବେଳେ ଏଥର ସଂଖ୍ୟା ୮ରେ ପହଞ୍ଚିଛି। ସେହିପରି ୨୦୧୪ରେ ପଶ୍ଚିମବଙ୍ଗରେ ୨ଟି ଆସନ ଜିତିଥିବା ବିଜେପି ଏଥର ୧୮ଟି ଆସନରେ ବାଜିମାତ କରିଛି। ତେବେ ଏହି ଦୁଇ ରାଜ୍ୟରୁ କେବଳ ୨ ଜଣ ଲେଖାଏ ସାଂସଦଙ୍କୁ ମନ୍ତ୍ରୀ ପଦ ମିଳିଛି। ଓଡ଼ିଶାରୁ ନିର୍ବାଚିତ ହୋଇଥିବା ୮ ଜଣଙ୍କ ମଧ୍ୟରୁ କେବଳ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦ ମିଳିଛି। କ୍ୟାବିନେଟ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବେ ମଧ୍ୟପ୍ରଦେଶରୁ ରାଜ୍ୟସଭା ସଦସ୍ୟ ଅଛନ୍ତି। ପଶ୍ଚିମବଙ୍ଗରୁ କେବଳ ବାବୁଲ ସୁପ୍ରିଓ ଓ ଦେବୋଶ୍ରୀ ଚୌଧୁରୀଙ୍କୁ ମନ୍ତ୍ରୀ ପଦ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story