ରେଳ ବିଭାଗରେ ନିଯୁକ୍ତି ସୁଯୋଗ: ଜାଣନ୍ତୁ କେଉଁ ପଦବୀ ପାଇଁ ଦରକାର କେତେ ଯୋଗ୍ୟତା

ଚେନ୍ନାଇ: ଭାରତୀୟ ରେଳ ବିଭାଗ ବିଭିନ୍ନ ବିଭାଗରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି। ଚଳିତ ବର୍ଷର ସ୍ପୋର୍ଡ଼ସ୍ କୋଟାରେ ଗ୍ରୁପ ‘ସି’ ବିଭାଗରେ ଦକ୍ଷିଣ ରେଳବାଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆଶାୟୀମାନେ ୨୦୧୭ ଡିସେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। କିନ୍ତୁ ମେଘାଳୟ, ଅରୁଣାଚଳ ପ୍ରଦେଶ, ମିଜୋରାମ୍, ନାଗାଲାଣ୍ଡ, ତ୍ରିପୁରା, ସିକ୍କିମ୍‌, ଜାମୁ-କାଶ୍ମୀର, ହିମାଚଳପ୍ରଦେଶର କେତେକ ଅଞ୍ଚଳ ଓ ଆଣ୍ଡାମାନ୍ ନିକୋବର ଦୀପପୁଞ୍ଜ, ଲାକ୍ଷାଦ୍ୱୀପ ଅଞ୍ଚଳ ଆବେଦନର ତାରିଖ ୨୦୧୮ ଜାନୁଆରୀ ୨ […]

rail way vacancies

rail way vacancies

Rakesh Mallick
  • Published: Friday, 01 December 2017
  • Updated: 01 December 2017, 10:33 PM IST

Sports

Latest News

ଚେନ୍ନାଇ: ଭାରତୀୟ ରେଳ ବିଭାଗ ବିଭିନ୍ନ ବିଭାଗରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି। ଚଳିତ ବର୍ଷର ସ୍ପୋର୍ଡ଼ସ୍ କୋଟାରେ ଗ୍ରୁପ ‘ସି’ ବିଭାଗରେ ଦକ୍ଷିଣ ରେଳବାଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆଶାୟୀମାନେ ୨୦୧୭ ଡିସେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। କିନ୍ତୁ ମେଘାଳୟ, ଅରୁଣାଚଳ ପ୍ରଦେଶ, ମିଜୋରାମ୍, ନାଗାଲାଣ୍ଡ, ତ୍ରିପୁରା, ସିକ୍କିମ୍‌, ଜାମୁ-କାଶ୍ମୀର, ହିମାଚଳପ୍ରଦେଶର କେତେକ ଅଞ୍ଚଳ ଓ ଆଣ୍ଡାମାନ୍ ନିକୋବର ଦୀପପୁଞ୍ଜ, ଲାକ୍ଷାଦ୍ୱୀପ ଅଞ୍ଚଳ ଆବେଦନର ତାରିଖ ୨୦୧୮ ଜାନୁଆରୀ ୨ ତାରିଖ ଭିତରେ ଆବେଦନ କରିପାରିବେ। ଏହାଛଡ଼ା ଆଶାୟୀମାନେ ଅନଲାଇନ୍‌ କିମ୍ବା ଅଫଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ।

ସ୍ପୋର୍ଡ୍ସ କୋଟାରେ ଆବଶ୍ୟକୀୟ ପଦବୀ: ଆଥଲେଟିକ୍‌ ବର୍ଗରେ –୨ ପୁରୁଷ ଓ ୨ମହିଳା ପ୍ରାର୍ଥୀ ଆବଶ୍ୟକ ଥିବା ବେଳେ କ୍ରିକେଟରେ ୨ ପୁରୁଷ ପଦବୀର ଆବଶ୍ୟକତା ରହିଛି। ସେହିଭଳି ଭଲିବଲ ପାଇଁ ୨ ମହିଳା ପ୍ରାର୍ଥୀଙ୍କ ଆବଶ୍ୟକତା ରହିଛି। ବଲ୍ ବେଡ ମିଣ୍ଟନ, ବାସ୍କେଟ୍ ବଲ୍, ବଡି ବିଲ୍ଡିଂ, ବକ୍ସିଂ, ସାଇକେଲିଂ, ହକି, ପାୱାର ଲିଫ୍ଟିଂ, ୱେଟ୍ ଲିପ୍ଟିଂ, ସୁଇମିଂ, ୱାଟର ପୋଲୋ ଓ ଭଳି କୋଟାରେ ଜଣେ ପୁରୁଷ ପଦବୀ ଖାଲି ରହିଛି। ମୋଟ୍‌ ୨୦ଟି ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି।

ଆବେଦନକାରୀଙ୍କ ପାଇଁ ଜରୁରୀ ସୂଚନା: ଆବେଦନକାରୀଙ୍କର ଯଦି ଏକାଧୀକ କ୍ରୀଡ଼ାରେ ପାରଦର୍ଶୀତା ଥାଏ, ତାହେଲେ ସେମାନେ ବିଭିନ୍ନ ପଦବୀ ପାଇଁ ଆବେଦନ କରିପାରିବେ। ଏଥିପାଇଁ ଅଲଗା ଆଇପିଓ ଓ ଡିମାଣ୍ଡ ଡ୍ରାଫ୍ଟ ସହ ଆବଶ୍ୟକୀୟ କାଗଜପତ୍ର ଅଲଗା ଦେବାକୁ ପଡ଼ିବ। ଆଶାୟୀଙ୍କ ବୟସ ୨୦୧୮ ଜାନୁଆରୀ ୧ ତାରିଖ ସୁଦ୍ଧା ୧୮ ରୁ ୨୫ ବର୍ଷ ହୋଇଥିବ। ସେମାନେ ୧୯୯୩ ଜାନୁଆରୀ ୨ ତାରିଖରୁ ୨୦୦୦ ମସିହା ଜାନୁଆରୀ ୧ ତାରିଖ ମଧ୍ୟରେ ଜନ୍ମ ଗ୍ରହଣ କରିଥିବେ। ଦରମା ସପ୍ତମ ବେତନ ଅନୁଯାୟୀ ୧୯,୯୦୦ରୁ ୨୯,୨୦୦ ଟଙ୍କା ରହିଛି। ଅନଲାଇନ ଆବେଦନ ପାଇଁ ପ୍ରୋସେସିଂ ଫି’ ବାବଦକୁ ୫୦୦ ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ଦେବାକୁ ପଡ଼ିବ। ଏହାକୁ ଇଣ୍ଡିଆନ୍‌ ପୋଷ୍ଟାଲ ଅଡର(ଆଇପିଓ) ମାଧ୍ୟମରେ ଚେନ୍ନାଇର ରେଲୱେ ରିକ୍ର୍ୟୁଟ୍‌ ସେଲ୍‌ ନିକଟକୁ ପଠାଯିବ। ମହିଳା, ଅନୁସୂତିତ ଜାତି ଓ ଜନଜାତି ପ୍ରାର୍ଥୀମାନେ ପୂର୍ବରୁ ଚାକିର କରିଥିବା ବ୍ୟକ୍ତି, ପିଡବ୍ଲ୍ୟୁଡିଙ୍କ ସମ୍ପର୍କୀୟ ହୋଇଥିଲେ ପରୀକ୍ଷା ଫି ବାବଦକୁ ୨୫୦ ଟଙ୍କା ଦେବାକୁ ହେବ।

ନିଯୁକ୍ତି ଶୈଳୀ:  ଆବେଦନ କରିଥିବା କ୍ରୀଡ଼ାରେ ଦକ୍ଷତା, ପରୀକ୍ଷା ଫଳ ଓ ଇଣ୍ଟରଭ୍ୟୁ ଆଧାରରେ ପାର୍ଥୀ ଚୟନ କରାଯିବ। ଏଥିପାଇଁ ଅଲଗା ଅଲଗା ମାର୍କ ରହିଛି।

୧ ଆବେଦନରେ କରିଥିବା ଖେଳରେ ଦକ୍ଷତା, ସ୍ୱାସ୍ଥ୍ୟ ଓ ପ୍ରଶିକ୍ଷକଙ୍କ ନିରୀକ୍ଷଣ ପାଇଁ ୪୦ ମାର୍କ ରହିଛି।

୨ ଖେଳରେ ନିଜର ସଫଳତା ଅର୍ଜନ ଉପରେ ୫୦ ମାର୍କ।

୩ ଶିକ୍ଷାଗତ ଯୋଗ୍ୟାତ ପାଇଁ ୫ ମାର୍କ।

୪ ସାଧାରଣ ଜ୍ଞାନ ଓ ଉତ୍ତମ ବ୍ୟକ୍ତିତ୍ୱ ପାଇଁ ୫ ମାର୍କ।

ସମୁଦାୟ ୧୦୦ ମାର୍କର ପରୀକ୍ଷ କରାଯିବ। ଯେଉଁମାନେ ପରୀକ୍ଷାର୍ଥୀ ପ୍ରଥମ ପର୍ଯ୍ୟାୟରେ ୨୫ ମାର୍କ ରଖିଲେ, ସେମାନେ ପରବର୍ତ୍ତୀ ସଂସ୍କରଣକୁ ଯିବାର ଯୋଗ୍ୟାତ ଅର୍ଜନ କରିବେ।

ଆପ୍ଲିକେସନ୍ ଫର୍ମ ସାହାଯ୍ୟରେ ଆବେଦନ କରିବାକୁ ଚାହଁଥିବା ଆବଦନ କାରୀ ଏହି ଠିକଣାରେ ନିଜର ଅବେଦନ ପତ୍ର ପଠାଇପାରିବେ। ଠିକଣା ହେଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story