କରୋନାର ନୂଆ ରୂପକୁ ମାତ ଦେବାରେ ଏବେକାର ଟିକା ସକ୍ଷମ

ନୂଆଦିଲ୍ଲୀ: କରୋନାର ନୂଆ ରୂପ ଭାରତରେ ପ୍ରବେଶ କରିଥିଲେ ହେଁ ଏଥିପାଇଁ ଆତଙ୍କିତ ନ ହେବାକୁ ସରକାର ଆଜି ପରାମର୍ଶ ଦେଇଛନ୍ତି। ସେହିପରି କରୋନାର ନୂଆ ରୂପ ବା ଷ୍ଟ୍ରେନକୁ ବର୍ତ୍ତମାନ ପ୍ରସ୍ତୁତ ହୋଇଥିବା ଟିକା ମାତ ଦେଇପାରିବ କି ନାହିଁ, ତା’କୁ ନେଇ ଚାଲିଥିବା ବିତର୍କରେ ମଧ୍ୟ ସରକାର ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ଏବେ ପ୍ରସ୍ତୁତ ହୋଇଥିବା କରୋନା ଟିକା ନୂଆ ଷ୍ଟ୍ରେନ ଉପରେ ନିଜର ପ୍ରଭାବ ଦେଖାଇ ପାରିବ ବୋଲି ଭାରତ ସରକାର କହିଛନ୍ତି। ଭାରତ […]

da

da

Hemant Lenka
  • Published: Tuesday, 29 December 2020
  • Updated: 29 December 2020, 05:12 PM IST

Sports

Latest News

ନୂଆଦିଲ୍ଲୀ: କରୋନାର ନୂଆ ରୂପ ଭାରତରେ ପ୍ରବେଶ କରିଥିଲେ ହେଁ ଏଥିପାଇଁ ଆତଙ୍କିତ ନ ହେବାକୁ ସରକାର ଆଜି ପରାମର୍ଶ ଦେଇଛନ୍ତି। ସେହିପରି କରୋନାର ନୂଆ ରୂପ ବା ଷ୍ଟ୍ରେନକୁ ବର୍ତ୍ତମାନ ପ୍ରସ୍ତୁତ ହୋଇଥିବା ଟିକା ମାତ ଦେଇପାରିବ କି ନାହିଁ, ତା’କୁ ନେଇ ଚାଲିଥିବା ବିତର୍କରେ ମଧ୍ୟ ସରକାର ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ଏବେ ପ୍ରସ୍ତୁତ ହୋଇଥିବା କରୋନା ଟିକା ନୂଆ ଷ୍ଟ୍ରେନ ଉପରେ ନିଜର ପ୍ରଭାବ ଦେଖାଇ ପାରିବ ବୋଲି ଭାରତ ସରକାର କହିଛନ୍ତି।

ଭାରତ ସରକାରଙ୍କ ପ୍ରିନ୍ସିପାଲ ସାଇଣ୍ଟିଫିକ ପରାମର୍ଶଦାତା ପ୍ରଫେସର କେ ବିଜୟ ରାଘବନ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବ୍ରିଟେନ ଓ ଦକ୍ଷିଣ ଆଫ୍ରିକାରେ ଦେଖାଯାଇଥିବା କରୋନାର ନୂଆ ଷ୍ଟ୍ରେନ ବିରୋଧରେ ଏବେ ପ୍ରସ୍ତୁତ ହୋଇଥିବା ଟିକା କାମ କରିବ। ବର୍ତ୍ତମାନ ସୁଦ୍ଧା କରୋନା ଟିକା ନୂଆ ଷ୍ଟ୍ରେନ ବିରୋଧରେ କାମ କରିବ ନାହିଁ ବୋଲି କୌଣସି ପ୍ରମାଣ ମିଳିନାହିଁ।

ତେବେ ବ୍ରିଟେନରେ ଦେଖାଯାଇଥିବା ନୂଆ ଷ୍ଟ୍ରେନ୍ ଅଧିକ ବେଗରେ ସଂକ୍ରମିତ କରିବାର କ୍ଷମତା ରଖିଛି। ଏଥିପାଇଁ ବ୍ରିଟେନରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଯାଇଛି। ନୂଆ ଷ୍ଟ୍ରେନର ସଂକ୍ରମଣକୁ ରୋକିବାକୁ ହେଲେ, ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ଟିକାକରଣ ପୂର୍ବରୁ ଆରମ୍ଭ ହୋଇଥିବା ଡ୍ରାଏ ରନ୍‌ ବେଶ ସଫଳତାର ସହ ଶେଷ ହୋଇଛି। ଆସାମ, ଗୁଜରାଟ, ଆନ୍ଧ୍ର ପ୍ରଦେଶ ଓ ପଞ୍ଜାବରେ ଦୁଇ ଦିନ ଧରି କରାଯାଇଥିଲା। ଦିନକୁ ଦିନ ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା ହ୍ରାସ ପାଉଛି। ଦେଶରେ ପଜିଟିଭ ହାର ମାତ୍ର ୨.୨୫% ରହିଛି। ମୃତ୍ୟୁସଂଖ୍ୟା ମଧ୍ୟ ୩ ଶହ ତଳେ ରହୁଛି। ୬ ମାସ ପରେ ୧୭ ହଜାର ତଳେ ଦେଶର ଦୈନିକ ସଂକ୍ରମଣ ରହିଛି।

ତେବେ ବ୍ରିଟେନ ଷ୍ଟ୍ରେନକୁ ନେଇ ସମସ୍ତେ ଚିନ୍ତାରେ ରହିଛନ୍ତି। ଭାରତରେ ବ୍ରିଟେନ ଷ୍ଟ୍ରେନ ପ୍ରବେଶ କରିବା ଖବର ମିଳିବା ପରେ ଆମେ ପ୍ରାୟ ୫ ହଜାର ନମୁନାର ଜିନୋମ ସିକ୍ୱେନ୍ସିଂ ଦେଶର ୧୦ଟି ଲ୍ୟାବରେ କରିଛୁ। ଆମେ ଏହି ସଂଖ୍ୟା ବୃଦ୍ଧି କରିବୁ ଓ ମିଳିତ ଭାବେ ସବୁ କାମ ସମ୍ପାଦନ କରିବୁ। ବ୍ରିଟେନରୁ ଆସିଥିବା ସବୁ ଲୋକଙ୍କର କରୋନା ଟେଷ୍ଟ କରାଯାଉଛି। ଯାହାର ରିପୋର୍ଟ ପଜିଟିଭ ଆସୁଛି, ତାଙ୍କର ନମୁନା ଜିନୋମ ସିକ୍ୱେନ୍ସିଂ ପାଇଁ ପଠା ଯାଉଛି ବୋଲି ସେ କହିଛନ୍ତି।

ନୀତି ଆୟୋଗ(ସ୍ୱାସ୍ଥ୍ୟ) ସଦସ୍ୟ ଡା ଭିକେ ପଲ କହିଛନ୍ତି, ବର୍ତ୍ତମାନର ଥଣ୍ଡା ପରିବେଶରେ ଅଧିକାଂଶ ଲୋକ କରୋନାରେ ସଂକ୍ରମିତ ହେବାର ଆଶଙ୍କା ରହିଛି। ବ୍ରିଟେନରେ ଦେଖା ଯାଇଥିବା କରୋନାର ନୂଆ ଷ୍ଟ୍ରେନ ଭାରତ ସମେତ ଏକାଧିକ ରାଷ୍ଟ୍ରରେ ପ୍ରବେଶ କରିଛି।

ଏହି ନୂଆ ଷ୍ଟ୍ରେନ ନିଜ ଇଚ୍ଛାରେ ସଂକ୍ରମଣ କରିପାରେ। ତେଣୁ ଆମକୁ ଏଥିପ୍ରତି ଅଧିକ ଯତ୍ନବାନ ହେବାକୁ ପଡ଼ିବ। ଜଣେ ଯଦି ଖାମଖିଆଲି ଆଚରଣ ପ୍ରଦର୍ଶନ କରନ୍ତି, ତା’ହେଲେ ଏହା ଅଧିକ ଭୟଙ୍କର ରୂପ ଧାରଣ କରିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story