ତୃତୀୟ ବିଶ୍ୱଯୁଦ୍ଧର ଆଭାସ! ପରମାଣୁ ପରୀକ୍ଷା ଅପେକ୍ଷାରେ ଉତ୍ତରକୋରିଆ, ଦକ୍ଷିଣକୋରିଆରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱକୁ ଥରହର କରୁଛି ଉତ୍ତରକୋରିଆ। ଗୋଟିଏ ପରେ ଗୋଟିଏ ଭୟାନକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରି ଆତଙ୍କ ସୃଷ୍ଟି କରୁଛି ଏହି ଦେଶ।   ଉତ୍ତରକୋରିଆର ଏଭଳି କଠୋର ଆଭିମୁଖ୍ୟ ଯୁଦ୍ଧର ସଙ୍କେତ ଦେଉଛି। ଆଉ କିଛିଦିନ ଭିତରେ ଉତ୍ତରକୋରିଆର ରାଷ୍ଟ୍ରପତି କିମ୍‌ ଜଙ୍ଗ ଆଉ ଏକ ଶକ୍ତିଶାଳୀ କ୍ଷେପଣାସ୍ତ୍ର ପରୀକ୍ଷା କରିବାକୁ ପ୍ରସ୍ତୁତ ହେଉଛି। ଏହି କ୍ଷେପଣାସ୍ତ୍ର ସମ୍ପର୍କରେ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଏହା ତା’ର ସପ୍ତମ ପରମାଣୁ  ପରୀକ୍ଷା ହୋଇପାରେ ବୋଲି […]

North-Korea-1

North-Korea-1

Rakesh Mallick
  • Published: Sunday, 01 October 2017
  • Updated: 01 October 2017, 06:21 PM IST

Sports

Latest News

ନୂଆଦିଲ୍ଲୀ: ସମଗ୍ର ବିଶ୍ୱକୁ ଥରହର କରୁଛି ଉତ୍ତରକୋରିଆ। ଗୋଟିଏ ପରେ ଗୋଟିଏ ଭୟାନକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରି ଆତଙ୍କ ସୃଷ୍ଟି କରୁଛି ଏହି ଦେଶ।   ଉତ୍ତରକୋରିଆର ଏଭଳି କଠୋର ଆଭିମୁଖ୍ୟ ଯୁଦ୍ଧର ସଙ୍କେତ ଦେଉଛି। ଆଉ କିଛିଦିନ ଭିତରେ ଉତ୍ତରକୋରିଆର ରାଷ୍ଟ୍ରପତି କିମ୍‌ ଜଙ୍ଗ ଆଉ ଏକ ଶକ୍ତିଶାଳୀ କ୍ଷେପଣାସ୍ତ୍ର ପରୀକ୍ଷା କରିବାକୁ ପ୍ରସ୍ତୁତ ହେଉଛି। ଏହି କ୍ଷେପଣାସ୍ତ୍ର ସମ୍ପର୍କରେ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଏହା ତା’ର ସପ୍ତମ ପରମାଣୁ  ପରୀକ୍ଷା ହୋଇପାରେ ବୋଲି କୁହାଯାଉଛି। ଆଗକୁ ଏହି ମିଶାଇଲ ପରୀକ୍ଷା ନେଇ ଯୋଜନା ଥିବାରୁ  ଉତ୍ତରକୋରିଆ ପକ୍ଷରୁ ୧୦ ଦିନ ସରକାରୀ ଛୁଟି ଘୋଷଣା କରାଯାଇଛି।

ସେହିପରି ଉତ୍ତରକୋରିଆ ସେନାର ଗତିବିଧିକୁ ନଜର ରଖିଛି ଦକ୍ଷିଣକୋରିଆ। ସେପଟେ ଆକ୍ରମଣ ପାଇଁ ଆମେରିକାକୁ ଖୋଲାଖୋଲି ଚାଲେଞ୍ଜ ଦେଇଛନ୍ତି କିମ ଜଙ୍ଗ। ତେବେ ଏଥିପାଇଁ ଉତ୍ତରକୋରିଆର ରାଜଧାନୀ ପୋଙ୍ଗୟାଙ୍ଗ  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ଦାୟୀ କରିଛି । କହିଛି ଟ୍ରମ୍ପ ପ୍ରଥମେ ଯୁଦ୍ଧର ଧମକ ଦେଇଥିବାରୁ ତା’ର ଜବାବ ଦେବାକୁ ଉତ୍ତରକୋରିଆ ବାଧ୍ୟ ହୋଇଛି। ଏହି ଭୟରେ ଏବେ ଦକ୍ଷିଣ କୋରିଆରେ ହାଇ ଆଲର୍ଟ ଜାରି କରାଯାଇଛି।  ଉତ୍ତରକୋରିଆର ଆକ୍ରମଣାତ୍ମକ ମୋଡକୁ ଦେଖି କୌଣସି ମୂହୁର୍ତ୍ତରେ ତୃତୀୟ ବିଶ୍ୱଯୁଦ୍ଧ ହେବା ନେଇ ଆଶଙ୍କା କରାଯାଉଛି। ଏବେ ଉତ୍ତର କୋରିଆ  ତା’ର ସପ୍ତମ ପରମାଣୁ ପରୀକ୍ଷଣ ପାଇଁ ପ୍ରସ୍ତୁତି ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story